ରାସ୍ତା ଭୁଲି ଯାଇଥିବା 80 ବର୍ଷର ଜଣେ ବୃଦ୍ଧ ମହିଳା ପୋଲିସଙ୍କୁ ସାହାଯ୍ୟ ମାଗିଲେ; ତାପରେ ପୋଲିସ ବାଲଟି ଯାହା କରିଲା ତାହା ଗଜବ ଅଟେ

ଆମ ଦେଶ ରେ ପୋଲିସ ଅନେକ ଲୋକ ଙ୍କ ର ସହାୟତା କରିଥାନ୍ତି I କିନ୍ତୁ ଅନେକ କିଛି କାରଣ କୁ ନେଇ ମଧ୍ୟ ଲୋକେ ପୋଲିସ ବିଭାଗ କୁ ବଦ୍ନାମ କରିଥାନ୍ତି I ଅନେକ କ୍ଷେତ୍ର ରେ ପୋଲିସ ର କିଛି ଅବହେଳିତ କାର୍ଯ୍ୟ କୁ ନେଇ ସାରା ପୋଲିସ ବିଭାଗ ବଦ୍ନାମ ହେଇଥାଏ I ତେବେ ଆଜି ଆମେ ଜଣେ ପୋଲିସ କର୍ମୀ ଙ୍କ ର ଏପରି କିଛି କାର୍ଯ୍ୟ ବିଷୟ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I

ଘଟଣା ଟି ଅଯୋଧ୍ୟା ର ସେଦପୁର ଅଂଚଳ ରେ ଜଣେ ବୃଦ୍ଧ ମହିଳା ରାସ୍ତା ରେ ଯାଉଥିବା ସମୟ ରେ ନିଜ ର ଲକ୍ଷ ପଥ ଭୁଲିଯାଇଥିଲେ I ଏହି ବୃଦ୍ଧ ମହିଳା ଙ୍କ ର ବୟସ 80 ବର୍ଷ ଅଟେ I ସେହି ବାଟ ଦେଇ ପୋଲିସ ଯାଉଥିଲେ ଏବଂ ଜୟ କିଶୋର ନାମ ଏହି ପୋଲିସ କର୍ମୀ ବୃଦ୍ଧ ମହିଳା ଙ୍କୁ ଦେଖି ଅଟକି ଯାଇଥିଲେ I ଏହା ପରେ ତାଙ୍କ ପାଖ କୁ ଯାଇ ସେ କେଉଁଆଡେ ଯିବେ ପଚାରିଥିଲେ I

ଜୟ କିଶୋର ବୃଦ୍ଧ ମହିଳା ଙ୍କ ର ସମସ୍ୟା ପଚାରିଥିଲେ I ଏବଂ ବୃଦ୍ଧ ମହିଳା କହିଥିଲେ ନିଜ ର ସମସ୍ୟା ବିଷୟ ରେ I ଏହା ପରେ ପୋଲିସ କର୍ମୀ ନିଜ ର ଜିପ ରେ ବୃଦ୍ଧ ମହିଳା ଙ୍କୁ ନେଇ ବସିଥିଲେ ଏବଂ ତାଙ୍କ ଘରେ ନେଇ ଛାଡି ଆସିଥିଲେ I ଜଣେ ପୋଲିସ କର୍ମୀ ଙ୍କ ର ଏପରି ସହାୟତା ମନୋଭାବ କୁ ଦେଖି ଲୋକେ ପୋଲିସ ବିଭାଗ ର ବେଶ ପ୍ରଶଂସା କରିଥିଲେ I

ତେଣୁ ଏଥିରୁ ଆପଣ ଅନୁମାନ କରିପାରୁଥିବେ କି ପୋଲିସ ବିଭାଗ ରେ ଏପରି ଅନେକ ଭଲ ପୋଲିସ କର୍ମୀ ମଧ୍ୟ ରହିଛନ୍ତି I ଏହି ପୋଲିସ କର୍ମୀ ମାନେ ସାଧାରଣ ଜନତା ଙ୍କ ର ସହାୟତା କରିଥିଲେ ଭାରତ ରେ କିଛି ଭ୍ରଷ୍ଟ ପୋଲିସ କର୍ମୀ ଥାଇ ପାରନ୍ତି କିନ୍ତୁ ଅନେକ କିଛି ସତ ବିଚାର ଧାରା ର ପୋଲିସ କର୍ମୀ ମଧ୍ୟ ରହିଛନ୍ତି I

ତେଣୁ ଜୟ କିଶୋର ଙ୍କ ର ଏପରି ମହାନ କାର୍ଯ୍ୟ କୁ ନେଇ ବର୍ତମାନ ସୋସିଆଲ ମିଡ଼ିଆ ରେ ସେ ବେଶ ଚର୍ଚା କୁ ଆସିଛନ୍ତି I କାରଣ ଜୟ ବିନା କୌଣସି ସ୍ୱାର୍ଥ ରେ ଉକ୍ତ ମହିଳା ଙ୍କୁ ସହାୟତା କରିଥିଲେ I