ରାତି ସମୟରେ ସ୍ତ୍ରୀ ନିଜ ସ୍ୱାମୀ କୁ କହିଲେ ‘ଆଜି ଜମା ପୂରେଇବନି କାହିଁକି ନା କଲି ରାତିରେ ତମେ ତ ପୂରେଇକି ସୋଇ ପଡିଲ କିନ୍ତୁ ମୁଁ ରାତିସାରା’

ଆଜିର ଯୁଗରେ ଲୋକମାନେ ଟଙ୍କା ରୋଜଗାର କରିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେମାନେ ନିଜେ ନିଜ ପାଇଁ ସମୟ ଟିକିଏ ବାହାର କରିପାରୁନାହାନ୍ତି | ମଣିଷ କିଛି ସମୟ ଖୁସିରେ ଅତିବାହିତ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ |ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ | ଆଜିକାଲି ଟିଭିରେ ମଧ୍ୟ କମେଡି ଶୋ ଗୁଡିକ ପରିବେଷିତ ହେଉଅଛି | କିନ୍ତୁ ଏଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ପାଖରେ ସମୟ ନାହିଁ | ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ହସକଥା ଆଣିଛୁ ,ଯାହାକୁ ପଢିଲା ପରେ ଆପଣଙ୍କ ହସ ଆପେଆପେ ବାହାରିଯିବ |

ଜୋକ : ୧
ଡାକ୍ତର ରୋଗୀ ଙ୍କୁ – ରାତିରେ ଟେନସନ ସାହିତ ଶୋଇବା ଉଚ୍ଚିତ ନୁହେଁ …
ରୋଗୀ – ତେବେ ତାକୁ ବାପଘର ପଠେଇଦେବି କି ?

ଜୋକ : ୨
କ୍ରିକେଟ ର ଏମ୍ପାୟାର ଓ ସ୍କୁଲ ର ଶିକ୍ଷକ ମଧ୍ୟରେ କଣ ସମାନତା ରହିଛି ?
ଏମାନଙ୍କ କିଛି କାମ ନାହିଁ ,ଠିଆ ହେଇକି ଖାଲି ଆଙ୍ଗୁଳି ଦେଖେଇଥାନ୍ତି |

ଜୋକ : ୩
ପତ୍ନୀ ବଜାରରୁ ଘରକୁ ଆସିଲା ପରେ ପତ୍ନୀ ହାତରେ ଥିବା ବ୍ୟାଗକୁ ଦେଖି ସ୍ୱାମୀ କହିଛନ୍ତି..

ସ୍ୱାମୀ- ମୁଁ ଭାବୁଛି ଯେ ଏହି ବ୍ୟାଗରେ ମୋର କିଛି ଖାଇବା ଜିନିଷ ନିହାତି ଥିବ |
ପତ୍ନୀ- ତୁମେ ଠିକ୍ ଭାବିଛ , ଏଥିରେ ମୋର ନୂଆ ଚପଲ ଅଛି |

ଜୋକ : ୪
ବିଛଣା ରେ ଚା’ ଓ ପ୍ରେମରେ ଧୋକା ହିଁ ମଣିଷର ଆଖି ଖୋଲିବାରେ ସାହାର୍ଯ୍ୟ କରିଥାଏ |
ଜୋକ : ୫
ମାଆ ପୁଅକୁ -କଣ ପାଇଁ ତୁ କାନ୍ଦୁଛୁ ?
ପୁଅ -ବାପା ମୋତେ ଆଜି ଚୁମା ଦେଲେ ନାହିଁ |
ମାଆ – ତୁ ପଣିକିଆ ଠିକ ଭାବେ ଡାକି ନଥିବୁ |
ପୁଅ – ତାହେଲେ ସେ ଚାକରଣୀ ମଧ୍ୟ ଡାକି ଜାଣିନି…..

ଜୋକ : ୬
ରାତିରେ ଶୋଇବା ପୂର୍ବରୁ ସତୀ ସ୍ୱାମୀ କୁ କହୁଛନ୍ତି ,
ସ୍ତ୍ରୀ- “ଆଜି ଜମା ପୂରେଇବନି, କଲି ତମେ ସେମିତି ପୂରେଇକି ଶୋଇପଡିଲ, ମୁଁ ରାତିସାରା ଯନ୍ତ୍ରଣା ରେ ଛଟପଟ ହେଉଥିଲି,
ସ୍ୱାମୀ- ମୁଁ ତୁମକୁ ଆଗରୁ କହୁଛି ଯେ ଆଖିରେ ଆଇଡ୍ରପ ଜମା ପୁରାଅ ନି ଏଇଟା ଭଲ ନୁହେଁ ତମେ ମୋ କଥା ଶୁଣିଲାନି |