ପେଟର କ୍ୟାନ୍ସର… ଲିଭର ସହିତ ୫ଟି ବଡ ରୋଗରୁ ରକ୍ଷା କରିଥାଏ ଏହି ଗଛ, ଭାରତର ପ୍ରାୟ ସବୁ ଗାଁ ରେ ମିଳିଥାଏ

ଆମ ପରିପାର୍ଶ୍ଵ ରେ ଅନେକ ଔଷଧୀୟ ବୃକ୍ଷ ମିଳିଥାଏ I ଯାହା ଜଡିବୁଟି ରେ ଔଷଧୀୟ ରୂପେ ବ୍ୟବହାର କରାଯାଇଥାଏ I ଆପଣ ବି କୌଣସି ନା କୌଣସି ବୃକ୍ଷ କୁ ଔଷଧି ଭାବ ରେ ବ୍ୟବହାର କରିଥିଲେ I ଆଜି ଆମେ ଆପଣ ଙ୍କୁ ଏକ ଏପରି ଔଷଧୀୟ ବୃକ୍ଷ ବିଷୟ ରେ କହିବାକୁ ଯାଉଛୁ ଯାହା ର ନାମ ନଗରମଥା ଅଟେ I

ଏହି ବୃକ୍ଷ ରେ ଅନେକ ଔଷଧୀୟ ତତ୍ୱ ରହିଥାଏ I ଯାହା କି ଆପଣ ଙ୍କ ର ଶରୀର ର ଅନେକ ରୋଗ କୁ ଭଲ କରିଥାଏ I ଏହି ଔଷଧୀୟ ବୃକ୍ଷ ର ମୂଲ୍ୟ ଖୁବ ଅଧିକ ଅଟେ I ବିଦେଶ ରେ ଏହା ର ମୂଲ୍ୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅଟେ I ପୁରୁଣା ଖାସ – ଯଦି ଆପଣ ଙ୍କ ର ପୁରୁଣା ଖାସ ସମସ୍ୟା ରହିଛି ତେବେ ନାଗରମୋଥା ପିପିଲି ଓ ଅସ୍ଥିସ , କର୍କଟ ସରଙ୍ଗୀ ଆଦି ଗୁଂଡକାରୀ ଚୁର୍ଣ ପ୍ରସ୍ତୁତ କରନ୍ତୁ I ଏହି ଥିରେ ମହୁ ମିଶାଇ ଦିଅନ୍ତୁ I ଏହା କୁ ଦିନ କୁ ଦୁଇ ରୁ ଚାରି ଥର ସେବନ କରନ୍ତୁ I

ପେଟ କ୍ୟାନ୍ସର – ଯଦି କୌଣସି ବ୍ୟକ୍ତି ଙ୍କ ର ପେଟ କ୍ୟାନ୍ସର ରହିଛି ତେବେ ଏହି ଜଡିବୁଟି ଆପଣ ଙ୍କ ପାଁଇ ବେଶ ଲାଭଦାୟକ ଅଟେ I ଦେବଦାରୁ ର ପାଉଡର ଆପଣ ବି ସେବନ କରିପାରିବେ I ଏହା କୁ 1 ଗ୍ରାମ ଦେବଦାରୁ ପାଉଡର କୁ ଗରମ ପାଣି ରେ ସେବନ କରିବାକୁ ହେବ I
ଗଣ୍ଠି ରୋଗ ପାଁଇ ଲାଭକାରୀ -ଯଦି ଆପଣ ଙ୍କ ର ଗଣ୍ଠି ରୋଗ ରହିଛି ତେବେଦେବଦାରୁ ବେଶ ଲାଭକାରୀ ଅଟେ I ଏହା ର ସେବନ ରେ ଆପଣ ରୋଗ ରୁ ଉପଶମ ପାଇପାରିବେ I ଏହା ର ସେବନ ରେ ଅନେକ ବଡ଼ ଜ୍ୱର ବି ଭଲ ହେଇଥାଏ I

ଦରଜ ରୁ ରକ୍ଷ୍ୟା – ଯଦି ଶରୀର ର କୌଣସି ଅଙ୍ଗ ଦରଜ ରହିଥାଏ ତେବେଦେବଦାରୁ ବେଶ ଲାଭଦାୟକ ଅଟେ I