ରାସ୍ତା କଡରେ ଫଳ ବିକିବାକୁ ବାଧ୍ୟ ହେଲା ବଲିଉଡ ହିଟ ଫିଲ୍ମର ଏହି ଅଭିନେତା, କହିଲେ- ‘ଆଉ କିଛି ଚାରା ନାହିଁ’

ଫିଲ୍ମ ରେ କେବଳ ଅଭିନେତା ଓ ଅଭିନେତ୍ରୀ ଙ୍କୁ ନୁହେ ଆପଣ ଅନ୍ୟ ଅନେକ କଳାକାର ଙ୍କୁ ମଧ୍ୟ ଦେଖିଥିବେ | ଅନେକ ଫିଲ୍ମ ବିଗତ ଦିନ ରେ ରିଲିଜ ହେବାର ଆପଣ ଦେଖିଥିବେ କିନ୍ତୁ ବର୍ତମାନ ସମୟ ରେ କରୋନା ମହାମାରୀ କାରଣ ରୁ ସାରା ଦେଶ ରେ ଲକ ଡାଉନ ଜାରି ରହିଛି | ତେଣୁ କୌଣସି ବି ଫିଲ୍ମ ର ସୁଟିଂ ହେଉନାହିଁ | ଯାହା ଦ୍ୱାରା ଛୋଟ ମୋଟ କଳାକାର ଙ୍କ ର ଘର ଚାଲିବା ରେ ସମସ୍ୟା ହେଉଛି | ଏବଂ ନାନା ସମସ୍ୟା ର ସମୁଖୀନ ହେଉଛନ୍ତି |

ସୋଲଙ୍କି ଦିବାକର ଫଳ ବିକ୍ରୟ କରିବା କୁ ବାଧ୍ୟ ହେଇଛନ୍ତି
ହିନ୍ଦୀ ଫିଲ୍ମ ର ଜଣେ କଳାକାର ସୋଲଙ୍କି ଦିବାକର , ଯାହା ଙ୍କ ର କାମ ବନ୍ଦ ହେବ କାରଣ ରୁ ସେ ବହୁତ ଚିନ୍ତିତ ହେଇଥିଲେ | ସୋଲଙ୍କି ଦିବାକର ଙ୍କ ବିଷୟ ରେ ଜାଣି ରଖନ୍ତୁ କି ଆୟୁସ୍ମାନ ଖୁରାନା ଷ୍ଟାର ଫିଲ୍ମ ଡ୍ରିମ ଗାର୍ଲ ରେ କାମ କରିଛନ୍ତି | ଫିଲ୍ମ ରେ ଆପଣ ଏହି ଛୋଟ କଳାକାର ଙ୍କୁ ଆପଣ ବିଶେଷ ଧ୍ୟାନ ଦେଇ ନ ଥିବେ | କିନ୍ତୁ ବର୍ତମାନ ରେ ଦେଶ ର ପରିସ୍ଥିତି କାରଣ ରୁ ସେ ଦିଲ୍ଲୀ ର ରାସ୍ତା କଡ଼ ରେ ଫଳ ବିକ୍ରୟ କରିବା କୁ ବାଧ୍ୟ ହେଉଛନ୍ତି |

ଯଦି ଏକା ଥାନ୍ତି ତେବେ ଲକଡାଉନ ଶେଷ ହେବାକୁ ଅପେକ୍ଷ୍ୟା କରିଥାନ୍ତି
ସୋଲଙ୍କି ଦିବାକର ଜଣେ ଜନିୟର ଆର୍ଟିଷ୍ଟ ଅଟନ୍ତି | ସେ ଅନେକ ଫିଲ୍ମ ରେ କାମ କରିଛନ୍ତି | ସୋଲଙ୍କି ଦିବାକର ତାଙ୍କ କଳାକାର ଜୀବନ ରେ ଅନେକ ସଂଘର୍ଷ କରିଛନ୍ତି | କରନା ମହାମାରୀ କାରଣ ରୁ ସାରା ଦେଶ ରେ ଲକଡଡାଉନ ଲାଗି ରହିଥିଲା | ତେଣୁ ସେ ବାଧ୍ୟ ହେଇ କିଛି କାମ ନ ଥିବା କାରଣ ରୁ ଫଳ ବିକ୍ରୟ କରିଥିଲେ | 35 ବର୍ଷୀୟ ସୋଲଙ୍କି ଦିବାକର ବହୁତ କଷ୍ଟ ରେ ନିଜ ପରିବାର ର ଦେଖାଶୁଣା କରୁଛନ୍ତି |

କୌଣସି କାମ ଛୋଟ ନୁହେଁ
ସୋଲଙ୍କି ଙ୍କୁ ଯେତେବେଳେ ଏହି ବିଷୟ ରେ ପଚରାଯାଇଥିଲା ତ ସେ କହିଥିଲେ କୌଣସି କାମ ଛୋଟ ନୁହେଁ | ଫଳ ବିକ୍ରୟ କରିବା ରେ ମଧ୍ୟ ତାଙ୍କୁ ଖୁସି ଲାଗୁଚି କାରଣ ଏପରି ଅସମୟ ରେ ସେ ନିଜ ପରିବାର କିପରି ଚାଲିବ ତାହା କୁ ଧ୍ୟାନ ଦେଇଛନ୍ତି | ତେଣୁ କିଛି ନା କିଛି କାମ କରି କିପରି ରୋଜଗାର କରିବେ ଏହା କୁ ସେ ବିଶେଷ ଧ୍ୟାନ ଦେଉଛନ୍ତି |

ନିଜ ର କାମ କୁ ନେଇ ସୋଲଙ୍କି ଙ୍କ ର ବିଚାର ବେଶ ଉଚ୍ଚ କୋଟିର ଅଟେ | ଏବଂ ସେ ଏହା ମଧ୍ୟ କହିଛନ୍ତି କି ଯଦି ଆଜି ଯଦି ଲକଡାଉନ ନ ଥାନ୍ତା ତେବେ ସେ ଅନ୍ୟ କିଛି ଜରୁରୀ କାମ କରିଥାନ୍ତେ | ତିତଲି , କଡ଼ବି ହବା , ସୋନଚିଡିୟା , ଡ୍ରିମ ଗାର୍ଲ ପରି ଅନେକ ଫିଲ୍ମ ରେ କାମ କରିଛନ୍ତି | ଭବିଷ୍ୟତ ର କଥା ଦେଖିଲେ ସେ ଏକ ୱେବ ସିରିଜ ରେ କାମ କରିବେ | ଏବଂ ଏହି ୱେବ ସିରିଜ ର ନାମ ତାଣ୍ଡବ ଅଟେ କିନ୍ତୁ ବର୍ତମାନ ଏହା ର ନାମ ଅବ ଦିଲ୍ଲୀ |