ପ୍ରଥମ ଦେଖାରେ ହିଁ ଧୋନୀଙ୍କୁ ଏହି ଅଭିନେତ୍ରୀଙ୍କ ସହ ହେଇଯାଇଥିଲା ପ୍ରେମ, ଏହି କାରଣ ପାଇଁ ହୋଇପାରିଲା ନାହିଁ ବାହାଘର !

ଆପଣ ଠିକ ଶୁଣିଛନ୍ତି I ଆଜି ଆମେ ଆଲୋଚନା କରୁଛେ ଭାରତୀୟ କ୍ରିକେଟ ଟିମ ର ମୋଷ୍ଟ ହ୍ୟାଣ୍ଡସମ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଙ୍କ ବିଷୟ ରେ I ଏକ ସମୟ ରେ ଧୋନୀ ଙ୍କୁ ବଲିଉଡ ଅଭିନେତ୍ରୀ ଦୀପିକା ଙ୍କ ସହ ପ୍ରେମ ହେଇଯାଇଥିଲା I କିନ୍ତୁ ଏହି ପ୍ରେମ କାହାଣୀ ସଫଳ ହେଇ ନ ଥିଲା I ଏବଂ ଦୁହିଁଙ୍କୁ ଅଲଗା ହେବାକୁ ପଡିଥିଲା I

ଦୀପିକା ଏକ ଟେଲିଭିଜନ ବିଜ୍ଞାପନ କରିବା ସମୟ ରେ ଧୋନୀ ତାଙ୍କୁ ପ୍ରେମ କରିଥିଲେ
ଲୋକପ୍ରିୟ ବ୍ୟାଡ୍ମିଣ୍ଟନ ପାଦୁକୋଂନ ଙ୍କ ର ବଡ଼ ଝିଅ ଦୀପିକା ପିଲାଦିନ ରୁ ହିଁ ଖେଳ ପ୍ରତି ଆଗ୍ରହ ନ ରହି ଫିଲ୍ମ ଜଗତ ରେ ଆଗ୍ରହ ପ୍ରକାଶ କରିଥିଲେ I ଦୀପିକା ନିଜ ର କ୍ୟାରିୟର ର ଆରମ୍ଭ ମଡେଲିଂ ରୁ କରିଥିଲେ ସେ ଯେତେବେଳେ 17 ବର୍ଷ ବୟସ ର ଥିଲେ ଦୀପିକା ଟେଲିଭିଜନ ଲିରୀଲ ସାବୁନ ର ଏକ ବିଜ୍ଞାପନ କରିଥିଲେ I ଏହି ବିଜ୍ଞାପନ ରେ ପ୍ରଥମ ଥର ଧୋନୀ , ଦୀପିକା ଙ୍କୁ ଦେଖି ପ୍ରେମ କରିଥିଲେ I ଏହା ପରେ ଦୀପିକା 2006 ମସିହା ରେ ଦୀପିକା କିଙ୍ଗଫିସର ର ବ୍ରାଂଡ଼ ଆମ୍ବାସଡର ରୂପେ ମଧ୍ୟ କାମ କରିଥିଲେ I ଏହା ପରେ 2009 ମସିହା ରେ ଆସିଥିବା ଫିଲ୍ମ ଓମ ଶାନ୍ତି ଓମ ରେ ଶାନ୍ତିପ୍ରିୟ ରୂପେ ନଜର ଆସିଥିଲେ ଦୀପିକା I 2013 ମସିହା ରେ ଇମ୍ତିୟଜ ଅଲି ଙ୍କ ର ଆସିଥିବା ଫିଲ୍ମ ଲଭ ଆଜକଲ ଫିଲ୍ମ ରେ ଦୀପିକା ସୁପର ହିଟ ହେଇଥିଲେ I

ଏହି କାରଣ ରୁ ସମ୍ପର୍କ ଭାଙ୍ଗିଯାଇଥିଲା
ପ୍ରଥମ ନଜର ରେ ହିଁ ଦିପିକା ଙ୍କୁ ଦେଖି ଧୋନୀ ପ୍ରେମ କରି ବସିଥିଲେ I କ୍ରିକେଟ ଟିମ ର କ୍ୟାପଟେନ ହେବା ପରେ ଧୋନୀ ଓ ଦୀପିକା ଙ୍କ ମଧ୍ୟ ରେ ନିକଟତର ବୃଦ୍ଧି ହେଇଥିଲା I ଏବଂ ଧୋନୀ , ଦୀପିକା ଙ୍କୁ ପ୍ରପୋଜ ମଧ୍ୟ କରିଥିଲେ I କିନ୍ତୁ ଧୋନୀ ଓ ଦୀପିକା ଙ୍କ ର ସମ୍ପର୍କ ଭାଙ୍ଗିବା ର ମୁଖ୍ୟ କାରଣ ହେଉଛନ୍ତି ଯୁବରାଜ ସିଂ I ଏବଂ କାରଣ ରୁ ମିଡ଼ିଆ ରେ ମଧ୍ୟ ଏହି ଘଟଣା ବେଶ ଚର୍ଚା ରେ ରହିଛି I