ନିଜେ ନିଜର ଚମକୁଥିବା କ୍ୟାରିୟରକୁ କରିଦେଲେ ବରବାଦ, ଏବେ କହୁଛନ୍ତି ଧୋନି କରିଦେଲେ କ୍ୟାରିଅର ଖରାପ, ଖେଳାଳିଙ୍କ ନା ଶୁଣି ବିଶ୍ଵାସ ହେବ ନାହିଁ

ମହେନ୍ଦ୍ର ସିଂ ଧୋନି ଜଣେ ଲୋକପ୍ରିୟ କ୍ରିକେଟର ଅଟନ୍ତି I ସେ ଅନ୍ତରାଷ୍ଟ୍ରୀୟ ଟିମ ର ଜଣେ ବରିଷ୍ଠ ଖେଳାଳି ମଧ୍ୟ ଅଟନ୍ତି I 2007 ରୁ 2016 ମଧ୍ୟ ରେ ଓ 2008 ରୁ 2014 ମଧ୍ୟ ରେ ଟେଷ୍ଟ କ୍ରିକେଟ ରେ ସୀମିତ ଓଭର ରେ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ଥିଲେ I 2007 ର ICC ବିଶ୍ୱ ଟି 20 ଜିତିଥିଲେ I 2010 ଓ 2016 ଏସୀୟ କପ , 2011 ICC କ୍ରିକେଟ ବିଶ୍ୱକପ ଓ 2013 ICC ଚମ୍ପିୟାନ ଟ୍ରଫି I ODI ରେ ମଧ୍ୟ ଧୋନି ସବୁଠାରୁ ଅଧିକ ରନ କରିଥିଲେ I ଧୋନି ତାଙ୍କ କ୍ୟାରିୟର ରେ 10,000 ରୁ ଅଧିକ ରନ କରିଛନ୍ତି I

କ୍ରିକେଟ ଜଗତ ରେ ଅନେକ କ୍ରିକେଟର ଆସିଥାନ୍ତି କିଛି ଲୋକପ୍ରିୟତା ହାସିଲ କରିଥାନ୍ତି ତ କିଛି ଅପରିଚିତ ପରି ରହିଯାଇଥାନ୍ତି I ତେବେ ଆଜି ଆମେ ଜଣେ ଏପରି ଭାରତୀୟ କ୍ରିକେଟର ଙ୍କ ର ବିଷୟ ରେ କହିବା କୁ ଯାଉଛୁ ଯିଏ କି ନିଜେ ନିଜ ର କ୍ୟାରିୟର ଖରାପ କରିଥିଲେ ଏବଂ ଆରୋପ ଦେଇଥିଲେ ଧୋନି ଙ୍କୁ I

ଆଜି ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ସେ ଭାରତୀୟ ଟିମ ର ଆକ୍ରମକ ଖେଳାଳି ଇରଫାନ ପଠାନ ଅଟନ୍ତି I ଇରଫାନ ଭାରତୀୟ ଟେଷ୍ଟ ଟି 20 ଓ ୱାନଡେ ଆଦି ରେ ମୋଟ 195 ମ୍ୟାଚ ଖେଳିଥିଲେ I ଏବଂ ଇରଫାନ ମୋଟ 2841 ରନ କରିଥିଲେ ଓ 301 ଵିକେଟ ନେଇଥିଲେ I

ଇରଫାନ ନିଜ ର କ୍ୟାରିୟର ଆରମ୍ଭ ରୁ ଜଣେ ଭଲ ବୋଲର ଥିଲେ ଏବଂ ଧୀରେ ଧୀରେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ହେଇଥିଲେ I ଧୀରେ ଧୀରେ ସେ ନିଜ କ୍ୟାରିୟର ରେ ବ୍ୟାଟିଂ କୁ ଅଧିକ ଗୁରୁତ୍ୱ ଦେଇଥିଲେ I

କିନ୍ତୁ ବର୍ତମାନ ଇରଫାନ ପଠାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ସନ୍ୟାସ ନେଇଥିଲେ କିନ୍ତୁ ଏହି ବାବଦ ରେ ସେ ଧୋନି ଙ୍କୁ ହିଁ ଆରୋପ ଦେଇଥିଲେ I ସେ କହିଥିଲେ ଧୋନି ମୋତେ ଟିମ ରୁ ବାହାର କରିଛନ୍ତି I

Share Your Comments Below