ରାଗ ଯୋଗୁ ବରବାଦ ହୋଇଗଲା ଏହି କ୍ରୀକେଟର ଙ୍କର କ୍ୟାରିୟର, କେବେ ସଚିନ ତେନ୍ଦୁଲକରଙ୍କ ସହ କରାଯାଉଥିଲା ତୁଳନା

ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟ ଟିମ ର ଜଣେ ବରିଷ୍ଟ ବ୍ୟାଟ୍ସମ୍ୟାନ ଅଟନ୍ତି I ଏପରି କି କ୍ରିକେଟ ଜଗତ ରେ ତାଙ୍କୁ କ୍ରିକେଟ ର ଭଗବାନ ବୋଲି ମାନିଥାନ୍ତି I କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ର କ୍ୟାରିୟର ନିଜ ମନ ର କ୍ରୋଧ କାରଣ ରୁ ଖରାପ ହେଇଯାଇଛି I

ଆଜି ଆମେ ଏଠାରେ ଯେଉଁ ଖେଳାଳି ଙ୍କ ବିଷୟ ରେ ଆଲୋଚନା କରୁଛେ ତାଙ୍କ ନାମ ହେଉଛି ଅମ୍ବାତି ରାଇଡ଼ୁ I ଅମ୍ବାତି ରାଇଡ଼ୁ 2019 ର ବିଶ୍ୱକପ ରେ ଭାରତୀୟ ଟିମ ରେ ଖେଳିବା ର ସୁଯୋଗ ପାଇ ନ ଥିଲେ ଏବଂ ନିଜ କ୍ରୋଧ କାରଣ ରୁ ସେ କ୍ରିକେଟ ରୁ ସନ୍ୟାସ ନେଇଥିଲେ I କିନ୍ତୁ ତାଙ୍କ ର ଏପରି ନିଷ୍ପତି କୁ ନେଇ ତାଙ୍କ କ୍ୟାରିୟର ଖରାପ ହେଇଯାଇଥିଲେ I

ଅମ୍ବାତି ରାଇଡ଼ୁ 2002 ରେ ଇଂଲଣ୍ଡ ଗସ୍ତ ରେ ଅଣ୍ଡର 19 ଟିମ ରେ ଯୋଗ ଦେଇଥିଲେ I ଏହି ସିରିଜ ର ମ୍ୟାଚ ରେ ସେ 177 ରନ କରିଥିଲେ I ଯାହା କୁ ନେଇ ସେ ବେଶ ଚର୍ଚା ରେ ରହିଥିଲେ I ଅମ୍ବାତି ରାଇଡ଼ୁ ନିଜ ର ମନ ର କ୍ରୋଧ ଓ ଭୁଲ ବିଚାରଧାରା କୁ ନେଇ ଆଜିକା ସମୟ ରେ ଏପରି ହଇରାଣ ହେଉଛନ୍ତି I

ଅମ୍ବାତି ରାଇଡ଼ୁ ଙ୍କ ର ବିବାଦ


ଅମ୍ବାତି ରାଇଡ଼ୁ ଙ୍କ ର ଅନେକ ଥର ତାଙ୍କ କ୍ରିକେଟ ସାଥି ଙ୍କ ସହ ଝଗଡା ହେଇଚି I 31 ଅଗଷ୍ଟ 2017 ରେ ଅମ୍ବାତି ରାଇଡ଼ୁ ହାଇଦ୍ରାବାଦ ରେ ନିଜ କାର ରେ ଜଣେ ବୟସ୍କ ଲୋକ ଙ୍କୁ ଧକା ମାରିଥିଲେ I ଏବଂ ତାଙ୍କ ସହ ପୁଣି ମାରପିଟ କରିଥିଲେ I ଯାହା ର ଭିଡିଓ ବେଶ ଭାଇରଲ ହେଇଥିଲା I ଏହା ପରେ ସେହି ବୟସ୍କ ଲୋକ ଜଣଙ୍କ ଅମ୍ବାତି ରାଇଡ଼ୁ ଙ୍କ ବିରୋଧ ରେ ଥାନା ରେ ମାମଲା ରୁଜୁ କରିଥିଲେ I

ହର୍ବଜନ ଙ୍କ ସହ ଯୁକ୍ତି


ଅମ୍ବାତି ରାଇଡ଼ୁ ବିଗତ ଦିନ ରେ ହର୍ବଜନ ସିଂ ଙ୍କ ସହ IPL 2016 ରେ ଏକ ମ୍ୟାଚ ରେ ଯୁକ୍ତି କରିଥିଲେ I ଯେତେବେଳେ ହର୍ବଜନ ସିଂ ବୋଲିଂ କରୁଥିଲେ ତ ସୌରଭ ତିୱାରୀ ତାଙ୍କ ବଲ ରେ ରନ ନେଇଥିଲେ I ଏହି ବଲ କୁ ଅମ୍ବାତି ରାଇଡ଼ୁ ଅଟକାଇବା ରେ ଅସଫଳ ହେଇଥିଲେ I ଯାହା ଦ୍ୱାରା କି ବଲ ଟି ବାଉଣ୍ଡ୍ରି ଲାଇନ ରେ ବାଜିଥିଲା I ଏହା କୁ ନେଇ ହର୍ବଜନ ସିଂ ରାଗିଯାଇଥିଲେ ଓ ତାଙ୍କ ର ଅମ୍ବାତି ରାଇଡ଼ୁ ଙ୍କ ସହ ଏହି କଥା କୁ ନେଇ ଯୁକ୍ତି ହେଇଥିଲା I

Share Your Comments Below