ସୋସିଆଲ ମିଡ଼ିଆ ରେ ରାତା ରାତି ଚର୍ଚା କୁ ଆସିଥିଲେ ରାନୁ ମଣ୍ଡଳ I ଏବଂ ଏହା ପରେ ସେ ବଲିଉଡ ରେ ଗୀତ ଗାଇବା ର ସୁଯୋଗ ନେଇ ବେଶ ଲୋକପ୍ରିୟତା ହାସିଲ କରିଥିଲେ I
ଏହି ଫୋଟୋ ରେ ରାନୁ ମଣ୍ଡଳ ଙ୍କୁ ଆପଣ ଦେଖିପାରୁଥିବେ ଏକ ନୂଆ ଲୁକ ରେ I ଯାହା କି ଆପଣ ପୂର୍ବ ରୁ କେବେ ଦେଖି ନ ଥିବେ I ମେକପ ପରେ ରାନୁ ମଣ୍ଡଳ ଙ୍କୁ ଏପରି ସୁନ୍ଦର ଦେଖିବାକୁ ମିଳିଛି I
ଫୋଟୋ ଦେଖିକି ଆପଣ ଭାବୁଥିବେ ରାନୁ ମଣ୍ଡଳ କୌଣସି ବ୍ୟୁଟି ପାର୍ଲର ସମାରୋହ ରେ ଯୋଗ ଦେବାକୁ ଯାଉଛନ୍ତି I
ରାନୁ ମଣ୍ଡଳ ଯେଉଁ ମେକାପ କରିଛନ୍ତି ସେ ଚେହେରା କୁ ବିଗାଡିଚାନ୍ତି କେହି ତାଙ୍କୁ ସହଜ ରେ ଜାଣିପାରିବେ ନାହିଁ I
ଏହି ଫୋଟୋ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ଭାଇରଲ ହେବାରେ ଲାଗିଛି I ଜଣେ କମେନ୍ଟ ଦେଇଛନ୍ତି ଏହି ଚେହେରା ରେ ଐଶ୍ୱର୍ଯ୍ୟ ବି ଲାଜେଇ ଯିବେ I
ରାନୁ ମଣ୍ଡଳ ଙ୍କର ନୁଆ ମେକଅପ ଲୁକ ହେଲା ଭାଇରଲ; ଫୋଟୋ ଦେଖିବା ପରେ ଲୋକମନେ ଦେଲେ ଏପରି କ-ମେଣ୍ଟ
