ପିଲାଙ୍କୁ ସ୍କୁଲ ପଠାଇବା ପରେ ଘରେ ଏପରି ଅବସ୍ଥାରେ ଥିଲେ ବୋହୁ, ଶାଶୁ ଦେଖିଲେ ତ ରହିଗଲେ ଆଶ୍ଚର୍ଜ୍ୟ ଚକିତ

ଆଜିକାଲି ଆମ ଦେଶ ରେ ମହିଳା ଙ୍କୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥାଏ I ବିଗତ ଦିନ ରେ ଏହିପରି ଏକ ଘଟଣା ଘଟିଯାଇଛି ଯାହା କି ଆପଣ ଙ୍କ ର ବି ହୋସ ଉଡାଇଦେବ I ସୂଚନା ମୁତାବିକ ଝାରଖଣ୍ଡ ର କୋଦରମା ଜିଲ୍ଲା ର ମାର୍କକଚା ନିବାସୀ ଦୀପକ ବରୱାଲ ଙ୍କ ର ପରିବାର ସହ ପରି ଘଟଣା ଘଟିଯାଇଛି I ସୂଚନା ଅନୁସାରେ ଦୀପକ ଙ୍କ ର 28 ବର୍ଷୀୟ ପତ୍ନୀ ଅନନୁ ଦେବୀ ବିଗତ ଗୁରୁବାର ଦିନ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି I

ତେବେ ମୃତ୍ୟୁ ପରେ ପୋଲିସ ର ଯାଞ୍ଚ ରୁ ଜଣାଯାଇଥିଲା କି ସେ ସଠିକ ସମୟ ରେ ନିଜ ପିଲା ଙ୍କୁ ସ୍କୁଲ ପଠାଇପାରି ନ ଥିଲେ ଯାହା ଦ୍ୱାରା କି ଏହି ସମସ୍ୟା କଥା କୁ କେନ୍ଦ୍ର କରି ତାଙ୍କ ଶାଶୁ ଓ ପତି ଙ୍କ ଅନେକ ଯୁକ୍ତି ହେଇଥିଲା I ଏବଂ ସେ ଏପରି ଏକ ଭୁଲ ନିଷ୍ପତି ନେଇଯାଇଥିଲେ I

ଯେତେବେଳେ ପତ୍ନୀ ସ୍କୁଲ କୁ ପିଲା ଙ୍କୁ ପଠାଇଦେଲେ ଏହା ପରେ ପତି ବି ତାଙ୍କ କାମ ରେ ଚାଲିଯାଇଥିଲେ ହେଲେ ପତ୍ନୀ ଙ୍କ ର ରାଗ ଶାନ୍ତ ହେଇ ନ ଥିଲା ଏବଂ ସେ ନିଜ ରୁମ ରେ ଶାଢ଼ୀ ରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ I

କିଛି ସମୟ ପରେ ଶାଶୁ ଯେତେବେଳେ ନିଜ ବୋହୁ କୁ ଡାକିବାକୁ ଯାଇଥିଲେ ତ ଏହା ଦେଖି ତାଙ୍କ ର ହୋଶ ଉଡିଯାଇଥିଲା I ସେ ନିଜ ବୋହୁ କୁ ଫାସୀ ରେ ଝୁଲିବାର ଦେଖି ଆଶ୍ଚଯ୍ୟ ହେଇଯାଇଥିଲେ I ଏବଂ ଏହା ପରେ ନିଜ ପୁଅ କୁ ଘଟଣା ସମ୍ପର୍କ ରେ ସୂଚନା ଦେବା ସହ ପାଖ ପଡିଶା ଲୋକଙ୍କୁ ବି ଜଣାଇଥିଲେ I

ଏହି ଘଟଣା ର ସୂଚନା ମିଳିବ ପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚିଥିଲା I ଏବଂ ଶବ ବ୍ୟବଛେଦ ପାଁଇ ପଠା ଯାଇଥିଲା I ଏବଂ ତାଙ୍କ ର ପରିଜନ କୁ ବି ଏହି ବାବଦ ରେ ସୂଚନା ଦିଆ ଯାଇଥିଲା I ମୂର୍ତ୍ତକ ଙ୍କ ର ପିତା ଦୀପକ ବି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି I ଏବଂ ସେ ଏଥିରେ ଏହା ଉଲେଖ କରିଛନ୍ତି ତାଙ୍କ ଝିଅ ରାଗି ଯାଇ ଏପରି ନିଷ୍ପତି ନେଇଛନ୍ତି I

ତେବେ ଏହି ଦମ୍ପତି ଙ୍କ ର ବିବାହ ପାଖାପାଖି 7 ବର୍ଷ ହେବ ହେଇଥିଲା I ଏବଂ ସମ୍ପୂର୍ଣ ପରମ୍ପରା ଅନୁସାରେ ହେଇଥିଲା I ତେବେ ଏହି ସାମାନ୍ୟ କଥା ରେ ମହିଳା ଙ୍କ ର ଏପରି ନିଷ୍ପତି ନେବାକୁ ନେଇ ଲୋକେ ମହିଳା ଙ୍କୁ ହିଁ ଦୋଷ ଦେଉଛନ୍ତି I

ଏହି ଆତ୍ମହତ୍ୟା ରେ ପାଖପଡ଼ୋଶୀ ବି ଶୁଣି ଆଶ୍ଚଯ୍ୟ ଅଟନ୍ତି ଏବଂ ମହିଳା ଙ୍କ ର ଏତେ ବଡ଼ ନିଷ୍ପତି କୁ ନିନ୍ଦା ମଧ୍ୟ କରୁଛନ୍ତି I