ରାମବାଣ ଠାରୁ କମ ନୁହେଁ ଏହି ଫୁଲ, ଏହାର ବିଶେଷ୍ୟତ୍ୱ ଜାଣିଲା ପରେ ଆପଣ ବି କେବେ ଏହାକୁ ଫୋପାଡିବେ ନାହିଁ

ଯେ କୌଣସି ବି ଫୁଲ ହେଉ ନା କାହିଁକି , ଦେଖିବାକୁ କିନ୍ତୁ ଖୁବ ସୁନ୍ଦର ହେଇଥାଏ I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ଫୁଲ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ସମ୍ପର୍କ ରେ ଆପଣ ବି ଜାଣି ନ ଥିବେ I ଫୁଲ ନ ନେବା ମାତ୍ରେ ଆପଣ ଙ୍କ ମନ ରେ ପ୍ରଥମେ ଗୋଲାପ ଫୁଲ ର ନାମ ଆସିଥାଏ I ତେବେ ଆଜି କିନ୍ତୁ ଆମେ ଆପଣ ଙ୍କୁ ଗୋଲାପ ଫୁଲ ସମ୍ପର୍କ ରେ କହିବାକୁ ଯାଉନୁ ଆଜି ଆମେ ଆପଣ ଙ୍କୁ ଅନ୍ୟ ଏକ ଫୁଲ ର ସୁଗୁଣ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ I

ତେବେ ଏହି ଫୁଲ ର ସୁଗନ୍ଧ ଆପଣ ଙ୍କ ପାଁଇ ଖାଲି ଶୁଙ୍ଘିବାକୁ ହେଇନାହିଁ ଯଦି ଆପଣ ଏହା ର ବ୍ୟବହାର ସଠିକ ଭାବ ରେ କରିପାରିବେ ତ ନିଶ୍ଚିତ ରୂପେ ଆଣେ ଉପକାର ପାଇପାରିବେ I ଏହି ଫୁଲ ରେ ଅନେକ ଭିଟାମିନ ରହିଛି I

ଆପଣ କନିୟର ଫୁଲ ତ ଜାଣିଥିବେ ଦେଖିଥିବେ ମଧ୍ୟ I ଏହା ଅଧିକାଂଶ ଗାଁ ର ବଗିଚା ରେ ଦେଖିବାକୁ ମିଳିଥାଏ I ଏହା କେବଳ ଫୁଲ ନୁହେ ଏଥିରେ ଅନେକ ଔଷଧ୍ୟ ଗୁଣ ବି ରହିଛି I ଏହି ଫୁଲ କୁ ବି ଆପଣ ସହଜ ରେ ପାଇପାରିଥାନ୍ତି I

ଏହି କନିୟର ଫୁଲ ର ଉପକାରିତା

ଏହି ଫୁଲ ରେ ଭିଟାମିନ ଇ ରହିଥାଏ I ଆଉ ଆପଣ ଜାଣିଥିବେ ଭିଟାମିନ ଇ ଆପଣ ଙ୍କ ତ୍ୱଚା ପାଁଇ ଉପକାରୀ ହେଇଥାଏ I ଆପଣ ଙ୍କ ର ଶରିର ରେ ଭିଟାମିନ ଇ କମିଗଲେ ଆପଣ ଭିଟାମିନ ଇ ଔଷଧ ସେବନ କରିଥାନ୍ତି I ତେବେ ଯଦି ଆପଣ ଏହା ର ସଠିକ ବ୍ୟବହାର କରିପାରିବେ ତ ଆପଣ ଙ୍କ ର ଔଷଧ ର କୌଣସି ଆବଶ୍ୟକତା ନାହିଁ I

1.ଲମ୍ବା ବାଳ
ଯଦି ଆପଣ ଲମ୍ବା ବାଳ ରଖିବାର ସଉକିନ ତ ଆପଣ ଏହି କନିୟର ଫୁଲ ର ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ I କାରଣ ଏହି ଫୁଲ ର ବ୍ୟବହାର ରେ ଆପଣ ଙ୍କ ର ସବୁ ଇଚ୍ଛା ପୁରଣ ହେଇ ପାରିବ I ଏହା ପାଁଇ ଆପଣ ଏହି ଫୁଲ କୁ ନେଇ ପାଣି ରେ ଗରମ କରିବେ ଏବଂ ଏହା ଥଣ୍ଡା ହେବ ପରେ ଆପଣ ଙ୍କ ବାଳ ରେ ତେଲ ଲଗାଇବା ପରି ଲଗାଇବେ I ତିରିଶ ମିନିଟ ଲଗାଇ ରଖିବା ପରେ ଆପଣ ଭଲ ଭାବ ରେ ମୁଣ୍ଡ କୁ ଧୋଇ ଦେବେ I

2.ଚେହେରା ର ଦାଗ ଆଦି
ଯଦି ଆପଣ ଙ୍କ ର ଚେହେରା ରେ ଦାଗ ଆଦି ର ସମସ୍ୟା ରହିଛି ତେବେ ଆପଣ ଏହି ଫୁଲ କୁ ବଟିକରି ଚେହେରା ରେ ଲଗାଇ ଦିଅନ୍ତୁ ଏବଂ ଦେଖିବେ ଏପରି କରିବା ଦ୍ୱାରା ଦାଗ ଜନିତ ସମସ୍ୟା ରୁ ଆପଣ ମୁକ୍ତି ପାଇପାରିବେ I

3.ବାଳ ଝାଡ଼ିବା କୁ ନେଇ
ଯଦି ଆପଣ ଙ୍କ ର ବାଳ ଝାଡ଼ୁଥାଏ ତ ଆପଣ ଏହି କନିୟର ଫୁଲ କୁ ବ୍ୟବହାର କରନ୍ତୁ I ଏଥିପାଇ କନିୟର ଫୁଲ କୁ ପାଣି ରେ ପକାଇ ଗରମ କରନ୍ତୁ ଏହା ପରେ ପାଣି ଥଣ୍ଡା ହେବା ପରେ ଆପଣ ଏହା କୁ ବାଳ ରେ ଲଗାନ୍ତୁ ଦେଖିବେ ସପ୍ତାହ ରେ ତିନି ଥର କରିବା ପରେ ଆପଣ ଜାଣିପାରିବେ I