ବଲିଉଡ ରେ କେଉଁ ଯୋଡି ଦର୍ଶକ ଙ୍କୁ ପସନ୍ଦ ଆସିଥାଏ ଏହା କହିବା ସମ୍ଭବ ହେଇ ନ ଥାଏ I 80-90 ଦଶକ ରେ ଅନେକ ହିଟ ଯୋଡି ଥିଲେ I ବଲିଉଡ ରେ କେତେବେଳେ କେଉଁ ଯୋଡି ନୂଆ ହେଇଥାଏ ତ କେଉଁ ଯୋଡି ଭାଙ୍ଗିଥାଏ I ତେବେ ଆଜି ଆମେ ଆଲୋଚନା କରୁଛେ ସଲ୍ମାନ ଓ ଭାଗ୍ୟଶ୍ରୀ ଙ୍କ ର ଯୋଡି ବିଷୟ ରେ , ଏହା ପ୍ରତୋକ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥିଲା I
1989 ରେ ଆସିଥିବା ଫିଲ୍ମ ମେନେ ପ୍ୟାର କିୟା ରେ ସଲ୍ମାନ ଓ ଭାଗ୍ୟଶ୍ରୀ ଙ୍କ ର ଯୋଡି ସୁପର ହିଟ ହେଇଥିଲା I ଏହି ଯୋଡି ରାତା ରାତି ଫେମସ ହେଇଥିଲା I ଆଜି ମଧ୍ୟ ତାଙ୍କ ଫିଲ୍ମ କୁ ଦେଖି ଲୋକେ ପ୍ରଶଂସା କରିଥାନ୍ତି I ବର୍ତମାନ କିନ୍ତୁ ବଲିଉଡ ରେ ଭାଗ୍ୟଶ୍ରୀ ଙ୍କ ର ଝିଅ ଏଣ୍ଟ୍ରି କରିଲେଣି I
ଭାଗ୍ୟଶ୍ରୀ ଙ୍କ ର ଝିଅ କୁ ଲଞ୍ଚ କରିଛନ୍ତି ସଲ୍ମାନ
ମିଡ଼ିଆ ରିପୋର୍ଟ ମୁତାବିକ ଭାଗ୍ୟଶ୍ରୀ ସଲ୍ମାନ ଙ୍କ ର ସହ ସର୍ବଦା ସମ୍ପର୍କ ରେ ରହିଥାନ୍ତି ଏବଂ ତାଙ୍କ ଝିଅ କୁ ଏହି କାରଣ ରୁ ସଲାମନ ଲଞ୍ଚ କରିବାକୁ ଯାଉଛନ୍ତି I ସଲ୍ମାନ ଭାଗ୍ୟଶ୍ରୀ ଙ୍କ ର ବହୁତ ଭଲ ସାଙ୍ଗ ଅଟନ୍ତି I ତେଣୁ ସଲ୍ମାନ ତାଙ୍କ ସାଙ୍ଗ ଙ୍କ ଇଚ୍ଛା ମଧ୍ୟ ପୁରା କରିଛନ୍ତି I
ଦେଖିବାକୁ ଖୁବ ସୁନ୍ଦର ଭାଗ୍ୟଶ୍ରୀ ଙ୍କ ର ଝିଅ
ଭାଗ୍ୟଶ୍ରୀ ଙ୍କ ର ଝିଅ ଙ୍କ ର ନାମ ଅବଂତିକା ଅଟେ I ବର୍ତମାନ ସେ ବଡ଼ ହେଇଗଲେଣି ଏବଂ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି I ନିଜ ସୁନ୍ଦରତା ରେ ଅବଂତିକା ସମସ୍ତ ଙ୍କ ର ପ୍ରିୟ ହେଇପାରିଛନ୍ତି I ମିଡ଼ିଆ ରିପୋର୍ଟ ମୁତାବିକ ଭାଗ୍ୟଶ୍ରୀ ଙ୍କ ର ଝିଅ ଙ୍କ ସୁନ୍ଦରତା ଆଗ ରେ ବଡ଼ ବଡ଼ ଅଭିନେତ୍ରୀ ମାନେ ମଧ୍ୟ ଫେଲ ମାରିବେ I
ଖୁବ ଶୀଘ୍ର ଡେବ୍ୟୁ କରିବେ ଅବଂତିକା
ଭାଗ୍ୟଶ୍ରୀ ଙ୍କ ର ଝିଅ ଅବଂତିକା ଖୁବ ଶୀଘ୍ର ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି I ଭାଗ୍ୟଶ୍ରୀ ତାଙ୍କ କ୍ୟାରିୟର ରେ ସେପରି ସଫଳ ଅଭିନେତ୍ରୀ ହେଇପାରି ନ ଥିଲେ I ତେଣୁ ସେ ଚାହୁଁଛନ୍ତି ତାଙ୍କ ଝିଅ ଅବଂତିକା କିପରି ତାଙ୍କ ଜୀବନ ରେ ସଫଳତା ର ଶୀର୍ଷ ରେ ପଦାର୍ପଣ କରନ୍ତୁ ଏବଂ ଏହି କାରଣ ରୁ ସେ ସଲ୍ମାନ ଙ୍କ ର ସହାୟତା ମାଗିଛନ୍ତି I ଏବଂ ସଲ୍ମାନ ଅନ୍ୟ ଅଭିନେତ୍ରୀ ଙ୍କ ପରି ଅବଂତିକା ଙ୍କୁ ମଧ୍ୟ ତାଙ୍କ କ୍ୟାରିୟର ରେ ସଫଳତା ଙ୍କ ର ଏହି ଆଶା ରହିଛି I