ପୋଷ୍ଟ ଅଫିସ ଆରମ୍ଭ କରିଲା ଧମାକା ଦାର ସ୍କିମ, ୧୦୦୦ଟଙ୍କା ଜମା କରି ପାଆନ୍ତୁ ପୁରା ୭୨୫୦୦ଟଙ୍କା, ପଢନ୍ତୁ ସମ୍ପୂର୍ଣ ଖବର

ଡାକ ବିଭାଗ ଆପଣ ଙ୍କ ପାଁଇ ଏକ ନୂତନ ଆକର୍ଷଣୀୟ ଯୋଜନା ଆଣିଛି I ଆପଣ ଟଙ୍କା ସଂଚୟ କରିବା ସହ ବ୍ୟାଙ୍କ ତୁଳନା ରେ ଭଲ ରିଟର୍ନ ମଧ୍ୟ ପାଇପାରିବେ I ଏହି ଯୋଜନା ପାଁଇ 1000 ଟଙ୍କା ପ୍ରତି ମାସ ରେ ଜମା କରିବା କୁ ହେବ I

ଏବଂ ଡାକ ବିଭାଗ ଆପଣ ଙ୍କୁ 72,505 ଟଙ୍କା ଫେରାଇବ I ଯଦି ଆପଣ ଖାତା ଖୋଲିବେ ତେବେ 7.3 ପ୍ରତିସଦ ସୁଧ ପାଇପାରିବେ I ପୋଷ୍ଟ ଅଫିସ ରେ ଆପଣ 1000 ଟଙ୍କା ପ୍ରତି ମାସ କୁ ଜମା କରିବା କୁ ହେବ I ଏବଂ ଡାକ ବିଭାଗ ଆପଣ ଙ୍କୁ 72,505 ଟଙ୍କା ଫେରାଇବ I

ଲୋକେ ନିଜ ର ନିକଟସ୍ତ ଡାକ ବିଭାଗ ରେ ଏହି ଆକାଉଣ୍ଟ ଖୋଲି ପାରିବେ I ଆବଶ୍ୟକ ପଡିଲେ ଗ୍ରାହକ ଏକ ରୁ ଅଧିକ ଆକାଉଣ୍ଟ ଖୋଲି ପାରିବେ I ଏହି ଯୋଜନା ରେ ଆପଣ ପ୍ରତି ଦିନ 33 ଟଙ୍କା କରି ମାସ କୁ 1000 ଟଙ୍କା ଜମା କରିବା କୁ ହେବ I ଆପଣ ଏଥିରେ ମାସ କୁ 7.3 ପ୍ରତିସଦ ଅନୁସାରେ ସୁଧ ପାଇବେ I ଏବଂ 5 ବର୍ଷ ପରେ ଆପଣ 72,505, ଟଙ୍କା ପାଇବେ I ଆପଣ ଜମାରାଶି 60,000 ଟଙ୍କା ହେଇଥିବ I

ଡାକ ବିଭାଗ ର ଏହି ସ୍କିମ ରେ ଆପଣ ନିର୍ଧାରିତ ତାରିଖ ରେ ହିଁ ଟଙ୍କା ଜମା କରିବା କୁ ହେବ I ଅର୍ଥାତ 1 ତାରିଖ ରୁ 15 ତାରିଖ ମଧ୍ୟ ରେ ଟଙ୍କା ଜମା ହେବ I ଯଦି ଆପଣ ମାସ ର 1 ତାରିଖ ରେ ଖାତା ଖୋଲିବେ ତେବେ 15 ତାରିଖ ରେ ଜମା କରିବେ I ଏବଂ ପାଞ୍ଚ ବର୍ଷ ର ଏହି ସ୍କିମ ର ଆପଣ ଲାଭ ଉଠାଇ ପାରିବେ I

Share Your Comments Below