ଫେରିଲା ନାଇଟ୍ କର୍ଫ୍ୟୁ, Januaryରୁ ହେବ ଭୟଙ୍କର Lockdown, ସରକାର କଲେ ବଡ ଘୋଷଣା, ସବୁଠୁ ଆଗେ ଏଇଠି ହେବ…

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ଖବର ମହାମାରୀ ଓମିକ୍ରନ୍ ପାଇଁ ରାଜଧାନୀକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ରହିବ ନାଇଟ କର୍ଫ୍ୟୁ ଏବଂ ଏହିଦିନ ଠାରୁ ଏହିସବୁ ଜିଲ୍ଲାକୁ ହେବ ଭୟଙ୍କର ଲକ୍ ଡାଉନ୍ ସହିତ ସଟ୍ ଡାଉନ୍ ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ଖବର ରହିଛି।

ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କଣ ରହିଛି ଏହାକୁ ନେଇ ସଂପୂର୍ଣ୍ଣ ଖବର, ଜାଣିନେବା ମହାମାରୀ ଓମିକ୍ରନ୍ ପାଇଁ କେଉଁ ସବୁ ଜିଲ୍ଲାକୁ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ଏବଂ କେଉଁ ତାରିଖରୁ ରାଜ୍ୟକୁ ଫେରିବ ଲକ୍ ଡାଉନ୍। ଦର୍ଶକ ବନ୍ଧୁ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି ବ୍ୟାପିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଉଥିବା ନେଇ ବର୍ତ୍ତମାନ ସମୟରେ ସୂଚନା ମିଳିଛି |

ଏଥି ସହିତ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ କୁ ପହଞ୍ଚିଛି ଫଳରେ ମୁମ୍ବାଇକୁ ଟପିଯାଇଛି ରାଜଧାନୀ ଦିଲ୍ଲୀ। ଦୃତ ଗତିରେ ଓମିକ୍ରନ୍ ବ୍ୟାପୁଥିବା କାରଣରୁ ରାଜଧାନୀ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି ଆଜି ରାତିରୁ ଏହା କାର୍ଯ୍ୟକାରୀ ହେବ। ଏହି ନାଇଟ କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ।

ନାଇଟ କର୍ଫ୍ୟୁ ସମୟରେ ସମାବେଶ ଆୟାଯୋନ ପାଇଁ ଅନୁମତି ଦିଆଯାଉନାହିଁ ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନଯିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ଯାହା ବର୍ତ୍ତମାନ ସମୟରେ ଏକ ବଡ ଖବର ରହିଛି| ପରବର୍ତ୍ତୀ ସମୟରେ ମହାମାରୀକୁ ଆଖି ଆଗରେ ରଖି ପୁଣିଥରେ ଫେରିବ ଲକ୍ ଡାଉନ୍ ଯେଉଁସବୁ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାହେବ ସେହିସବୁ ଜିଲ୍ଲାରେ ବସ୍ ଟ୍ରେନ୍ ସ୍କୁଲ୍ କଲେଜ୍ ପୂର୍ବଭଳି ବନ୍ଦ୍ ରହିବ ବୋଲି ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ଖବର ରହିଛି।