ପ୍ରଥମଥର ସମ୍ବନ୍ଧ ରଖିବା ସମୟରେ କଣ ପାଇଁ କାନ୍ଦି ଥାନ୍ତି ଝିଅ ମାନେ… ଜାଣନ୍ତୁ ଏହା ପଛର କାରଣ

ଭାରତୀୟ ସମାଜ ଓ ସଂସ୍କୃତି ରେ ଝିଅ ଙ୍କ ର ସେକ୍ସ କୁ ନେଇ ମନ ରେ ଏକ ଡର ରହିଥାଏ I ଏବଂ ପ୍ରଥମ ଥର ସମ୍ଭୋଗ କୁ ନେଇ ମନ ରେ ଅନେକ ମିଥ୍ୟା ଯୋଡି ହେଇ ରହିଥାଏ I କିନ୍ତୁ ମନୋବିଜ୍ଞାନୀ ଙ୍କ କହିବା ଅନୁସାରେ ପ୍ରଥମଥର ସେକ୍ସ ସମୟ ରେ ଅଧିକ କଷ୍ଟ ଅନୁଭବ କରିଥାନ୍ତି ଯୁବତୀମାନେ I ଏହି ସମୟ ରେ ରକ୍ତସ୍ରାବ କୁ ନେଇ ମଧ୍ୟ ଅନେକ ମିଥ୍ୟା ଗୁଜବ ରହିଥାଏ I

ସମ୍ଭୋଗ ସମୟ ରେ କଣ ପାଁଇ କନ୍ଦେଇଥାନ୍ତି ଝିଅମାନେ
ଯୁବତୀମାନେ ଯେତେବେଳେ ପ୍ରଥମଥର ସେ-କ୍ସ କରିଥାନ୍ତି ତ ଯୌନାଙ୍ଗ ଅଧିକ ଟାଇଟ ରହିଥାଏ I ଯାହା ଦ୍ୱାରା ସେ-କ୍ସ ସମୟ ରେ ଯନ୍ତ୍ରଣା ଅନୁଭବ ହେଇଥାଏ I ଏବଂ ଏହି ସମୟ ରେ ରକ୍ତ ସ୍ରାବ ମଧ୍ୟ ହେଇଥାଏ |

ଯଦି କୌଣସି ଯୁବତୀ ପ୍ରଥମଥର ସେକ୍ସ କରୁଛନ୍ତି ତେବେ ହାଲ୍କା ଭାବ ରେ ସେକ୍ସ କରିବା ଉଚିତ I ପାର୍ଟନର ଙ୍କୁ ଏହି କଥା ର ବିଶେଷ ଧ୍ୟାନ ରଖିବା ଉଚିତ I

କିଛି ଯୁବତୀମାନେ ବିବାହ ପୂର୍ବ ରୁ ହିଁ ସମ୍ବନ୍ଧ ରଖିଥାନ୍ତି କିନ୍ତୁ ଆଉ କିଛି ଯୁବତୀ ବିବାହ ପରେ ସମ୍ବନ୍ଧ ରଖିବା ସମୟ ରେ ଯନ୍ତ୍ରଣା ଅନୁଭବ କରିଥାନ୍ତି I

ମହିଳାମାନେ ପ୍ରଥମଥର ସେକ୍ସ କରିବା ସମୟ ରେ ତାଙ୍କ ମାଂସପେଶୀ ରେ ଯନ୍ତ୍ରଣା ଅନୁଭବ ହେଇଥାଏ ଏବଂ ଏହା ତାଙ୍କ କାନ୍ଦିବା ର କାରଣ ହେଇଥାଏ I