ବିଗତ ଦିନ ରେ ଅପରାଧର ଏକ ମାମଲା ବୁଲନ୍ଦସହର ରେ ଦେଖିବା କୁ ମିଳିଛି I ଉତ୍ତରପ୍ରଦେଶ ର ବୁଲନ୍ଦସହର ରେ ଏପରି ଏକ ମାମଲା ଯାହା ଜାଣିଲେ ଆପଣଙ୍କ ର ହୋସ ଉଡିଯିବ I ଏହି ମାମଲାରେ ଜଣେ ବିଧବା ମହିଳା ଙ୍କର ବଳାତ୍କାର ପରେ ହତ୍ୟା କରାଯାଇଛି I ଏବଂ ଏହି ଅଘଟଣଟି ବେଶ ଚର୍ଚାରେ ରହିଛି I ଏହି ମାମଲା ରେ ଅର୍ଧ୍ୱନଗ୍ନ ଅବସ୍ଥା ରେ ମହିଳା ଙ୍କ ର ଶବ ଉଦ୍ଧାର ହେଇଚି I ଏହି ମହିଳା ଙ୍କ ସହ ବଳାତ୍କାର କରାଯିବା ପରେ ତାଙ୍କ ର ହତ୍ୟା କରାଯାଇଛି I
ଏହି ମାମଲା ର ପୁରା ସୂଚନା ପୋଲିସ କୁ ଦିଆ ଯାଇଥିଲା ଓ ଘଟଣା ସ୍ଥାନ କୁ ଫରେନସିକ ଟିମ ମଧ୍ୟ ଆସି ପହଞ୍ଚିଥିଲା ବର୍ତମାନ ମଧ୍ୟ ପୋଲିସ ଏହି ଘଟଣା ର ଯାଞ୍ଚ ଜାରି ରଖିଛି i ଶବ ର ପୋଷ୍ଟମଟମ ରିପୋର୍ଟ ଆଧାର ରେ ହିଁ ପୋଲିସ ତଦନ୍ତ ଜାରି କରିବ I ଏହି ମାମଲା ରେ ମହିଳା ଙ୍କ ର ଶଶୁର କହିଛନ୍ତି ବିଗତ ଗୁରୁବାର ରାତି ରେ ଘର ପାଖ ରେ ଥିବା ଘର କୁ ଶୋଇବା କୁ ଯାଇଥିଲେ I ଏବଂ ଶୁକ୍ରବାର ସକାଳୁ ସେ ପହଁଚି ଦେଖନ୍ତି କି ତାଙ୍କ ବୋହୁ ଘରେ ଅର୍ଧ୍ୱନଗ୍ନ ଅବସ୍ଥା ରେ ମୃତ ପଡ଼ିରହିଛି I ଓ ପୁଅ ଭିତରେ ସୋଇଛି I
ଏହା ପରେ ଉକ୍ତ ବ୍ୟକ୍ତି ସଂଗେ ସଂଗେ ପୋଲିସ ଙ୍କୁ ଏହି ବିଷୟ ରେ ସୂଚନା ଦେଇଥିଲେ I ସୂଚନା ପାଇବା ମାତ୍ରେ ଘଟଣା ସ୍ଥାନ ରେ ପୋଲିସ ଅଧିକାରୀ ଆସି ପହଂଚିଥିଲେ I ଏବଂ ମହିଳା ଙ୍କ ର ଶବ ପୋଷ୍ଟମଟମ ପାଁଇ ପଠାଇଥିଲେ I