ପ୍ରଥମ ଥର ପାଁଇ ଦେଖିବାକୁ ମିଳିଲା ଯୁବରାଜ ଙ୍କର ରାଗ ଓ କହିଲେ ‘ଏହି ଖେଳାଳିଙ୍କ ପାଇଁ ମୋ କ୍ୟାରିଅର ସାରି ଗଲା ….

କ୍ରିକେଟ ଦୁନିଆ ରେ ଏପରି ଅନେକ ଖେଳାଳି ଅଛନ୍ତି ଯାହା ଙ୍କ ର ଭଲ ଖେଳପ୍ରଦର୍ଶନ ଥାଇ ମଧ୍ୟ ଲୋକେ ତାଙ୍କୁ ଅଣଦେଖା କରିଥାନ୍ତି | ଏହି ଖେଳାଳି ଙ୍କ ମଧ୍ୟ ରୁ ଜଣେ ହେଉଛନ୍ତି ଯୁବରାଜ ସିଂ | ସେ ନିଜ ର ଆକ୍ରମକ ଖେଳ କାରଣ ରୁ ବିରୋଧୀ ଦଳ ଭୟଭୀତ କରିବା ତ ସ୍ୱାଭାବିକ କଥା | କିନ୍ତୁ ଯୁବରାଜ ଙ୍କ ର କ୍ୟାରିୟର ଶେଷ ହେବା ପଛ ରେ କିଛି ବିଶେଷ କାରଣ ରହିଛି |

2011 ର ବିଶ୍ୱକପ ରେ ଭାରତୀୟ କ୍ରିକେଟ ଦଳ ଭଲ ଖେଳ ପ୍ରଦର୍ଶନ କରି ଭାରତୀୟ ଦଳ କୁ ବିଶ୍ୱକପ ରେ ଜିତାଇଛନ୍ତି | ଏହା ପରେ ସେ କ୍ୟାନ୍ସର ପରି ବଡ଼ ରୋଗ ର ବି ଶିକାର ହେଇଛନ୍ତି | ସେହି ସମୟ ରେ ଏକ ମ୍ୟାଚ ରେ ତାଙ୍କ ର ରକ୍ତ ବାନ୍ତି ହେଇଥିଲା ଏବଂ ଏହା ସତ୍ୱେ ବି ଭଲ ଖେଳ ପ୍ରଦର୍ଶନ କରି ଦଳ କୁ ଜିତିଛନ୍ତି ଏବଂ ତାଙ୍କ ର ଖେଳ ପାଁଇ ସେ ମ୍ୟାନ ଅଫ ଦି ମ୍ୟାଚ ରେ ପ୍ରସ୍କ୍ରୁତି ହେଇଥିଲେ | ତେବେ ଏହା ର କିଛି ବର୍ଷ ପରେ ଯୁବରାଜ ଙ୍କ ର ଖେଳ ପ୍ରଦର୍ଶନ ନିରାଶଜଣକ ରହିଛି |

ଯୁବରାଜ ନିଜ ଯିବନି ସମ୍ବନ୍ଧିତ କିଛି ଏପରି କଥା କହିଛନ୍ତି ଯାହା ହୁଏତ ଆପଣ ଜାଣି ନ ଥିବେ | ଯୁବରାଜ ଙ୍କ କହିବା ଅନୁସାରେ ସେ ନିଜ କ୍ରିକେଟ କ୍ୟାରିୟର ରେ କେବେ ହାର ମାନିବା ଶିଖି ନାହାନ୍ତି | ସେ ଯେଉଁ ଜିନିଷ କୁ ଯେତିକି ନିୟନ୍ତ୍ରଣ କରିବା କଥା କରି ଖେଳ ରେ ବିଜୟ ହେବାକୁ ସର୍ବଦା ଚେଷ୍ଟା କରିଥାନ୍ତି | କିନ୍ତୁ କ୍ୟାନ୍ସର ରୋଗ ପରେ ତାଙ୍କ ର କ୍ରିକେଟ କ୍ୟାରିୟର ପ୍ରାୟ ସମାପ୍ତ ହେଇଯାଇଛି କହିଲେ ଚଳେ | କିନ୍ତୁ ରୋଗ ମୁକ୍ତ ହେଇ ଯେତେବେଳେ ସେ ଦଳ କୁ ଫେରିଥିଲେ ତେବେ ଭାବିଥିଲେ କି ବିଶ୍ୱକପ ପର୍ଯ୍ୟନ୍ତ ସେ ଦଳ ରେ ଖେଳିବେ ବୋଲି କିନ୍ତୁ ଏପରି ହେଇ ନ ଥିଲା | ଏବଂ ପରେ ପରେ ସେ ଶେଷରେ କ୍ରିକେଟରୁ ସନ୍ୟାସ ନେଇ ଯାଇଥିଲେ | ଏପରି ଭଲ କ୍ରିକେଟର ଙ୍କର ଏପରି ବିଦାୟ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଦୁଃଖ ପହଞ୍ଚାଇ ଥିଲା | ଆପଣଙ୍କୁ କଣ ଲାଗୁଚି ଯୁବରାଜଙ୍କୁ ଆଉ ସୁଯୋଗ ଦେବା ଉଚିତ ଥିଲା କି ନାହିଁ କମେଣ୍ଟ ମାଧ୍ୟମରେ ଆମକୁ ଜାଣନ୍ତୁ |