ଆମ ଦେଶ ରେ ଲୋକେ କ୍ରିକେଟ ଖେଳ କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି I ପ୍ରତୋକ ଖେଳ ମଧ୍ୟ ରେ କେବଳ କ୍ରିକେଟ କୁ ହିଁ ଲୋକେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି I ଏବଂ ଏହି ଖେଳ ରେ କ୍ରିକେଟ ପ୍ରେମୀ ଙ୍କ ର ସଂଖ୍ୟା ବି ଖୁବ ଅଧିକ ଅଟେ I ତେବେ ଭାରତୀୟ ଖେଳ ରେ ଅନେକ ସୁନ୍ଦର ଖେଳ ପ୍ରଦର୍ଶନ କରୁଥିବା ଖେଳାଳି ବି ଅଛନ୍ତି ସେଥିମଧ୍ୟ ରେ ପଠାନ ବ୍ରଦର୍ସ ହେଉଛନ୍ତି ଅନ୍ୟତମ I ଆଜିକା ସମୟ ରେ ପ୍ରତୋକ କ୍ରିକେଟ ପ୍ରେମୀ ତାଙ୍କ ଖେଳ ପ୍ରଦର୍ଶନ କୁ ବେଶ ଅଧିକ ପସନ୍ଦ କରିଥାନ୍ତି I
ସେହିପରି ୟୁସୁଫ ପଠାନ ବି ନିଜ ର ସୁନ୍ଦର ବ୍ୟାଟିଂ ରେ ଦର୍ଶକ ଙ୍କ ର ଆକର୍ଷଣ ର କେନ୍ଦ୍ର ପାଲଟିଥାନ୍ତି I ବର୍ତମାନ ଇରଫାନ ପଠାନ ଆଇପିଏଲ ରେ କେବଳ କମେଣ୍ଟଟ୍ରି କରିବା ର ହିଁ ଦେଖିବାକୁ ମିଳିଛି I ଏବଂ ୟୁସୁଫ ପଠାନ ଆଇପିଏଲ ରେ ଖେଳିଥାନ୍ତି I
ଏକ ସମୟ ରେ ଭାରତ ର ଜଣେ ଅଲ୍ରାଉଣ୍ଡର ଖେଳାଳି ଭାବ ରେ ଖୁବ ଲୋକପ୍ରିୟତା ପାଇଥିଲେ ଇରଫାନ ପଠାନ I ସେ ନିଜ ର ସୁନ୍ଦର ବ୍ୟାଟିଂ ରେ ଅନେକ ସମୟ ରେ ଭାରତୀୟ ଦଳ କୁ ଜିତିଛନ୍ତି I ଅନେକ ମ୍ୟାଚ ରେ ସେ ଓପନିଂ ବି କରିଥାନ୍ତି I ତେବେ ଆଜିକା ସମୟ ରେ ସେ କ୍ରିକେଟ ରୁ ସନ୍ୟାସ ନେଇସାରିଛନ୍ତି ଏବଂ 2016 ରେ ବିବାହ କରିଥିଲେ I ଉଭୟ 2014 ରୃ ହିଁ ପ୍ରେମ ସମ୍ବନ୍ଧ ରେ ଥିଲେ I
ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଇରଫାନ ପଠାନ ଙ୍କ ର ପତ୍ନୀ କୌଣସି ସାଧାରଣ ମହିଳା ନୁହନ୍ତି ସେ ଜଣେ ସଫଳ ମଡେଲ ଅଟନ୍ତି I କିନ୍ତୁ କ୍ୟାମେରା ସମୁଖ ରେ ସର୍ବଦା ବୁର୍ଖା ପିଂଧିକି ହିଁ ନଜର ଆସିଥାନ୍ତି I
ଇରଫାନ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ହେଉଛି ସଫା I ସଫା , ଇରଫାନ ଙ୍କୁ ବିବାହ କରିବା ପୂର୍ବ ରୁ ଜଣେ ଲୋକପ୍ରିୟ ମଡେଲ ଥିଲେ I ଏବଂ ଏହି ବିବାହ ଖୁବ ସାଧାରଣ ବିବାହ ପରି ହେଇଥିଲା I
ଏହା ତ ଆପଣ ଜାଣିଥିବେ ମୁସଲିମ ଧର୍ମ ରେ ପତ୍ନୀ ଙ୍କ ର ଚେହେରା ଦେଖା ଯାଇ ନ ଥାଏ I କିନ୍ତୁ ସମୟ ସୁଯୋଗ ଦେଖି ନିଜ ସୁନ୍ଦର ପତ୍ନୀ ଙ୍କ ର ଫୋଟୋ ଇରଫାନ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି I ଏବଂ ଏହି ଫୋଟୋ ଗୁଡିକ ଆଜିକାଲି ବେଶ ଭାଇରଲ ହେବାରେ ଲାଗିଛି I
ଆକ୍ରମକ ଖେଳାଳି ୟୁସୁଫ ପଠାନ ଙ୍କୁ ଲୋକେ ଖୁବ ଶାନ୍ତ ଖେଳାଳି ବୋଲି ମାନିଥାନ୍ତି I ଫିଲଡ ରେ ସେ କିନ୍ତୁ ଖୁବ ଆକ୍ଟିଭ ରହିଥାନ୍ତି I ଏବଂ ଅଧିକାଂଶ ସମୟ ରେ ସେ ନିଜ ପତ୍ନୀ ଙ୍କ ସହ ବି ଦେଖିବାକୁ ମିଳିଥାନ୍ତି I
ତେବେ ଏହି ଦୁଇ କ୍ରିକେଟର ଙ୍କ ର ପତ୍ନୀ ଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ସେହିପରି ୟୁସୁଫ 2014 ରେ ମୁମ୍ବାଇ ରେ ରହୁଥିବା ଆୟେସା ଙ୍କୁ ବିବାହ କରିଥିଲେ I