୧୫୦୦୦ ଫୁଟ ଉଚତା ଉପରେ ସେନା ଯବାନ ଙ୍କର ଉତ୍ସାହ ବଢାଇବାକୁ ପହଞ୍ଚିଲେ ଏହି କମେଡିଆନ

କପିଳ ଶର୍ମା ନିଜ ର କମେଡି ରେ ସବୁ ଦର୍ଶକ ଙ୍କ ର ମନୋରଞ୍ଜନ କରାଇଥାନ୍ତି I କିନ୍ତୁ ବିଗତ ଦିନ ରେ କପିଳ ଶର୍ମା କରିଛନ୍ତି ଯାହା ଦ୍ୱାରା ଲୋକେ ତାଙ୍କ ର ପ୍ରଶଂସା କରିଛନ୍ତି I

କପିଳ ଶର୍ମା ଆଜିକା ସମୟ ରେ ଜଣେ ପ୍ରମୁଖ ହାସ୍ୟ କଳାକାର ରୂପେ ପରିଚିତ ହେଇପାରିଛନ୍ତି I ତେବେ ବିଗତ ଦିନ ରେ କପିଳ ଶର୍ମା ସେନା ର ଯବାନ ସାକ୍ଷ୍ୟାତ କରିଥିଲେ ଆଉ ତାହା ବି 15000 ଫୁଟ ଉଚତା ରେ I ଏଠାରେ ସେ ସେନା ମନୋରଞ୍ଜନ କରିଥିଲେ I

ବର୍ତମାନ ସମୟ ରେ କପିଳ ଶର୍ମା ଅରୁଣାଚଳ ପ୍ରଦେଶ ରେ ଅଛନ୍ତି ତବଙ୍ଗ ଫେଷ୍ଟିଭାଲ ରେ ଯୋଗ ଦେବାକୁ ଯାଇଛନ୍ତି I କପିଳ ଶର୍ମା ନିଜ ର ବ୍ୟସ୍ତତା ମଧ୍ୟ ରେ ବି ସେନା ର ଯବାନ ଙ୍କୁ ସାକ୍ଷ୍ୟାତ କରିଥିଲେ ଓ ସେଠାରେ ତାଙ୍କ ର ମନୋରଞ୍ଜନ କରାଇଥିଲେ ଏହା ବହୁତ ବଡ଼ କଥା ଅଟେ I

କପିଳ ଶର୍ମା ଭାରତୀୟ ସେନା ଙ୍କୁ ଭାରତ ଓ ଚୀନ ସୀମା ରେ 15000 ଫୁଟ ଉଚତା ରେ ସାକ୍ଷ୍ୟାତ କରିଥିଲେ I ସେଠାରେ ଭାରତୀୟ ଯବାନ ମାନେ କପିଳ ଶର୍ମା ଙ୍କୁ ଦେଖି ମଧ୍ୟ ବେଶ ଖୁସି ହେଇଥିଲେ I

Share Your Comments Below