ପ୍ରିୟଙ୍କା ରେଡ୍ଡୀ ଙ୍କର ମୃତ୍ୟୁକୁ ନେଇ ସଲମାନ ଖାନ ଙ୍କର ଆସିଲା ଆଶ୍ଚର୍ଯ୍ୟ କର ବୟାନ, ଲୋକ କହିଲେ- କୁକୁର ଆମେ

ହାଇଦ୍ରାବାଦ ରେ ଜଣେ ମହିଳା ଡାକ୍ତରୀ ଙ୍କ ର ହତ୍ୟା କୁ ନେଇ ସାରା ଦେଶ ର ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି I ପ୍ରିୟଙ୍କା ରେଡ୍ଡୀ ଜଣେ ପଶୁ ଚିକିସ୍ଛାକ ଥିଲେ ଓ ହାଇଦ୍ରାବାଦ ରେ ତାଙ୍କ ର ବିଗତ ଦିନ ରେ ତାଙ୍କ ର ଜଳନ୍ତା ଶବ ଉଦ୍ଧାର କରାଯାଇଛି I ଏହି ଘଟଣା କୁ କେନ୍ଦ୍ର କରି ପୁରା ଦେଶ ରେ ଲୋକେ ଚାହୁଁଛନ୍ତି ଅପରାଧୀ ଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ I ଏହି ମାମଲା ରେ ଦୀର୍ଘ ଦିନ ର ନୀରବତା ପରେ ବଲିଉଡ ଅଭିନେତା ସଲ୍ମାନ ନିଜ ର ବୟାନ ଦେଇଛନ୍ତି I ସଲ୍ମାନ ବର୍ତମାନ ନିଜ ର ଫିଲ୍ମ ଦବଂଗ 3 କୁ ନେଇ ଚର୍ଚା ରେ ରହିଛନ୍ତି I ଏବଂ ସଲ୍ମାନ ଙ୍କ ର ଏକ ଗୀତ ହୁଡ଼ ହୁଡ଼ ରେ କିଛି ସାଧୁ ସଂଥ ଡ୍ୟାନ୍ସ କରିବା କୁ ନେଇ ମଧ୍ୟ ଦର୍ଶକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି I

ବିଗତ କିଛି ଦିନ ତଳେ ହିଁ ପ୍ରିୟଙ୍କା ରେଡ୍ଡୀ ଙ୍କ ର ମୃତ୍ୟୁ କୁ ହେଇଥିଲା ଓ ସଲ୍ମାନ ମଧ୍ୟ ଦୁଃଖ ପ୍ରକାଶ କରି ଏକ ଟ୍ୱିଟ କରିଥିଲେ I ସେ ଲେଖିଥିଲେ ମାନବ ବେଶ ରେ କିଛି ସୈତାନ ଅଛନ୍ତି I ପ୍ରିୟଙ୍କା ରେଡ୍ଡୀ ଙ୍କ ପରି ନିର୍ଦୋଷ ମହିଳା ଙ୍କୁ ପ୍ରତାଡ଼ିତ କରିବା ସହ ତାଙ୍କ ର ହତ୍ୟା କରିବା ଏକ ଜଘନ୍ୟ ଅପରାଧ ଅଟେ I

ସଲ୍ମାନ ଏହା ମଧ୍ୟ ବେଟି ବଚାଓ କେବଳ ଏକ ଅଭିଯାନ ନୁହେଁ ଏହା ଦ୍ୱାରା ସେହି ମାନବ ରୁପି ରାକ୍ଷସ ଙ୍କୁ ସତର୍କ କରାଯାଉଛି କି ସାବଧାନ ହେଇଯାଅ I ଭଗବାନ ପ୍ରିୟଙ୍କା ରେଡ୍ଡୀ ଙ୍କ ର ଆତ୍ମା କୁ ଶାନ୍ତି ଦିଅନ୍ତୁ I ଦର୍ଶକେ ତାଙ୍କ ର ଟ୍ୱିଟ କୁ ପ୍ରଶଂସା କରିଥିଲେ I

ଏହି ସମୟ ରେ ଜଣେ ୟୁଜର ଲେଖିଛନ୍ତି ଆପଣ ଙ୍କ ର ପ୍ରଶଂସକ ହେଇ ମୁ ନିଜ କୁ କରୁଛି I ଅନେକ ଦର୍ଶକେ ସଲ୍ମାନ ଙ୍କୁ ଏହି ଟ୍ୱିଟ ରେ ସମର୍ଥନ ଜଣାଇଛନ୍ତି I ଆଉ କିଛି ଦର୍ଶକେ ଏହା ମଧ୍ୟ କହିଛନ୍ତି ପ୍ରିୟଙ୍କା ରେଡ୍ଡୀ ଜଣେ ପଶୁ ଚିକିତ୍ସକ ତେବେ ସେ କିପରି ମାନବ ରୁପି ପଶୁ ଙ୍କୁ ଜାଣିପାରି ଲେ ନାହିଁ I

ସୋସିଆଲ ମିଡ଼ିଆ ରେ ମଧ୍ୟ ଦେଶବାସୀ ପ୍ରିୟଙ୍କା ରେଡ୍ଡୀ ଙ୍କୁ ନ୍ୟାୟ ମାଗିବା କୁ ଦାବି କରିଛନ୍ତି I ଟ୍ୱିଟର ରେ #JUSTICEFORPRIYANKAREDDY ନାମ ରେ ଅନେକ ପୋଷ୍ଟ ଦେଖିବା କୁ ମିଳୁଛି ଏହା ସହ ଲୋକେ #RIPHUMANITY ଟ୍ୟାଗ ରେ ମଧ୍ୟ ଅନେକ ପୋଷ୍ଟ କରୁଛନ୍ତି I

Share Your Comments Below