ଭୁଲରେ ବି ପ୍ଲାଷ୍ଟିକ ବୋତଲରେ ଗଙ୍ଗା ଜଳ ରଖନ୍ତୁ ନାହିଁ; ନଚେତ ଆପଣଙ୍କ ଘରେ ଦେଖା ଦେଇପାରେ ଅନେକ ଅସୁବିଧା

ହିନ୍ଦୁ ଧର୍ମ ରେ ଗଙ୍ଗା ପାଣି ର ବିଶେଷ ମହତ୍ୱ ରହିଛି I ପ୍ରତୋକ ପୂଜା କାର୍ଯ୍ୟ ରେ ଗଙ୍ଗା ପାଣି ର ବ୍ୟବହାର ହେଇଥାଏ I ଯଦି ଆପଣ ଙ୍କ ର ମନ ଅଶାନ୍ତ ଥିବ ତେବେ ଆପଣ ମନ୍ଦିର ଚାଲି ଯାନ୍ତୁ ଆପଣ ଙ୍କ ର ମନ ର ଦୁଶ୍ଚିନ୍ତା ଦୂର ହେବ I ହିନ୍ଦୁ ଧର୍ମ ରେ 33 କୋଟି ଦେବଦେବୀ ଙ୍କ ର ପୂଜା କରାଯାଇଥାଏ I

କିଛି ଲୋକେ ଭୁଲ ଉପାୟ ରେ ପୂଜା କରିଥାନ୍ତି I
ପୂଜା କାର୍ଯ୍ୟ ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ର ଏକ ମୂଳ କାର୍ଯ୍ୟ ଅଟେ I ପ୍ରତୋକ ବ୍ୟକ୍ତି ନିଜ ଘରେ ସକାଳୁ ପ୍ରଥମେ ଭଗବାନ ଙ୍କ ର ପୂଜା କରିଥାନ୍ତି ଓ ଏହା ପରେ ଅନ୍ୟ କୌଣସି କାର୍ଯ୍ୟ ରେ ନିଜ କୁ ବ୍ୟସ୍ତ ରଖିଥାନ୍ତି I ତେବେ ପୂଜା କାର୍ଯ୍ୟ ସମୟ ରେ କିଛି କାର୍ଯ୍ୟ କୁ ବିଶେଷ ଧ୍ୟାନ ଦେବାକୁ ହେଇଥାଏ I

ପୂଜା ର ଫଳ ପ୍ରାପ୍ତି ହେଇ ନ ଥାଏ I
ଏପରି ମାନ୍ୟତା ରହିଛି କି ପୂଜା ସମୟ ରେ କିଛି ବିଶେଷ କାର୍ଯ୍ୟ କୁ ଧ୍ୟାନ ଦେବା ଉଚିତ I ଏହା ଦ୍ୱାରା ଆପଣ ଙ୍କ ର ପୂଜା ଶୀଘ୍ର ସଫଳ ହେଇଥାଏ I ପୂଜା ସମୟ ରେ କିଛି ନିୟମ କୁ ପାଳନ କରିବା ଉଚିତ I ଯାହା ର ପାଳନ ପ୍ରତୋକ ବ୍ୟକ୍ତି କରିବା ଉଚିତ I

ଭୁଲ ରେ ମଧ୍ୟ ଗଙ୍ଗା ପାଣିକୁ ପ୍ଲାଷ୍ଟିକ ବୋତଲ ରେ ରଖନ୍ତୁ ନାହିଁ
ଅଧିକାଂଶ ଘରେ ପୂଜା ରେ ଗଙ୍ଗା ପାଣି ର ବ୍ୟବହାର ହେଇଥାଏ I ଯେଉଁ ଘରେ ଗଙ୍ଗା ପାଣି ରହିଥାଏ ସେହି ଘର ପବିତ୍ର ହେଇଯାଇଥାଏ I କିନ୍ତୁ ଅନେକ କ୍ଷେତ୍ର ରେ ଲୋକେ ଗଙ୍ଗା ପାଣିକୁ ପ୍ଲାଷ୍ଟିକ ବୋତଲ ରେ ରଖିଥାନ୍ତି I ଏହା ଅଶୁଭ ସଂକେତ ଅଟେ I କାରଣ ପ୍ଲାଷ୍ଟିକ ବୋତଲ ରେ ଥିବା ପାଣି କିଛି ଦିନ ରେ ଖରାପହେଇଯାଇଥାଏ I

ଏହି ସମୟ ରେ ଭଗବାନ ଙ୍କ ର ଆରତୀ କରିବା ଉଚିତ
ଯେଉଁ ଲୋକେ ପୂଜା ପାଠ କରୁଛନ୍ତି ଧ୍ୟାନ ରଖିବେ କି ପୁରା ଦିନ ରେ ପାଞ୍ଚ ଥର ପୂଜା ପାଠ କରିବା ଉଚିତ I ସକାଳ 5-6 ଘଟିକା ସମୟ ରେ , 9-10 ଘଟିକା ସମୟ ରେ , ଦିପହର ସମୟ ରେ ଓ ସନ୍ଧ୍ୟା 4-5 ଘଟିକା ସମୟ ରେ ଏବଂ ଶେଷ ପୂଜା ରାତି 8-9 ଘଟିକା ସମୟ ରେ କରିବା ଉଚିତ I

ପୂଜା କରିବା ସମୟ ରେ ଏହି ଦିଗ କୁ ମୁହଁ କରନ୍ତୁ
ପୂଜା ତ ସମସ୍ତେ କରନ୍ତି କିନ୍ତୁ ଦିଗ ଗୁଡିକ ବିଷୟ ରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ I ପୂଜା ସମୟ ରେ ଦିଗ ଗୁଡିକ ର ବିଶେଷ ମହତ୍ୱ ରହିଥାଏ I ତେଣୁ ପୂଜା ସମୟ ରେ ନିଜ ମୁହଁ କୁ ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼ କୁ ରଖିବା ଉଚିତ I

Share Your Comments Below