ରାତିରେ ବିନା କପଡ଼ାରେ ଶୋଇବା ଦ୍ୱାରା ହେଇଥାଏ ଏହି ୧୦ଟି ବଡ ଫାଇଦା, ଛଅ ନମ୍ବର ଫାଇଦା ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ବିନା କପଡା ରେ ଶୋଇବା ଉଚିତ କି ନୁହେ ଏହା ଲୋକେ କେବେ ଚିନ୍ତା କରିନାହାନ୍ତି , କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ କି କପଡା ପିଂଧିକି ଶୋଇବା ଓ ବିନା କପଡା ରେ ଶୋଇବା ରେ ଅନେକ ଫରକ ରହିଛି I ଅନେକ ଲୋକ ଙ୍କ ର ଏପରି ରହିଛି କି ସେମାନେ ଯେତେ ଚେଷ୍ଟା କରିଲେ ବି ନିଦ ହେଇ ନ ଥାଏ I ତେବେ ସ୍ଵାସ୍ତ୍ୟ ବିଶେଷଜ୍ଞ ଙ୍କ ର କହିବା ଅନୁସାରେ ଏହା ହେଉଛି କପଡା ପିଂଧିକି ଶୋଇବାର କାରଣ I ତେବେ ବିନା କପଡା ରେ ଶୋଇବା ଦ୍ୱାରା ଶରୀର ର ତାପ କମ ରହିଥାଏ ଓ ନିଦ ବି ଭଲ ହେଇଥାଏ I

ତେବେ ଚାଲନ୍ତୁ ଜାଣିବା କଣ ରହିଛି ଫାଇଦା ବିନା କପଡା ରେ ଶୋଇବା କୁ ନେଇ-
1.ପୁରା ଦିନ ଟାଇଟ କପଡା ପିନ୍ଧିବା ଦ୍ୱାରା ଆମ ଚର୍ମ ରେ ଠିକ ରେ ପବନ ବାଜି ନ ଥାଏ I ଏପରି କ୍ଷେତ୍ରରେ ବିନା କପଡା ରେ ଶୋଇବା ଦ୍ୱାରା ଭଲ ନିଦ ହେଇଥାଏ ଓ ଚର୍ମ ରେ ପବନ ବାଜିଥାଏ I

2.ରାତି ରେ ବିନା କପଡା ରେ ଶୋଇବା ଦ୍ୱାରା ରକ୍ତ ସଂଚାଳନ ସଠିକ ହେଇଥାଏ I

3.ଟାଇଟ କପଡା ପିନ୍ଧି ଯେଉଁ ଦାଗ ହେଇଯାଇଥାଏ ଏଥିରୁ ରକ୍ଷା ମିଳିଥାଏ I

4.ଆମ ର ହାତ ଗୋଡ଼ ର ପବନ ବାଜିଥାଏ ଯାହାଫଳରେ କି ଝାଳ ବହିନଥାଏ , କିନ୍ତୁ ଭିତର ଅଙ୍ଗ ଗୁଡିକ କପଡା ଢାଙ୍କି ହେଇ ରହିବା ଦ୍ୱାରା ଝାଳ ବୋହିଥାଏ I ଏବଂ ବିନା କପଡା ରେ ଶୋଇବା ଦ୍ୱାରା ଏହି ବ୍ୟାକ୍ଟେରିଆ ରୁ ମୁକ୍ତି ମିଳିଥାଏ I

5.ବିନା କପଡା ରେ ସୋଉଥିବା ମହିଳା ଇଷ୍ଟ ଇନଫେକ୍ସନ ରୁ ରକ୍ଷା ପାଇପାରିବେ I

6.ଏକ ସର୍ବେ ଅନୁସାରେ 57% ଲୋକେ ନିଜ ପାର୍ଟନର ଙ୍କ ସହ ବିନା କପଡା ରେ ହିଁ ସୋଇଥାନ୍ତି ଏବଂ ସେମାନଙ୍କ ର ବୈବାହିକ ଜୀବନ ଅଧିକ ସୁଖଦ ରହିଥାଏ I

7.ବିନା କପଡା ରେ ଶୋଇବା ଦ୍ୱାରା ଶରୀର ର ତାପମାତ୍ରା ସନ୍ତୁଳିତ ରହିଥାଏ I

8.ବିନା କପଡା ରେ ଶୋଇବା ଦ୍ୱାରା ଚର୍ମ ବି ଅନେକ ଅଧିକ ବୟସ ପର୍ଯ୍ୟନ୍ତ ସତେଜ ରହିଥାଏ I

9.ବିନା କପଡା ରେ ଶୋଇବା ଦ୍ୱାରା ଆମର ଅଭ୍ୟନ୍ତରୀଣ ଅଙ୍ଗ ସୁସ୍ଥ ରହିଥାଏ I

10.ଗରମ ଦିନ ରେ ବିନା କପଡା ରେ ଶୋଇବା ଦ୍ୱାରା ଆମ ଶରୀର ର କୁ ଆରାମ ମିଳିଥାଏ I