ପୁରଣ ହେଲା ନିତା ଅମ୍ବାନୀ ଙ୍କର ଅନେକ ଦିନର ବଡ ଇଚ୍ଛା, ମୁମ୍ବାଇ ଇଣ୍ଡିଆନରେ ସାମିଲ ହେବେ ସେଇ ବ୍ୟକ୍ତି ଯାହାଙ୍କ ପାଇଁ ଅନେକ ଦିନରୁ ଥିଲା ଅପେକ୍ଷା

ଯେପରି କି ଆପଣ ଜାଣିଛନ୍ତି ଆଇପିଏଲ ସମୟ ଚାଲିଛି I ବର୍ତମାନ ସମୟ ରେ ଲୋକଙ୍କ ମଧ୍ୟ ରେ IPL କୁ ନେଇ ବେଶ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି I କିଛି ମାସ ପରେ IPL 2020 ଆରମ୍ଭ ହେବାକୁ ଯାଉଛି I

ବିଗତ ସିଜନ ରେ ଚମ୍ପିୟାନ ରହିଥିବା ଟିମ ହେଉଛି ମୁମ୍ବାଇ ଏବଂ ଏହା ର ଖେଳାଳି ଇବିନ ଲୁଇସ , ରୋହିତ ଶର୍ମା ଓ କେରନ ପୋଲାର୍ଡ ଅଟନ୍ତି I

ଟିମ ର ବିଜୟ ପାଁଇ ଏହି ତିନି ଜଣଙ୍କ ଙ୍କ ର ପ୍ରଫର୍ମ କରିବା ଜରୁରୀ ଅଟେ I ସେହିପରି ହାର୍ଦିକ ପାଣ୍ଡିଆ ତାଙ୍କ ଭାଇ କୁନାଲ ପାଣ୍ଡିଆ ମଧ୍ୟ ବେଶ ଆକ୍ରମକ ଖେଳ ପ୍ରଦର୍ଶନ କରିଛନ୍ତି I କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ବର୍ତମାନ ମୁମ୍ବାଇ ଇଂଡିଆନ୍ସ ଟିମ କୁ ଏକ ବିଶେଷ ଟିମ ବୋଲି କହିଛନ୍ତି I ସଚିନ ଙ୍କ ପୁଅ ଅର୍ଜୁନ ମଧ୍ୟ ମୁମ୍ବାଇ ଇଂଡିଆନ୍ସ ଟିମ ରେ ସହଯୋଗ କରୁଥିବା ର ଦେଖିବାକୁ ମିଳିଛି I

ଅର୍ଜୁନ ନିଜ ପିତା ଙ୍କ ର ସ୍ବପ୍ନ କୁ ପୁରା କରିବାକୁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି I ସଚିନ ଙ୍କ ର ଏହି ସ୍ବପ୍ନ ରହିଛି କି ତାଙ୍କ ପୁଅ ମଧ୍ୟ ବିଶ୍ୱ ପ୍ରସିଧ କ୍ରିକେଟର ହେଉ I ବିଗତ ଦିନ ରେ ଏହି ଅନୁମାନ କରାଯାଉଛି କି IPL ରେ ଅର୍ଜୁନ ମ୍ୟାଚ ଖେଳିବାକୁ ଲଣ୍ଡନ ଯାଇଥିଲେ I ଏବଂ ଆଗାମୀ IPL ଖେଳିବାକୁ ଅର୍ଜୁନ ବେଶ ଉତ୍ସାହିତ ଅଟନ୍ତି I

ତେଣୁ ଏହି ଅନୁମାନ କରାଯାଉଛି କି ଆଗାମୀ ସମୟ ରେ ଅର୍ଜୁନ ତେନ୍ଦୁଲକର ଙ୍କୁ 2020 IPL ରେ ସାମିଲ କରାଯାଇପାରେ I ଏବଂ ସେ ମୁମ୍ବାଇ ଇଂଡିଆନ୍ସ ଟିମ ପାଁଇ ଖେଳିପାରନ୍ତି I

ଯେପରି କି ଆପଣ ଜାଣିଥିବେ IPL ରେ ଅନେକ ଟିମ ର ଅନେକ ଖେଳାଳି ଭାଗ ନେଇଥାନ୍ତି I ଏହି IPL ଭାରତ ର ଏକ ପ୍ରସୀଦ କ୍ରିକେଟ ସିରିଜ ଅଟେ I ଏବଂ ନୂଆ ଖେଳାଳି ଙ୍କୁ କ୍ରିକେଟ ରେ ଏଣ୍ଟ୍ରି କରିବାକୁ ଏହା ଏକ ସୁବର୍ନ ସୁଯୋଗ ଅଟେ I

ଯେପରି କି ଆପଣ ଜାଣିଥିବେ IPL ମ୍ୟାଚ BCCI ଦ୍ୱାରା ସଞ୍ଚାଳିତ କରାଯାଇଥାଏ I IPL ର ଏହି ନୂଆ ସିଜିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି I ସେଠାରେ ଅର୍ଜୁନ ତେନ୍ଦୁଲକର ଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ I ଖୁବ ଶୀଘ୍ର ଅର୍ଜୁନ ତେନ୍ଦୁଲକର ଟିମ ରେ ସାମିଲ ହେଇପାରନ୍ତି I

Share Your Comments Below