ରାତିର ନିଜ ଜୋଇଁ ପୁଅ ସହ ଅନ୍ଧାରରେ ଅନୈତିକ ସମ୍ବନ୍ଧ ରଖୁଥିଲେ ଶାଶୁ ମା, ଝିଅ ହଟାତ ଆସି ଜଳାଇଦେଲେ ଲାଇଟ

ଆଜିକାଲି ଅପରାଧିକ ମାମଲା ଦିନ କୁ ଦିନ ବଢିବା ରେ ଲାଗିଛି | ତେବେ ବିଗତ ଦିନରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣ ବି ଜାଣିଲେ ଆଶ୍ଚଯ୍ୟ ହେବେ I ଘଟଣା ଟି ଗୋରଖ ପୁର ଅଂଚଳ ର ଅଟେ I ଏଠାରେ ୟୁପିର ଏକ କଳିଯୁଗର ମା ନିଜର ବି ଝିଅର ସ୍ୱାମୀ ସହ ଖରାପ ସମ୍ବନ୍ଧ ରହିଛି |

ଏହି ମାମଲା ରେ ମା ନିଜର ନିରୀହ ଝିଅର ଜୀବନ ବି ନେଇଯାଇଛି I ଏହି ଘଟଣା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଏଠାରେ ଜଣେ ମହିଳା ନିଜର ଜୋଇଁଙ୍କ ସହ ଅଵେଧ୍ୟ ସମ୍ବନ୍ଧ ରେ ଥିଲେ I ଦୁହେଁ ଦିନ ଓ ରାତିରେ ସମ୍ବନ୍ଧ ରଖୁଥିଲେ କିନ୍ତୁ ଦିନେ ତାଙ୍କ ଝିଅ ନଜର ରେ ଏହି ଘଟଣା ଆସିଯାଇଥିଲା I

ତେଣୁ ବିଗତ ଶୁକ୍ରବାର ଦିନ ଦୁହେଁ ବିଛଣା ରେ ଅନୈତିକ ସମ୍ବନ୍ଧ ରଖିବା ସମୟ ରେ ଆପତ୍ତିଜନକ ଅବସ୍ଥା ରେ ଥିବା ସମୟ ରେ ତାଙ୍କ ଝିଅ ଦେଖିଦେଇଥିଲେ I ଏବଂ ଜୋର ଜୋର ରେ ପାଟି କରିଥିଲେ ଏବଂ ସେ ଦୁହେଁ ଡରିଯାଇ ଝିଅ ଟି କୁ ହତ୍ୟା କରିଛନ୍ତି I ପୋଲିସ ଦୁଇ ଆରୋପି ଙ୍କୁ ଗିରଫ କରିଛି| ଏହି ଘଟଣା ସବୁ ଆମକୁ ଜଣେଇ ଦେଉଛି କି କଳିଯୁଗ ଶେଷ ହେବାକୁ ଆସିଲାଣି |