ଆଜିକା ସମୟ ରେ ପ୍ରତୋକ ଲୋକେ ଧନ ସଂଚୟ କରିବାକୁ ଇଚ୍ଛା କରିଥାନ୍ତି I ବର୍ତମାନ ଟଙ୍କା ସଂଚୟ କରିବାକୁ ହେଲେ ପୋଷ୍ଟଅଫିସ ରେ ଅନେକ ନୂଆ ନୂଆ ସ୍କିମ ର ଶୁଭାରମ୍ଭ ହେଇଚି I ଯାହା ଦ୍ୱାରା କି ଆପଣ କିଛି ଦିନ ରେ ଲକ୍ଷପତି ହେଇପାରିବେ I ଆପଣ ଏହି ନୂଆ ସ୍କିମ ରେ ମାତ୍ର 200 ଟଙ୍କା ସଂଚୟ କରି ଲକ୍ଷ୍ୟପତି ହେଇପାରିବେ I
ଆପଣ ପ୍ରତୋକ ଦିନ ର ଖର୍ଚ୍ଚ ରୁ ମାତ୍ର 200 ଟଙ୍କା ସଂଚୟ କରି ଭବିଷ୍ୟତ ର ସବୁ ଆଶା ପୁରା କରିପାରିବେ I ପୋଷ୍ଟ ଅଫିସ ରେ PPF ନାମ ଏହି ସ୍କିମ ଦ୍ୱାରା ଆପଣ ସଂଚୟ କରିପାରିବେ I ପ୍ରତୋକ ଦିନ ଆପଣ 200 ଟଙ୍କା ସଂଚୟ କରି 21 ଲକ୍ଷ ର ସଂଚୟ କରିପାରିବେ I
କେତେବେଳେ ମଧ୍ୟ ଖୋଲିପାରିବେ ଏହି ଖାତା
ପୋଷ୍ଟ ଅଫିସ ରେ ଏହି ଖାତା ଦେଶ ର କୌଣସି ବ୍ରାଞ୍ଚ ରେ ଖୋଲି ପାରିବେ I ଆପଣ 2 ଜଣ ମିଶିକି ମଧ୍ୟ ଏହି ଖାତା ଖୋଲି ପାରିବେ I
ଏହିପରି ମିଳିବ 21 ଲକ୍ଷ ଟଙ୍କା
ଯଦି ଆପଣ ଙ୍କ ର ବୟସ 25 ବର୍ଷ ହେଇଥିବ ଆପଣ ପ୍ରତୋକ ଦିନ 200 ଟଙ୍କା ର ସଂଚୟ ରେ 15 ବର୍ଷ ପରେ 21 ଲକ୍ଷ ଟଙ୍କା ର ସଂଚୟ କରିପାରିବେ I
କିପରି ହେବ ଫଣ୍ଡ
1.ଏହି ସ୍କିମ ଅନୁସାରେ ଆପଣ ଙ୍କୁ ପ୍ରତୋକ ଦିନ 200 ଟଙ୍କା ଦେବାକୁ ହେବ I ଏବଂ ମାସ କୁ 6000 ଟଙ୍କା ଦେବାକୁ ହେବ I ଯାହା ଦ୍ୱାରା ଆପଣ ବର୍ଷ କୁ 72000 ଟଙ୍କା ର ସଂଚୟ କରିପାରିବେ I
2.ଆପଣ ଙ୍କ ର 15 ବର୍ଷ ରେ ମୋଟ 10.80 ଲକ୍ଷ ଟଙ୍କା ର ସଂଚୟ ହେଇପାରିବ I
3.ଆପଣ ଙ୍କ ର PPF ରେ 8 ପ୍ରତିସଦ ବର୍ଷ କୁ କମ୍ପାଉଣ୍ଡ ଇଣ୍ଟେରଷ୍ଟ ଆପଣ ପାଇପାରିବେ I
4.ଯଦି ଆପଣ 15 ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କା ଆକାଉଣ୍ଟ ରେ ରଖିବେ ତେବେ 21 ଲକ୍ଷ ଟଙ୍କା ର ସଂଚୟ କରିପାରିବେ I
100 ଟଙ୍କା ଦେଇ ଖୋଲି ପାରିବେ ଆକାଉଣ୍ଟ
ଯଦି ଆପଣ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ 100 ଟଙ୍କା ଦେଇ ଆପଣ ଆକାଉଣ୍ଟ ଖୋଲିପାରିବେ I ଏବଂ ପ୍ରତି ମାସ ରେ 500 ଟଙ୍କା ଅତି କମ ରେ ନିବେଶ କରିବାକୁ ହେଇଥାଏ I ଏବଂ ଏକ ବର୍ଷ ରେ ଆପଣ ଏହିପରି 1.5 ଲକ୍ଷ ଅତି କମ ରେ ନିବେଶ କରିବାକୁ ହେବ I ଏହି ଆକାଉଣ୍ଟ ଆପଣ ନିଜ ପିଲା ଙ୍କ ନାମ ରେ ମଧ୍ୟ କରିପାରିବେ I