ପୁତୁରାଙ୍କୁ ସାଙ୍ଗରେ ନେଇ ଡାକ୍ତର ଖାନାକୁ ବାହାରିଲେ ମହିଳା ଆଉ ପହଞ୍ଚିଲେ ହୋଟେଲ ରେ, ଆଉ ସେଠି ଯାହା ହେଲା…

ଉତ୍ତର ପ୍ରଦେଶ ର ବାନ୍ଦ୍ରା ରେ ଏପରି ଏକ ଆଶ୍ଚଯ୍ୟକର ମାମଲା ସାମ୍ନାକୁ ଆସିଛି ଏହା କୁ ନେଇ ସବୁ ଲୋକେ ଆଶ୍ଚଯ୍ୟ ହେଇଛନ୍ତି I ଏଠାରେ ଏକ ହୋଟେଲ ରୁମ ରେ ଜଣେ ଯୁବକ ଫସି ଦେଇ ଆତ୍ମହତ୍ୟା କରିଛନ୍ତି I ହୋଟେଲ କର୍ମଚାରୀ ଏହା ଦେଖିବା ପରେ ପୋଲିସ କୁ ସୂଚନା ଦେଇଥିଲେ I

ମୃତକ ନିଜ ର ଚାଚି ଙ୍କ ସହ ଅନୈତିକ ସମ୍ବନ୍ଧ ରେ ଥିଲେ I ହୋଟେଲ ରେ ସେ ନିଜ ଚାଚି ଙ୍କ ସହ ହିଁ ରାତି ରେ ରହିଥିଲେ I କିନ୍ତୁ ସକାଳୁ ତାଙ୍କ ଶବ ହୋଟେଲ ରୁମ ରେ ଦେଖିବାକୁ ମିଳିଥିଲା I ହୋଟେଲ ରୁ ଶବ କୁ ପୋଲିସ ବରାମତ କରିବା ପରେ ମୃତକ ଙ୍କ ର ଚାଚି ଙ୍କୁ ଗିରଫ କରାଯାଇଛି I ରବିବାର ଦିନ କାନପୁର ରେ ପାତରା ନିବାସୀ ସଚିନ ଙ୍କ ର ଶବ ହୋଟେଲ ରୁମ ରୁ ବରାମତ କରାଯାଇଥିଲା I ମୃତକ ରହିବାର ଦିନ ରାତି ରେ ନିଜ ଚାଚି ଓ ଅନ୍ୟ ଜଣେ ମହିଳା ଙ୍କ ସହ ହୋଟେଲ ଆସିଥିଲେ I ଏବଂ ହୋଟେଲ ରେ ଗୋଟେ ରୁମ ହିଁ ବୁକ କରାଯାଇଥିଲା I

ସକାଳୁ ତାଙ୍କ ଚାଚି ଙ୍କ ର ପାଟି ଶୁଣି ହୋଟେଲ ଷ୍ଟାଫ ରୁମ ରେ ଯାଇ ପହଂଚିଥିଲେ ଏବଂ ଅନ୍ୟ ଜଣେ ମହିଳା ରାତି ରେ ଷ୍ଟେସନ ରେ ଯାଇ ରହିଥିଲେ I ମହିଳା ଙ୍କ କହିବା ଅନୁସାରେ ସେ ତାଙ୍କ ଭଣଜା ଙ୍କ ସହ ଦୀର୍ଘ 3 ବର୍ଷ ହେବ ଅନୈତିକ ସମ୍ବନ୍ଧ ରେ ଯୋଡି ହେଇଛନ୍ତି I