ଆଜି ଆମେ ଟିମ ଇଣ୍ଡିଆ ର କିଛି ବରିଷ୍ଟ ଖେଳାଳି ଙ୍କ ବିଷୟ ରେ ଆଲୋଚନା କରିବା I ଏହି ପରି କିଛି କ୍ରିକେଟର ଯେଉଁମାନେ ବିବାହିତ ମହିଳା ଙ୍କ ର ପ୍ରେମ ରେ ପଡିଯାଇଥିଲେ I
1.ଅନିଲ କୁମ୍ବଲେ
ଅନିଲ କୁମଲେ ଭାରତୀୟ କ୍ରିକେଟ ଟିମ ର ପୂର୍ବ ସ୍ପିନର ଅଟନ୍ତି I ତାଙ୍କୁ ଏକ ବିବାହିତ ମହିଳା ଙ୍କ ସହ ପ୍ରେମ ହେଇଚି I ଅନିଲ କୁମଲେ ଙ୍କ ର ବିବାହ ଚେତନା ଙ୍କ ସହ ହେଇଚି I ଚେତନା ଙ୍କ ର ଏହା ଥିଲା ଦ୍ୱିତୀୟ ବିବାହ I ପ୍ରେମ ସମ୍ବନ୍ଧ କୁ ନେଇ ଦୁହେଁ ପରସ୍ପର କୁ ବିବାହ କରିଥିଲେ I
2.ଭେଙ୍କେଟେଶ୍ୱର ପ୍ରସାଦ
ଭେଙ୍କେଟେଶ୍ୱର ପ୍ରସାଦ ମଧ୍ୟ ଭାରତୀୟ କ୍ରିକେଟ ଟିମ ରେ ରହି ସାରିଛନ୍ତି I କ୍ରିକେଟ ଟିମ ରେ ଭେଙ୍କେଟେଶ୍ୱର ପ୍ରସାଦ ଙ୍କର ବେଶ ଭଲ ଖେଳ ପ୍ରଦର୍ଶନ ଦେଖିବା କୁ ମିଳିଥାଏ I ଭେଙ୍କେଟେଶ୍ୱର ପ୍ରସାଦ ଙ୍କ ର ବିବାହ ଜୟନ୍ତୀ ଙ୍କ ସହ ହେଇଚି I ଜୟନ୍ତୀ ବୟସ ରେ ଭେଙ୍କେଟେଶ୍ୱର ପ୍ରସାଦ ଙ୍କ ଠାରୁ 9 ବର୍ଷ ବଡ଼ ଅଟନ୍ତି I ଜୟନ୍ତୀ ଙ୍କ ର ଏହା ଥିଲା ଦ୍ୱିତୀୟ ବିବାହ I
3.ମୁରଲୀ ବିଜୟ
ମୁରଲୀ ବିଜୟ ଙ୍କ ର ପ୍ରେମ କାହାଣୀ କିଏ ବା ନ ଜାଣିଚି I ଭାରତୀୟ କ୍ରିକେଟ ରେ ଵିକେଟ କିପର ଓ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଦୀନେଶ କାର୍ତିକ ଙ୍କ ର ପତ୍ନୀ ନିକିତା ଙ୍କୁ ମୁରଲୀ ବିଜୟ ବିବାହ କରିଛନ୍ତି I ଯେତେବେଳେ ଦୀନେଶ ନିଜ ପତ୍ନୀ ଙ୍କ ର ଏହି ପ୍ରେମ ସମ୍ବନ୍ଧ ବିଷୟ ରେ ଜାଣିବା କୁ ପାଇଥିଲେ ତ ସେ ତାଙ୍କୁ ଛାଡପତ୍ର ଦେଇଥିଲେ I
4.ଶିଖର ଧାୱନ
ଭାରତୀୟ କ୍ରିକେଟ ଟିମ ର ବ୍ୟାଟ୍ସମ୍ୟାନ ଶିଖର ଧାୱନ ମଧ୍ୟ ବିବାହିତ ମହିଳା ଙ୍କୁ ବିବାହ କରିଛନ୍ତି I ଶିଖର ଧାୱନ ଙ୍କ ର ପତ୍ନୀ ଙ୍କ ର ନାମ ଆୟସା ଅଟେ I ବିବାହ ପୂର୍ବ ରୁ ତାଙ୍କ ର ଦୁଇ ଝିଅ ଅଛନ୍ତି I ଶିଖର ଧାୱନ ତାଙ୍କୁ ବିବାହ କରିଛନ୍ତି ଏବଂ ଦୁହେଁ ବୈବାହିକ ଜୀବନ ରେ ବେଶ ଖୁସି ରେ ଅଛନ୍ତି I