ରାତିରେ ଏହିଭଳି ମେସେଜ ପାଇଁ ଝିଅ ମାନେ ଅପେକ୍ଷା କରିଥାନ୍ତି

ଝିଅମାନେ ତାଙ୍କ ଜୀବନ ଶୈଳୀ କୁ ନେଇକି ବେଶ ସଜାଗ ରହିଥାନ୍ତି I ସେ ତାଙ୍କ ପାର୍ଟନରକୁ ନେଇକି ସର୍ବଦା ଅଧିକ ଚିନ୍ତାରେ ଥାନ୍ତି I ଏପରିକି ଦିନ ତମାମ ସେ ତାଙ୍କ ପାର୍ଟନର ସହ ବିତାଇଥିଲେ ମଧ୍ୟ ରାତ୍ରରେ ଶୋଇବା ପୂର୍ବରୁ ତାଙ୍କର ଏକ ମେସେଜ ର ଅପେକ୍ଷାରେ ଥାନ୍ତି I ତେବେ ଆଜି ଆସନ୍ତୁ ଜାଣିବା କିପରି ମେସେଜ ର ଅପେକ୍ଷାରେ ଥାନ୍ତି ଝିଅମାନେ I

ଯେତେବେଳେ ପ୍ରେମିକ ତା ପ୍ରେମିକକୁ ଘରେ ଛାଡି ଆସେ ତ ଝିଅ ମାନେ ଏହି ଚିନ୍ତାରେ ଥାନ୍ତି କି ତାଙ୍କ ମେସେଜ କେତେବେଳେ ପହଂଚିବା ଏବଂ ଏହି ଚିନ୍ତାରେ କିଛି ସମୟ ବ୍ୟବଧାନରେ ଫୋନ ରେ କିମ୍ବା ମେସେଜ ପଚାରନ୍ତି ପହଁଚିଲା କି ନାହିଁ ?

ଦିନ ତମାମ ନିଜ ପାର୍ଟନର ସହ ବିତାଇବା ପରେ ଘରକୁ ଯାଇକି ସେ ଏହି ଆପେକ୍ଷେରେ ଥାନ୍ତି କି , ତାଙ୍କ ପାର୍ଟନର କୁ ତାଙ୍କ ପିନ୍ଧିଥିବା ଡ୍ରେସ କିପରି ଲାଗିଲା I ଏହି କଥାର ଉତର ରେ ସେ ସର୍ବଦା ତାଙ୍କ ପ୍ରଶଂସା ଶୁଣିବାକୁ ହିଁ ପସନ୍ଦ କରିଥାନ୍ତି ଆଉ ଯଦି ସେ ସମୟରେ ତାଙ୍କ ପାର୍ଟନର ତାଙ୍କୁ ମନା କରିଦିଏ ତ ଆଉ ନ ପଚାରିବା ଭଲ କଣ ଯେ ହବ I

ଦୁହେଁ ଦୁହିଁଙ୍କୁ ଦେଖା ହେବ ପରା ମୁହୁର୍ତରେ ହିଁ ସେ ଏହି ମେସେଜ ର ଅପେକ୍ଷାରେ ଥାନ୍ତି କି ପୁଣି ସେ କେବେ ଦେଖା ହେବେ I