90 ଦଶକ ର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନ ଆଜିକା ସମୟ ରେ ବଲିଉଡ ଜଗତ ରୁ ଦୁରେଇ ଯାଇଛନ୍ତି I ରବିନା ଟଣ୍ଡନ ଙ୍କୁ ଶେଷ ଥର ଫିଲ୍ମ “ଦ ମଦରେ “ଦେଖିବା କୁ ମିଳିଥିଲା I ତେବେ ଚାଲନ୍ତୁ ଜାଣିବା ଫିଲ୍ମ “ଦ ମଦରେ ” ବିଷୟ ରେ କିଛି ବିଶେଷ କଥା I
ଫିଲ୍ମ “ଦ ମଦରେ “ରେ ଏକ ରେପ ସିନ ଚାଲିଥିଲା ଯେଉଁଥିରେ ରବୀନା ଟଣ୍ଡନ ଏହି ଫିଲ୍ମ ର ସିନ କୁ ବେଶ ଚିନ୍ତା କୁ ଚାଲିଯାଇଥିଲେ I ଏହି ବିଷୟ ରେ ନିଜେ ରବିନା ଏକ ଇଣ୍ଟରଭିୟୁ ରେ କହିଛନ୍ତି I ଏହି ଫିଲ୍ମ “ଦ ମଦରେ ” ଏକ ଅତ୍ୟାଚାର ଘଟଣା ସମ୍ବନ୍ଧିତ ଫିଲ୍ମ ଥିଲା I
ଫିଲ୍ମ “ଦ ମଦରେ “ର କାହାଣୀ ରବିନା ଙ୍କୁ ବେଶ ପସନ୍ଦ ଆସିଥିଲା I ରବିନା ଏଥିରେ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏବଂ ଏହି ଫିଲ୍ମ ସୁଟିଂ ସମୟ ରେ ଏକ ରେପ ସିନ ରେ ରବିନା ଏହା ପସନ୍ଦ ଆସି ନ ଥିଲା କିନ୍ତୁ ରବିନା ସବୁଠାରୁ ଅଧିକ ଡରି ଯାଇଥିଲେ ଯେତେବେଳେ ଏହି ସିନ କୁ ପୁଣି ସୁଟିଂ କରିବା ର ଥିଲା I
ରବିନା କୁହନ୍ତି ଯେତେବେଳେ ସେ ଏହି ଭୟାନକ ସିନ ର ସୁଟିଂ କରିଥିଲେ ତ ରାତି ରେ ପ୍ରାୟ 3 ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ I ସେତେବେଳେ ମୁ ଡିପ୍ରେସନ କୁ ଚାଲିଯାଇଥିଲି I
ପୂର୍ବ ରୁ ମୁ ଜାଣିଥିଲି କି ଏହି ଫିଲ୍ମ ର କାହାଣୀ ଦାମିନୀ ଘଟଣା ଉପରେ ଆଧାରିତ ଅଟେ I କିନ୍ତୁ ପରେ ଏହା ଜାଣିଲି କି ଏହା ଦିଲ୍ଲୀ ସହ ଜଡିତ ଘଟଣା ଅଟେ I ଏହି ଫିଲ୍ମ ର ଦାମିନୀ ଘଟଣା ସହ କିଛି ସମ୍ପୁର୍କ୍ତି ନାହିଁ I
ରେ-ପ ସିନ ଦେବା ପରେ ଡିପ୍ରେସନକୁ ଚାଲିଯାଇଥିଲେ ରବିନା ଟଣ୍ଡନ, କହିଲେ କିପରି ଲୋକମାନେ ଏପରି… ୩ ଦିନ ପର୍ଯ୍ୟନ୍ତ ସୋଇନଥିଲେ ଓ …
