ରାତିରେ କ୍ଷୀର ପିଇବା ସମୟରେ ମିଶାଇ ଦିୟନ୍ତୁ ଏହି ଗୋଟିଏ ଜିନିଷ, ସ୍ତ୍ରୀ ବେଡ଼ରୁମରେ ହେଇଯିବେ ଖୁସି…

କ୍ଷୀର ଆମ ଜୀବନ ରେ ଏକ ମହତ୍ବପୂର୍ଣ ଖାଦ୍ୟ ଅଟେ, କିନ୍ତୁ କ୍ଷୀର ମଧ୍ୟ ନିଜ ଭିତରେ ପୁର୍ଣ ନୁହଁ ଯେବେ ପର୍ଯ୍ୟନ୍ତ ଏହା ଭିତରେ ଥିବା ପୋଷାକ ତତ୍ୱ କୁ ଆହୁରି ବି ଅନେକ ଗୁଣ ବଢ଼ାଇ ନ ଦିଆ ଯାଏ, ତେବେ ଏହାର ପୋଷାକ ତତ୍ୱ କୁ ଆହୁରି ବେଶୀ ବଢାଇବା କିପରି? ଏହା ମଧ୍ୟ ଭାବିବା କଥା| ଏହା ଭାବିବା ଦାଇତ୍ୱ ଏବେ ଆମର, କାରଣ ଆମେ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ଗୁଣା ଲାଭ ପ୍ରଦାନ କରିବ | ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଏହାର ଅନେକ ପ୍ରଭାବ ଦେଖା ଯିବ | ତେବେ ଆସନ୍ତୁ ଜାଣିବା |

ତେବେ ସରଳ ଓ ଶସ୍ତା ଉପାୟ ହାଉଛି କ୍ଷୀର ସହ ଖଜୁରୀ ର ସେବନ କରିବା | କ୍ଷୀରରେ ମାତ୍ର ଦୁଇଟି ଖଜୁରୀ ମିଶାଇ ରାତିରେ ପି ଦିୟନ୍ତୁ, ଏହା ଆପଣଙ୍କୁ ଏତେ ଗୁଡ଼େ ଲାଭ ଦେବ ଯାହା ଆପଣ କେବେବି କଳ୍ପନା କରିନଥିବେ | ଏହା ଆପଣଙ୍କୁ ଯାହା ଲାଭ ଦେବ ତାହା ଆଜି ଆମେ ଏଇଠି କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା

ସବୁଠାରୁ ବଡ଼ ଫାଇଦା ବେଡ଼ରୁମରେ ନିଜ ପାର୍ଟନରଙ୍କ ସହ ଆପଣ ଶାରୀରିକ ସମ୍ପର୍କର ଭରପୁର ଆନନ୍ଦ ନେଇପାରିବେ | କାରଣ ଏହାର ସେବନ ଦ୍ୱାରା ଗୁପ୍ତାଙ୍ଗରେ ରକ୍ତ ସଞ୍ଚାଳନ ଅଧିକ ସ୍ପିଡ଼ ରେ ହୋଇଥାଏ ଓ ଏହା ଆପଣଙ୍କୁ ଷ୍ଟାମିନା ବି ଦେଇଥାଏ ଯାହା ଦ୍ୱାରା ଆପଣଙ୍କ ବେଡ଼ରୁମ ଜୀବନ ସୁଖମୟ ହୁଏ ଓ ସାଥି ସର୍ବଦା ଚରମ ସୁଖ ଲାଭ କରନ୍ତି |

1.ଯଦି କୌଣସି ଦୁର୍ବଳ ଓ କମ ଓଜନ ର ବ୍ୟକ୍ତି ଏହି ଖାଦ୍ୟ ସେବନ କରିଥାନ୍ତି ଏହା ଦ୍ୱାରା ସେମାନେ ସୁସ୍ଥ ହେବା ସହ ତାଙ୍କ ଶରୀର ର ଓଜନ ମଧ୍ୟ ବୃଦ୍ଧି ହେଇଥାଏ I

2. ଏହା ଶ୍ୱାସନ ତନ୍ତ୍ର କୁ ମଧ୍ୟ ଫିଟ ରଖିଥାଏ I ଏହା ର ସେବନ ଦ୍ୱାରା ଆସ୍ଥମା ରୋଗୀ ମଧ୍ୟ ଉପଶମ ପାଇପାରିଥାନ୍ତି I

3.ଏହା ର ସେବନ ଦ୍ୱାରା କ୍ୟାଲସିୟମ,ପ୍ରଚୁର ପରିମାଣ ରେ ଶରୀର କୁ ମିଳିଥାଏ I ଯାହା ଦ୍ୱାରା କି ଆପଣ ଙ୍କର ଦାନ୍ତ ଗୁଡିକ ମଜବୁତ ରହିଥାଏ I ଏହା ସହ ଆପଣ ଙ୍କ ର ହାଡ଼ ଗୁଡିକ ମଧ୍ୟ ମଜବୁତ ହେଇଥାଏ I

4.ଏହା ଶରୀରରେ ରକ୍ତ ର ମାତ୍ରା କୁ ଯଥେଷ୍ଟ ବୃଦ୍ଧି କରିଥାଏ I ତେଣୁ ଆପଣ ଏମିନିୟା ପରି ରୋଗ ରୁ ରକ୍ଷ୍ୟା ପାଇପାରିଥାନ୍ତି I