କ୍ରିକେଟ ଦୁନିଆ ଏକ ରଙ୍ଗୀନ ଦୁନିଆ ଅଟେ I ଭାରତ ରେ କ୍ରିକେଟ ଖେଳ ର ଚାହିଦା ଅଧିକ ରହିଛି I ଭାରତ ରେ କ୍ରିକେଟ ମ୍ୟାଚ ର ଆନନ୍ଦ କୋଟି କୋଟି କ୍ରିକେଟ ପ୍ରେମୀ ନେଇଥାନ୍ତି I ଭାରତ ରେ କ୍ରିକେଟ ଏକ ଖେଳ ନୁହେଁ ଏହା ଏକ ଧର୍ମ ମଧ୍ୟ କହିଲେ କିଛି କମ ହେବ ନାହିଁ I
ଏପରି ବହୁତ କମ କ୍ରିକେଟର ରହିଛନ୍ତି ଯେଉଁମାନେ ଅଧିକ ଦିନ କ୍ରିକେଟ ଖେଳିବା ର ଆନନ୍ଦ ନେଇପାରିଛନ୍ତି I IPL ଲିଗ ର ଆରମ୍ଭ ହେବା ପରେ କ୍ରିକେଟର ମାନେ ଅଧିକ ମାତ୍ରା ରେ କ୍ରିକେଟ ର ଆନନ୍ଦ ନେଉଛନ୍ତି I ଅନେକ ଏପରି ବିଦେଶୀ ଖେଳାଳି ରହିଛନ୍ତି ଯେଉଁମାନେ କ୍ରିକେଟ ରେ କ୍ୟାରିୟର କରିବା ପରେ ମଧ୍ୟ ଛୋଟ ମୋଟ ଚାକିରୀ କରିଥାନ୍ତି I
ଆଜି ଆମେ ଯେଉଁ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛେ ସେ ଏକ ସମୟ ରେ କ୍ରିକେଟ ଜଗତ ରେ ରାଜ କରୁଥିଲେ I ଏହି ଖେଳାଳି ଙ୍କ ର କାହାଣୀ ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଏହା କ୍ରିକେଟ ର ଏକ ଦୁଖଦଃ କାହାଣୀ ଅଟେ I ଏବଂ ଏହା ଶୁଣି ଆପଣ ଙ୍କୁ ମଧ୍ୟ ଝଟକା ଲାଗିପାରେ I
ଆଜି ଆମେ ଏଠାରେ ଆପଣ ଙ୍କୁ ନ୍ୟୁଜଲାଣ୍ଡ ଟିମ ର କ୍ୟାପଟେନ କ୍ରିସ କରେନ୍ସ ଙ୍କ ବିଷୟ ରେ କହିବା କୁ ଯାଉଛୁ I ଏକ ସମୟ ରେ କ୍ରିସ କରେନ୍ସ ଦୁନିଆ ର ସବୁଠାରୁ ବଡ଼ ଅଲ୍ରାଉଣ୍ଡର ଖେଳାଳି ରୂପେ ପରିଚିତ ଥିଲେ I କିନ୍ତୁ ଏକ ସମୟ ଏପରି ମଧ୍ୟ ଆସିଯାଇଛି ନିଜ ମଜବୁରି ପାଁଇ କ୍ରିସ କରେନ୍ସ ଟ୍ରକ ଚଳାଇବା କୁ ବାଧ୍ୟ ହେଇଛନ୍ତି I କ୍ରିକେଟ ରୁ ସନ୍ୟାସ ନେବା ପରେ ସେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ I ସୂଚନା ଅନୁସାରେ କ୍ରିସ କରେନ୍ସ ଙ୍କ ଉପରେ ମ୍ୟାଚ ଫିକସିଂ ର ଆରୋପ ଆସିଥିଲା I
କିନ୍ତୁ ଏହି ଆରୋପ ପ୍ରମାଣିତ ହେଇ ନ ଥିଲା I ଆଜିକା ସମୟ ରେ କ୍ରିସ କରେନ୍ସ ଟ୍ରକ ଚଳାଉଛନ୍ତି I ନ୍ୟୁଜଲାଣ୍ଡ ଟିମ ର କ୍ୟାପଟେନ କ୍ରିସ କରେନ୍ସ ବର୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି I ସେ ୱାନଡେ କ୍ରିକେଟ ରେ 215 ମ୍ୟାଚ ଖେଳିଥିଲେ I ୱାନଡେ ରେ 4950 ରନ କରିଥିଲେ ଓ 201 ଵିକେଟ ନେଇଥିଲେ I ଟେଷ୍ଟ ମ୍ୟାଚ ରେ 62 ଟେଷ୍ଟ ରେ 3320 ରନ କରିଥିଲେ 218 ଵିକେଟ ନେଇଥିଲେ I