JCB ରେ ଫସି କଟିଗଲା କୋବ୍ରା ଯାହାପରେ ନାଗୁଣୀ ନେଲା ଏପରି ପ୍ରତିଶବ୍ଦ ଯାହାକୁ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆମେ ସମସ୍ତେ ନାଗ ଓ ନାଗୁଣୀ କଥା ତ ପିଲାଦିନେ ଶୁଣିଛେ ଏବଂ ଅନେକ ଫିଲ୍ମ ରେ ବି ଦେଖିଛେ ଏହା ଛଡା ଅନେକ ବହି ରେ ବି ଆମେ ଏହି ସମ୍ପର୍କ ରେ ପଢ଼ିଛେ I ଯଦି ଜଣେ ବ୍ୟକ୍ତି କୌଣସି ନାଗ କୁ ମାରିଥାନ୍ତି ତ ନାଗୁଣୀ ଏହା ର ପ୍ରତିଶୋଧ ନେବା ପାଁଇ 100 ଜନ୍ମ ପର୍ଯ୍ୟନ୍ତ ବି ଅପେକ୍ଷା କରିଥାଏ I

ଏପରି ବି କିଛି ଜାଗା ରେ କିଛି ସାପ ମାନେ ମାରିଥିବା ବ୍ୟକ୍ତି ଙ୍କ ର ଫୋଟୋ ନିଜ ଆଖି ରେ କୈଦ କରିଥାନ୍ତି ଏବଂ ନାଗୀନ ଏହା କୁ ଦେଖି ପ୍ରତଵୋଧ ନେଇଥାଏ I ଏବଂ ଯେ ପର୍ଯ୍ୟନ୍ତ ନାଗୀନ ଏହାର ପ୍ରତିଶୋଧ ନେଇନଥାନ୍ତି ସେ ପର୍ଯ୍ୟନ୍ତ ଅଟକିନଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କୁ ଆପଣ କେବଳ ଫିଲ୍ମି ରେ ହିଁ ଦେଖିଛନ୍ତି I

ତେବେ ଆମେ ଆଜି ଯେଉଁ ଘଟଣା ସମ୍ପର୍କ ରେ ଆପଣ ଙ୍କୁ ଅବଗତ କରୁଚୁ ସେହି ବ୍ୟକ୍ତି ଅଜାଣତ ରେ ସେହି ସାପ ଟିକୁ ମାରିଦେଇଥିଲା I ଏକ ସ୍ଥାନ ରେ ମାଟି ଖୋଳା ହେଉଥିଲା ଏବଂ ସେଠାରୁ ଅନେକ ସାପ ବାହାରିଥିଲେ I ଅଧିକାଂଶ ଲୋକେ ଏହି ସାପ ଗୁଡିକ ଘଉଡ଼ାଇ ହିଁ ଖୋଲାଖୋଲି ଆରମ୍ଭ କରିଥିଲେ I କିନ୍ତୁ ଜଣେ ବ୍ୟକ୍ତି ଅଜାଣତ ରେ ଏକ ସାପ କୁ ମାରି ଦେଇଥିଲା I ଆପଣ ଜାଣି ଆଶ୍ଚଯ୍ୟ ହେବେ କି 24 ଘଣ୍ଟା ପର୍ଯ୍ୟନ୍ତ ସେହି ନାଗୀନ ସେହି ସ୍ଥାନ ରେ ବସିରହିଲା I

ଏହି ସମୟ ରେ ଲୋକଙ୍କ ର ବିଦା ଲାଗିଯାଇଥିଲା I ଏବଂ ଏହା ପରେ ଜଣେ ସାପ ଧରୁଥିବା ବ୍ୟକ୍ତି ଙ୍କୁ ଡକା ଯାଇଥିଲା ଏବଂ ବହୁତ ଚେଷ୍ଟା କରିବା ପରେ ସେହି ବ୍ୟକ୍ତି ସାପ ଧରିବା ରେ ସଫଳ ହେଇଥିଲେ I