ପ୍ରଥମ ଦେଖାରେ ହିଁ ସଲମାନ ଖାନ ଙ୍କର ଭାଉଜଙ୍କ ଉପରେ ଫିଦା ହେଇଯାଇ ଥିଲେ ଏହି ଅଭିନେତା, ଆଉ ତାପରେ

ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ପ୍ରେମ କାହାଣୀ ର ଚର୍ଚା ହେଇଥାଏ I ବାସ୍ତବ ଜୀବନ ରେ ମଧ୍ୟ ଏହି କଳାକାର ମାନେ ପରସ୍ପର କୁ ପ୍ରେମ କରିବା ର ଦେଖିବାକୁ ମିଳିଥାଏ I ଏହି ବଲିଉଡ ଇଣ୍ଡଷ୍ଟ୍ରି ରେ ଏପରି ଅନେକ କପୁଲ ଅଛନ୍ତି ଯେଉଁମାନେ ପରସ୍ପର କୁ ପ୍ରେମ କରିବସିଥାନ୍ତି I ଏହି ପରି ଆଜି ଆମେ ଆଲୋଚନା କରିବା ଆଶୁତୋଷ ରାଣ ଙ୍କ ର ବିଷୟ ରେ ଯିଏ କି ଫିଲ୍ମ ଦୁଃଷମନ ଓ ସଂଘର୍ଷ ପରି ଫିଲ୍ମ ରେ ଅଭିନୟ କରିଛନ୍ତି I ଆଶୁତୋଷ ରଣା ପ୍ରଥମ ଦେଖା ରେ ହିଁ ସଲ୍ମାନ ଙ୍କ ର ଭାଉଜ ଙ୍କୁ ପ୍ରେମ କରିଛନ୍ତି I

ଟେଲିଭିଜନ ରୁ ବଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଯିବା ତାଙ୍କ କ୍ୟାରିୟର ରେ ଏକ ବଡ଼ ପଦକ୍ଷପ ଥିଲା I ଆଶୁତୋଷ ଙ୍କ ର ଅଭିନୟ କୁ ସବୁ ଲୋକେ ମଧ୍ୟ ବେଶ ଅଧିକ ପସନ୍ଦ କରିଥାନ୍ତି I ଅନେକ ବଡ଼ ବଡ଼ ହିରୋ ମଧ୍ୟ ତାଙ୍କ ଅଭିନୟ ଆଗ ରେ ହାର ମାନିଥାନ୍ତି I ଜଣେ ସୁନ୍ଦରୀ ଙ୍କୁ ପ୍ରେମ କରିବା ସହ ତାଙ୍କୁ ସେ ବିବାହ ମଧ୍ୟ କରିଥିଲେ I ଏହି ସୁନ୍ଦରୀ ସଲ୍ମାନ ଙ୍କ ର ଭାଉଜ ଙ୍କ ର ପରିଚୟ ରେ ପରିଚିତ ଅଟନ୍ତି I

ପ୍ରଥମ ଦେଖା ରେ ପ୍ରେମ
ଏକ ଇଣ୍ଟରଭିୟୁ ରେ ଆଶୁତୋଷ ନିଜ ର ପ୍ରେମ କାହାଣୀ ପରିପ୍ରକାଶ କରିଛନ୍ତି I ସେ ପ୍ରଥମ ଥର ଯେତେବେଳେ ରେଣୁକା ଙ୍କୁ ଦେଖିଥିଲେ ତ ତାଙ୍କୁ ପ୍ରେମ କରିବସିଥିଲେ I ଉଭୟ ଙ୍କ ର ପ୍ରେମ କାହାଣୀ ପ୍ରଥମ ଦେଖା ରୁ ହିଁ ଆରମ୍ଭ ହେଇଚି I ଆଶୁତୋଷ ଓ ରେଣୁକା ସହନେ ଫିଲ୍ମ ମାମଲା ରେ ପରସ୍ପର କୁ ସାକ୍ଷ୍ୟାତ କରିଥିଲେ I ଏବଂ ଏହି ସାକ୍ଷ୍ୟାତ ପ୍ରେମ ରେ ବଦଳିଯାଇଥିଲା I

ମନ ରେ ସୁନିଶ୍ଚିତ କରିଥିଲେ ଏହି କଥା
ଇଣ୍ଟରଭିୟୁ ରେ ଆଶୁତୋଷ କହିଥିଲେ କି ରେଣୁକା ଙ୍କୁ ସେ ଯେତେବେଳେ ପ୍ରଥମେ ଦେଖିଥିଲେ ତ ପସନ୍ଦ କରିବସିଥିଲେ I ଏବଂ ସେହି ନିଷ୍ପତି ନେଇଥିଲେ କି ତାଙ୍କୁ ହିଁ ପ୍ରେମ କରି ବିବାହ କରିବେ I ରେଣୁକା ମଧ୍ୟ ତାଙ୍କ ପୂର୍ବ ପତି ଙ୍କ ଠାରୁ ଛାଡପତ୍ର ନେଇଯାଇଥିଲେ I ଏବଂ ପ୍ରଥମ ଥର ଫୋନ କରି ରେଣୁକା ଙ୍କୁ ସେ କବିତା ଶୁଣାଇଥିଲେ I ଏବଂ ସେହିଠାରେ ହିଁ ତାଙ୍କ ପ୍ରେମ ର ପରିଭାଷା କୁ ପରିପ୍ରକାଶ କରିଥିଲେ I

ସଲ୍ମାନ ଙ୍କ ର ଭାଉଜ ରୂପେ ପରିଚିତ
ରେଣୁକା ସହନେ ଫିଲ୍ମ ହମ ଆପକେ ହେ କୁଁ ରେ ସଲ୍ମାନ ଙ୍କ ର ଭାଉଜ ଭୂମିକା ରେ ଅଭିନୟ କରିଥିଲେ I ଏହି କାରଣ ରୁ ଲୋକେ ତାଙ୍କୁ ସଲ୍ମାନ ଙ୍କ ର ଭାଉଜ ରୂପେ ଜାଣିଛନ୍ତି I ରେଣୁକା ଙ୍କ ର ଅଭିନୟ କୁ ମଧ୍ୟ ଦର୍ଶକେ ବେଶ ଅଧିକ ପସନ୍ଦ କରିଥାନ୍ତି I