ପ୍ରଥମ ଥର ପାଁଇ ସାମ୍ନାକୁ ଆସିଲା ହନି ସିଂଙ୍କ ପତ୍ନୀଙ୍କ ଫୋଟୋ; ଏତେ ସୁନ୍ଦର କି ଥରେ ଦେଖିଲେ ହୋଇଯିବେ ଦିୱାନା

ଆପଣ ତ ବେଶ ଭଲ ଭାବରେ ୟୋ ୟୋ ହନି ସିଂ ଙ୍କୁ ତ ଜାଣିଥିବେ I ହନି ସିଂ ଙ୍କୁ ଭାରତରେ ଜଣେ ଲୋକପ୍ରିୟ ଗୀତିକାର ଭାବରେ ଲୋକେ ଜାଣିଛନ୍ତି I ଆପଣ ଜାଣି ଆଶ୍ଚଯ୍ୟ ହେବେ କି ତାଙ୍କର ଟ୍ୱିଟର ରେ 4 ମିଲିୟନ ଫୋଲର ଅଛନ୍ତି ଏବଂ ଫେସବୂକ ରେ 30 ମିଲିୟନ ରୁ ଅଧିକ ଫୋଲର ରହିଛନ୍ତି I

କିନ୍ତୁ ଆଜି ଆମେ ଆପଣ ଙ୍କୁ ହନି ସିଂ ପତ୍ନୀ ଙ୍କ ର କିଛି ଫୋଟୋ ଦେଖେଇ ବୁ କି ବୋଧ ହୁଅ ଆପଣ ଦେଖିନଥିବେ I

ଆପଣଙ୍କୁ ଅବଗତ କରାଇଦେଉଚୁ କି ହନି ସିଂ ଙ୍କ ଜନ୍ମ 15 ମାର୍ଚ୍ଚ 1983 ରେ ପଞ୍ଜାବ ର ହୋଶିୟାରପୁର ରେ ହେଇଥିଲା I ସେ ତାଙ୍କ ପିଲା ବେଳ ର ଜଣେ ବନ୍ଧୁ ଙ୍କୁ ପ୍ରେମ କରି ବିବାହ କରିଥିଲେ I ହନି ସିଂ ଏକ ଟିଭି ସୋ ରେ ନିଜ ପତ୍ନୀ ଙ୍କୁ ସମସ୍ତଙ୍କୁ ଭେଟ କରାଇଥିଲେ I ଦୁଇଜଣ ମଧ୍ୟ ସେ ସୋ ରେ ବହୁତ ଭଲ ଦେଖା ଯାଉଥିଲେ I ଏବଂ ଦୁହିଁକୁ କେମେଷ୍ଟ୍ରି ଦେଖି ଅନୁମାନ କରିହେଉଥିଲା କି ଦୁହେଁ ଦୁହିଁଙ୍କୁ କେତେ ଭଲ ପାନ୍ତି I

ତାଙ୍କ ପତ୍ନୀ ଙ୍କ ନା ହେଉଛି ଶାଳିନୀ ଓ ସେ ବଲିଉଡ ର ଅଭିନେତ୍ରୀ ଙ୍କ ଠାରୁ ସୁନ୍ଦରରେ କିଛି କାମ ନୁହନ୍ତି I ଶାଳିନୀ ଙ୍କ ପୁରା ନାମ ଶାଳିନୀ ତଲଵାର ସିଂ ଅଟେ I ଆଜି ଆମେ ଆପଣ ଙ୍କୁ ହନି ସିଂ ଙ୍କ ପତ୍ନୀ ଙ୍କ କିଛି ଫୋଟୋ ଦେଖେଇବାକୁ ଯାଉଛୁ I ଯାହାକୁ କି ଆପଣ ଦେଖି ତାଙ୍କ ଦିୱାନ ହେଇଯିବେ I

ହନି ସିଂ ଆଜିକା ସମୟରେ ଅନେକ ଗୀତ ଗାଇଛନ୍ତି ଓ ଲୋକଲୋଚନାରେ ବେଶ ଆଦୃତ ମଧ୍ୟ ହେଇଛନ୍ତି କିନ୍ତୁ ଗୋଟେ ସମୟ ଥିଲେ କି ସେ ଲୋକଲୋଚନରୁ ସମ୍ପୂର୍ଣ ଦୁରେଇ ଯାଇଥିଲେ କାରଣ ସେ ସମୟରେ ସେ ନିଶା ର ଅଭ୍ୟସ୍ତ ହେଇଯାଇଥିଲେ I ଏବଂ ଏହି କାରଣ ରୁ ବିଦେଶ ଯାଇ ଚିକିସହିତ ମଧ୍ୟ ହେଇଥିଲେ I