ଏମିତି ଡ୍ୟାନ୍ସ କରିଲେ Prakruti Mishra ଦେଖିଲେ ମୁଣ୍ଡ ଖରାପ ହେଇଯିବ, ଏମିତି ହଟ ଡ୍ୟାନ୍ସ ଆଗରୁ ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ଆପଣମାନେ ପ୍ରକୃତି ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ରଙ୍କ ହଟ୍ ଡାନ୍ସ ଭିଡିଓ ସାରା ଓଡ଼ିଶାରେ ବର୍ତ୍ତମାନ ସମୟରେ ଭାଇରାଲ୍ ହେବାରେ ଲାଗିଛି। ତେବେ ପ୍ରକୃତି ମିଶ୍ର ଏହି ଡାନ୍ସ କେଉଁ ଜାଗାରେ କରିଥିଲେ ଏବଂ ବର୍ତ୍ତମାନ ପ୍ରକୃତି ମିଶ୍ର କଣ କରୁଛନ୍ତି ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଓଲିଉଡର ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ବଲିଉଡ୍ ର ହିରୋଇନ୍ ହୋଇ ସାରିଛନ୍ତି ଏବଂ ପ୍ରକୃତି ମିଶ୍ର ବୋହୁତ ସାରା ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ପ୍ରକୃତି ମିଶ୍ରଙ୍କୁ ବଲିଉଡ୍ ରେ ସିରୀୟଲ୍ ଓ ସିନେମାରେ ଅଭିନୟ କରୁଥିବାର ନଜର ଆସୁଛନ୍ତି।

ତେବେ ଦର୍ଶକ ବନ୍ଧୁ ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ଗୋଟିଏ ଆଲବମ୍ ର ସୁଟିଂରେ ବ୍ୟସ୍ତ ରହିଛନ୍ତି ଯାହାକି ଆଗାମୀ ଦିନମାନଙ୍କରେ ବଲିଉଡରେ ରିଲିଜ୍ ହେବ ଆଉ ଏହି ଆଲବମ୍ ରେ ପ୍ରକୃତି ମିଶ୍ରଙ୍କ ହଟ୍ ଲକ୍ ଦେଖିବାକୁ ମିଳିଛି ଯାହାକି ଓଡ଼ିଶାରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ମୁମ୍ବାଇରେ ରହୁଛନ୍ତି ଆଉ ବଲିଉଡରେ କାମ କରୁଛନ୍ତି। ପ୍ରକୃତି ମିଶ୍ର ତାଙ୍କ ବାପା ମାଆଙ୍କର ଗୋଟିଏ ମାତ୍ର ଝିଅ ଅଟନ୍ତି ଏବଂ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ବୋହୁତ ସାରା ସିନେମା ଓ ଧାରାବାହିକରେ ଅଭିନୟ କରିସାରିଛନ୍ତି ଏବଂ ସାରା ଭାରତରୁ ଆଉ ନିଜ ଫ୍ୟାନ୍ ମାନଙ୍କ ଠାରୁ ଖୁବ୍ ସାରା ଭଲ ପାଇବା ମଧ୍ୟ ପାଇ ସାରିଲେଣି।

ତେବେ ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବାର ନଜର ଆସୁଛନ୍ତି। ଦର୍ଶକ ବନ୍ଧୁ ଆପଣମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।