ପୁଣି ବିବାହ କରିବାକୁ ଯାଉଛନ୍ତି ରୀତିକ ରୋଶନ, କନିଆଁ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବଲିଉଡ ଆକ୍ଟର ହୃତିକ ରୋଶନ ଓ ତାଙ୍କ ପତ୍ନୀ ସୁଯେନ ଙ୍କ ର ଛାଡପତ୍ର କୁ 5 ବର୍ଷ ପୂରିଯାଇଛି I 2014 ରେ ଦୁହେଁ ନିଜ ନିଜ ର ସହମତି ରେ ହିଁ ପରସ୍ପର କୁ ଛାଡପତ୍ର ଦେଇଥିଲେ I କିଛି ଦିନ ପୂର୍ବ ରୁ କିନ୍ତୁ ସୁଯେନ ଙ୍କ ର ପିତା ସଞ୍ଜୟ ଖାଁ ଏହି ଆଶ୍ୱାସନା ଦେଇଛନ୍ତି କି ଦୁହେଁ ପୁଣି ଏକ ହେବାକୁ ଯାଉଛନ୍ତି I

ସୂଚନା ଅନୁସାରେ ହୃତିକ ରୋଶନ ଓ ସୁଯେନ ଙ୍କ ର ଛାଡପତ୍ର ହେଇଯାଇଛି ସତ କିନ୍ତୁ ଉଭୟ ଙ୍କ ପ୍ରତି ପରସ୍ପର ଙ୍କ ର ମନ ରେ ସ୍ନେହ ଓ ଶ୍ରଦ୍ଧା ଭାବନା ରହିଛି I ଛାଡପତ୍ର ପରେ ମଧ୍ୟ ଦୁହିଁଙ୍କୁ ଅନେକ ସ୍ଥାନ ରେ ଏକାଠି ଦେଖିବା କୁ ମିଳିଛି I ଏବଂ ଦୁହେଁ ନିଜ ପିଲା ଙ୍କୁ ମଧ୍ୟ ସର୍ବଦା ଖୁସି ରେ ରଖିବା କୁ ଚେଷ୍ଟା କରୁଛନ୍ତି I

ଛାଡପତ୍ର ର ଦୀର୍ଘ 4 ବର୍ଷ ପରେ ହୃତିକ ରୋଶନ ଓ ସୁଯଏଁ ଖାଁ ଙ୍କ ମଧ୍ୟ ରେ ବେଶ ଭଲ ବନ୍ଧୁତା ରହିଛି I ଦୁହେଁ ଅନେକ ସମୟ ରେ ନିଜ ପିଲା ଙ୍କ ସହ ଦେଖିବା କୁ ମିଳିଛନ୍ତି I ବିଗତ ଦିନ ରେ ହୃତିକ ନିଜ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ସୁଯେନ ଙ୍କ ପାଁଇ କିଛି ପ୍ରେମ ର ସନ୍ଦେଶ ଲେଖିଥିଲେ I ଯାହା ପଢିକି ଆପଣ ମଧ୍ୟ ଇମୋସନାଲ ହେଇଯିବେ I

ସୁଯଏଁ ଖାଁ ଓ ହୃତିକ ରୋଶନ ଙ୍କ ର ଛାଡପତ୍ର ପରେ ଦୁହେଁ ନିଜ ର ଇଚ୍ଛା ଅନୁସାରେ ହିଁ ପରସ୍ପର କୁ ସାକ୍ଷ୍ୟାତ କରିଥାନ୍ତି I ଅନେକ ପାର୍ଟି ଫଂସନ ରେ ମଧ୍ୟ ଉଭୟ ଙ୍କୁ ଦେଖିବା କୁ ମିଳିଥାଏ I ଦୁନିଆ ର ଲୋକ ଙ୍କ ର ବିଚାରଧାରା ରୁ ଦୁହେଁ ଅଲଗା ହେଇ ପରସ୍ପର ଠାରୁ ଦୁରେଇ ମଧ୍ୟ ନିଜ ପିଲା ଙ୍କ ର ଉତ୍ତମ ଭବିଷ୍ୟତ କାମନା କରି ଦୁହେଁ ଏକ ହେଇଛନ୍ତି ଏହା ସମାଜ ର ପ୍ରତୋକ ଦମ୍ପତି ଙ୍କ ପାଁଇ ଏକ ପ୍ରେରଣା ଅଟେ I

Share Your Comments Below