ପୋଖରୀ କୁଳରେ ବସିକି ସେଲ୍ଫି ନେଉଥିଲା ଏହି ପିଲା; ସେହି ସମୟରେ ସେଠି ହେଲା କିଛି ଏପରିକି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଆଜିକା ସମୟ ରେ ଲୋକେ ଯେପରି ଫୋନ ର ବହୁଳ ବ୍ୟବହାର କରୁଛନ୍ତି ଆପଣ ବି ଦେଖି ଆଶ୍ଚଯ୍ୟ ହେବେ କିନ୍ତୁ ଆଜିକା ସମୟ ରେ ଲୋକ ଙ୍କ ର ସେଲ୍ଫି ନେବା ର ସଉକିନ ଟିକେ ଅଧିକ ଦେଖିବାକୁ ମିଳିଛି I ସେଲ୍ଫି ନେବା ଓ ଏହା କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରିବା ଯୁବପିଢ଼ି ଙ୍କ ର ଏକ ସଉକିନ ହେଇଗଲାଣି I

ବିବାହ ସମାରୋହ ହେଉ କି ସାଙ୍ଗ ଙ୍କ ସହ ବୁଲିବା ହେଉ ପ୍ରତୋକ ସମୟ ରେ ଲୋକେ ସେଲ୍ଫି ନେବାକୁ ପସନ୍ଦ କରିଥାନ୍ତି I ତେବେ ଏହି ସେଲ୍ଫି ନେବା ସମୟ ରେ ଠିକ ଭୁଲ ର ନିଷ୍ପତି ନେଇ ନ ଥାନ୍ତି ଏବଂ ସେଲ୍ଫି ନେବାରେ ପାଗଳ ହେଇଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ସେଲ୍ଫି ର ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I

ତେବେ ଆଜି ଆମେ ଆପଣ ଙ୍କୁ ଜଣେ ଯୁବକ ଙ୍କ ର କଥା କହିବାକୁ ଯାଉଛୁ ସେ ସେଲ୍ଫି ନେବାର ସଉକିନତ ଥିଲେ I ତେବେ ଏହି ଘଟଣା ଟି ଭାରତ ର ମେଘାଳୟ ରେ ଘଟିଯାଇଛି I

ମେଘାଳୟ ରେ ରହୁଥିବା ଏହି ଯୁବକ ଦିନେ ଏକ ପୋଖରୀ ପାଖରେ ପହଂଚିଥିଲେ ସେଲ୍ଫି ନେବାକୁ ଏବଂ ସୁନ୍ଦର ସୁନ୍ଦର ସେଲ୍ଫି ନେଉଥିଲେ , ତେବେ ଆଶ୍ଚଯ୍ୟ ର କଥା କି ଏହି ଯୁବକ ଏକ କୁମ୍ଭୀର ପାଖ ରେ ସେଲ୍ଫି ନେଉଥିଲେ I

ଏପରି ଘଟଣା ସମୟ ରେ ସେହି ଯୁବକ ଙ୍କ ଆପଣ ଙ୍କର ବି ଶୁଣି ହୋସ ଉଡିଯିବ I ଏହି ସେଲ୍ଫି କାରଣ ରୁ ତାଙ୍କୁ ଏକ ବଡ଼ ମୂଲ୍ୟ ଦେବାକୁ ପଡିଛି I

ତେବେ ଏହି ମେଘାଳୟ ର ଯୁବକ ସେଲ୍ଫି ନେବା ମହଂଗା ପଡିଛି ଏବଂ ଏହି ସେଲ୍ଫି କାରଣ ରୁ ତାଙ୍କ ର ଜୀବନ ସାରା ର କଷ୍ଟ ର ସମୁଖୀନ ହେବାକୁ ପଡିଛି କାରଣ କୁମ୍ଭୀର ଟି ତାଙ୍କ ର ଏକ ହାତ ହିଁ ଛିଣ୍ଡାଇ ନେଇଯାଇଥିଲା I

ତେବେ ଏପରି ସେଲ୍ଫି ନେବାର ପାଗଳ ଥିବା ବ୍ୟକ୍ତି ମାନେ ବର୍ତମାନ ଠାରୁ ହିଁ ସତର୍କ ରହିବା ଉଚିତ I ନଚେତ ଜୀବନ ଯିବାର ବି ସମ୍ଭାବନା ରହିଥାଏ I

Share Your Comments Below