ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଖୀ ସାୱନ୍ତ ଙ୍କର ପୁଣି ସାମ୍ନାକୁ ଆସିଲା ଭିଡ଼ିଓ, କହିଲେ-‘ମୁଖ୍ୟ ମନ୍ତ୍ରୀଙ୍କ ପାଇଁ ମୁଁ’

ମହାରାଷ୍ଟ୍ର ରେ ବିଜେପି ସରକାର ଶାସନ ରୁ ଓହରି ଯାଇଛି I ଏବଂ ଶିବସେନା , ଏନସିପି ଓ କଂଗ୍ରେସ ନିଜ ର ନୂଆ ପ୍ରୟାସ ଜାରି ରଖିଛନ୍ତି I ମହାରାଷ୍ଟ୍ର ରେ ଏହି ରାଜନୈତିକ ଖେଳ ରେ ଉଦ୍ଧବ ଠାକରେ 18 ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି I ମହାରାଷ୍ଟ୍ର ଗୁରୁବାର ସନ୍ଧ୍ୟା ରେ ଶିବାଜୀ ପାର୍କ ରେ ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି I ଏବଂ ଏହି ଘଟଣା କୁ କେନ୍ଦ୍ର କରି ଡ୍ରାମା କ୍ୱିନ ରାଖୀ ସାୱନ୍ତ ଏକ ଭିଡିଓ ଜାରି କରିଛନ୍ତି I

ରାଖୀ ସାୱନ୍ତ ନିଜ ର ଇନ୍ଷ୍ଟଗ୍ରାମ ରେ ଏକ ଭିଡିଓ ସେୟାର କରି କହିଛନ୍ତି କି ମହାରାଷ୍ଟ୍ର ରେ ମୁଖ୍ୟମନ୍ତ୍ରୀ ହେବାକୁ ମୁ ବହୁତ ଇଛୁକ I ପ୍ରଥମ ଦିନ ରୁ ହିଁ ମୁ ଚାହୁଁଥିଲି କି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ I କାରଣ ସାର୍ଟ ପାୱାର ଓ ଠାକରେ ଭଲ ସରକାର ହିଁ କରିପାରିବେ I ଏବଂ ଠାକରେ ମୁଖ୍ୟମନ୍ତ୍ରୀ ହେବା ଦ୍ୱାରା ମରାଠୀ ଜାତି ପାଁଇ ଏହା ଏକ ଗର୍ବ ର କଥା ଅଟେ I ତେବେ ଯାହା ବି ବର୍ତମାନ ହେଲା ଭଲ ହେଲା I ପାୱାର ମଧ୍ୟ ନିଜ ଦଳ ରୁ କିଛି ଖରାପ ଲୋକ ଙ୍କୁ ବାହାର କରି ଠିକ କାମ କରିଛନ୍ତି I

ଅନେକ ଦର୍ଶକେ ରାଖୀ ସାୱନ୍ତ ଙ୍କ ର ଏହି ଭିଡିଓ କୁ ନେଇ ସମାଲୋଚନା କରିଛନ୍ତି I ଜଣେ ୟୁଜର ଲେଖିଥିଲେ କି ଭଉଣୀ ମୁମ୍ବାଇ ରେ କେବେ ଠାରୁ ମୁକ୍ଷ୍ୟମନ୍ତ୍ରୀ ହେଲେଣି I ମୁକ୍ଷ୍ୟମନ୍ତ୍ରୀ ତ ପୁରା ରାଜ୍ୟ ପାଁଇ ହେଇଥାଏ I ସେହିପରି ଆଉ ଜଣେ ୟୁଜର ଲେଖିଥିଲେ କିଛି ଜଣ ଅଛି କି ନାହିଁ ନା ଅଯଥା ରେ କଥା କହୁଚ I ଏହି ଭିଡିଓ କୁ ନେଇ ରାଖୀ ସାୱନ୍ତ ଅନେକ ସମାଲୋଚନା ର ଶିକାର ହେଇଛନ୍ତି I

ଯେପରି କି ଆପଣ ଜାଣିଛନ୍ତି ରାଖୀ ସାୱନ୍ତ ଙ୍କ ର ଏକ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ କି ସେ ମହାରାଷ୍ଟ୍ର ରେ ରାଜନୈତିକ ଅସ୍ଥିରତା ଉପରେ ଆଲୋଚନା କରିଛନ୍ତି I ଏବଂ ସେଥିରେ ଏହା ମଧ୍ୟ ସେ କହିଛନ୍ତି ମୁ ପୂର୍ବ ରୁ ହିଁ ଜାଣିଥିଲି ଶିବସେନା ହିଁ ରାଜନୀତି ର ଏଠାରେ ସୂତ୍ରଧର ହେବ I ଏବଂ ସେଇଆ ହେଲା ଉଦ୍ଧବ ଠାକରେ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ହେଇଥିଲେ I

ରାଖୀ ସାୱନ୍ତ ଏହା ମଧ୍ୟ କହିଛନ୍ତି କି ଠାକରେ ମୂଖ୍ୟମନ୍ତ୍ରୀ ହେବା ପରେ ସେ କେତେ ଉର୍ନତି କରିବେ ଆପଣ ସବୁ ଦେଖିବେ I ଠାକରେ ଙ୍କ ର ଜ୍ଞାନ କୌଶଳତା କୁ ନେଇ ସେ ନିଜ ପ୍ରଜା ଙ୍କୁ ବେଶ ଭଲ ରେ ଚଳାଇ ପାରିବେ I ମୁ ମଧ୍ୟ ଅଧା ଗୁଜୁରାଟୀ ଅଟେ ତେଣୁ ତେଣୁ କିଏ କେତେ ଜ୍ଞାନୀ ମୁ ବେଶ ଭଲ ଭାବ ରେ ଜାଣିଚି I

Share Your Comments Below