ଭାରତ ର ସର୍ବୋଚ୍ଚ ନ୍ୟାୟିକ ସମିକ୍ଷ ର ଶକ୍ତି ସହ ଭାରତ ର ସମ୍ବିଧାନ ଅନୁସାରେ ସର୍ବୋଚ୍ଚ ନ୍ୟାୟିକ ନ୍ୟାୟାଳୟ ଅଟନ୍ତି |ଏହିପରି ନିର୍ବାଚନ ସମୟ ରେ ଅନେକ ରାଜନୈତିକ ପାର୍ଟି ଙ୍କ ତରଫରୁ ବିବାଦୀୟ ବୟାନ ଓ ଅପରାଧିକ ଘଟଣା ବୃଦ୍ଧି ପାଇବା ରେ ଲାଗିଛି I ଯାହା କୁ ନେଇ ସୁପ୍ରିମ କୋର୍ଟ ଅନେକ କିଛି କଡା ନିର୍ଦେଶନାମା ଜାରି କରିଛି I ଏହି ସୁପ୍ରିମ୍କୋର୍ଟ ର ନିର୍ଦେଶ ଶୁଣି ସବୁ ରାଜନୈତିକ ଦଳ ଙ୍କ ର ହୋସ ଉଡିଯାଇଛି I ଏବଂ ସୁପ୍ରିମ କୋର୍ଟ ର ନିଷ୍ପତି ରେ ଜନତା ମଧ୍ୟ ଖୁସି ପ୍ରକାଶ କରିଛନ୍ତି I
ବିଗତ ଦିନ ରେ ସୁପ୍ରିମ କୋର୍ଟ ଏହି ସ୍ପଷ୍ଟ ଆଦେଶ ଦେଇଛି କି କୌଣସି ରାଜନୈତିକ ପାର୍ଟି କୌଣସି ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ଙ୍କୁ ନିର୍ବାଚନୀ ଟିକେଟ ଦେଇପାରିବେ ନାହିଁ I ଏବଂ ଯଦି ଏପରି କୌଣସି ପାର୍ଟି କରୁଛନ୍ତି ତେବେ ଏହି ବାବଦ ରେ ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ହେବ I ଇଲେକ୍ଟ୍ରୋନିକ ମିଡ଼ିଆ ରେ ଅପରାଧିକ କାର୍ଯ୍ୟ ରେ ଜଡିତ ଥିବା ନେତା ଙ୍କ ର ବିଷୟ ରେ ସୂଚନା ସ୍ପଷ୍ଟ ରୂପେ ମିଡ଼ିଆ ରେ ପ୍ରଚାର ପ୍ରସାର ମଧ୍ୟ କରାଯିବ I ଯଦି କୌଣସି ରାଜନୈତିକ ପାର୍ଟି ସୁପ୍ରିମ କୋର୍ଟ ର ନିର୍ଦେଶ କୁ ଅବମାନନା କରନ୍ତି ତେବେ ଭାରତୀୟ ସଂଗୀନ ଅପରାଧ ଅନୁସାରେ ସେହି ପାର୍ଟି ବିରୋଧ ରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ I
ଏପରି କାର୍ଯ୍ୟ ରେ ସୁପ୍ରିମ କୋର୍ଟ ତିଳେ ମାତ୍ର ବିଳମ୍ବ କରିବ ନାହିଁ I ଏବଂ ସେହି ଆଇନି ଉଲଂଘନ କରିଥିବା ପାର୍ଟି ବିରୋଧ ରେ ମାମଲା ରୁଜୁ କରାଯିବ I