ସୁପରଷ୍ଟାର ରଜନୀକାନ୍ତ ଙ୍କର ଝିଅମାନେ କୌଣସି ଗୁଣରେ କିଛି କମ ନୁହଁନ୍ତି; ଏମାନଙ୍କର ସୁନ୍ଦରତା ଦେଖି ଆପଣଙ୍କର ବି ହୋସ ଉଡ଼ିବ

ଯେପରି କି ଆପଣ ଜାଣିଥିବେ ଭାରତୀୟ ବଲିଉଡ ଇଣ୍ଡଷ୍ଟ୍ରି ସବୁଠାରୁ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଅଟେ I ଏବଂ ଏହି ବଲିଉଡ ର କଳାକାର ମାନେ ମଧ୍ୟ ନିଜ ର ବିଳାସପୁର୍ଣ ଜୀବନ କୁ ନେଇ ବେଶ ଚର୍ଚା ରେ ଅଛନ୍ତି I ବଲିଉଡ ରେ ସମୟ କ୍ରମେ ଆମେ ଅନେକ ନୂଆ ନୂଆ କଳାକାର ଙ୍କୁ ମଧ୍ୟ ଦେଖିବାକୁ ପାଇଁଚେ I ତେବେ ଆଜି ଆମେ ଆଲୋଚନା କରିବା କୁ ଯାଉଛେ ଅଭିନେତା ରଜନୀକାନ୍ତ ଙ୍କ ର ବିଷୟ ରେ I

ରଜନୀକାନ୍ତ କେବଳ ସାଉଥ ଇଣ୍ଡିଆନ ଫିଲ୍ମ ନୁହେଁ ସେ ଅନେକ ବଲିଉଡ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି I ସେ ଜଣେ ସୁପରଷ୍ଟାର ମଧ୍ୟ ଅଟନ୍ତି I ତାଙ୍କ ର କଳା ଜଗତ ର ବ୍ୟକ୍ତିତ୍ୱ ବେଶ ଅବିସ୍ମରଣୀୟ ଅଟେ I ସେ ଫିଲ୍ମ କୁ ଆସିବା ପରେ ହିଁ ନିଜ ର ନାମ ରଜନୀକାନ୍ତ ରଖିଥିଲେ , କିନ୍ତୁ ତାଙ୍କ ର ବାସ୍ତବ ନାମ ଶିବାଜୀ ରାବି ଗାୟକବାଡ଼ ଅଟେ I

ତେବେ ଆଜି ଆମେ ତାଙ୍କ ର ଝିଅ ଙ୍କ ର ବିଷୟ ରେ କହିବାକୁ ଯାଉଛୁ I ରଜନୀକାନ୍ତ ଙ୍କ ର ଦୁଇ ଝିଅ ଅଛନ୍ତି ଜଣେ ଐଶ୍ୱର୍ଯ୍ୟ ଓ ଆଉ ଜଣେ ସୌନ୍ଦର୍ଯ୍ୟ I ତାଙ୍କ ର ଦୁଇ ଝିଅ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ରଜନୀକାନ୍ତ ତାଙ୍କ ଝିଅ ଙ୍କୁ ଫିଲ୍ମ ଜଗତ ରୁ ଦୁରେଇ ରଖିଥିଲେ ସତ କିନ୍ତୁ ମିଡ଼ିଆ ସମୁଖ ରୁ ଦୁରେଇ ରଖିପାରିନଥିଲେ I

ରଜନୀକାନ୍ତ ଙ୍କ ର ଦୁଇ ଝିଅ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ଏବଂ ତାଙ୍କ ର ସୁନ୍ଦରତା ସମୁଖ ରେ ବଲିଉଡ ର ଅଭିନେତ୍ରୀ ମାନେ ମଧ୍ୟ ଫେଲ ମାରିବେ I ରଜନୀକାନ୍ତ ଙ୍କ ର ଝିଅ ସୌନ୍ଦର୍ଯ୍ୟ ଜଣେ ନିର୍ମାତା , ଗ୍ରାଫିକ ମଧ୍ୟ ଅଟନ୍ତି I ଏବଂ ସୌନ୍ଦର୍ଯ୍ୟ ତାମିଲ ର ଅନେକ ଫିଲ୍ମ ରେ ଗ୍ରାଫିକ ଡ଼ିଜାଇନିଂ କାମ କରିଛନ୍ତି I ସୌନ୍ଦର୍ଯ୍ୟ ଙ୍କ ର ବିବାହ ଅଶ୍ୱିନୀ ରାମ କୁମାର ଙ୍କ ର ସହ ହେଇଥିଲା I କିନ୍ତୁ ଏହି ବୈବାହିକ ଜୀବନ ବେଶୀ ଦିନ ରହି ନ ଥିଲା I

ରଜନୀକାନ୍ତ ଙ୍କ ର ସାନ ଝିଅ ଐଶ୍ୱର୍ଯ୍ୟ ଙ୍କ ର ବିବାହ 2010 ରେ ସୁପର ଷ୍ଟାର ଧନୁଷ ଙ୍କ ସହ ହେଇଥିଲା I ଏବଂ ଆଜିକା ସମୟ ରେ ଧନୁଷ ଙ୍କ ର WHY THIS KOLAVERI D ଗୀତ ସମସ୍ତ ଙ୍କୁ ବେଶ ଅଧିକ ପସନ୍ଦ ଅଟେ I ସେ ବଲିଉଡ ର ସୁପରହିଟ ରନଝନା ରେ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I

ରଜନୀକାନ୍ତ ଙ୍କ ର ଝିଅ ସୌନ୍ଦର୍ଯ୍ୟ ସାଉଥ ଫିଲ୍ମ ର ନିର୍ମାତା ମଧ୍ୟ ଅଟନ୍ତି I ଏବଂ ଅନେକ ଫିଲ୍ମ ରେ ସେ ପ୍ଲେବ୍ୟାକ ସିଂଗିଂଗ ର କାମ ମଧ୍ୟ କରିଛନ୍ତି I ଏବଂ ସୁନ୍ଦରତା ମାମଲା ରେ ମଧ୍ୟ ଦୁହେଁ ବେଶ ଅଧିକ ସୁନ୍ଦର ଅଟନ୍ତି I