ଏହା ତ ଆପଣ ଜାଣିଥିବେ ପ୍ରତୋକ ଘରେ ତୁଳସୀ ପତ୍ର ର ବିଶେଷ ମହତ୍ୱ ରହିଛି I ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ ଏହି ତୁଳସୀପତ୍ର I ତେବେ ଏହି ତୁଳସୀ ର ଅନେକ ଲାଭକାରୀ ଗୁଣ ମଧ୍ୟ ରହିଛି I ହିନ୍ଦୁ ଧର୍ମ ରେ ପ୍ରତୋକ ଘରେ ଏହି ତୁଳସୀ ଗଛ ର ପୂଜା ମଧ୍ୟ କରାଯାଇଥାଏ I
ତୁଳସୀ ର ଅନେକ ଆଧ୍ୟାତ୍ମିକ ମହତ୍ୱ ସହ ଏହା କୁ ଆୟୁର୍ବେଦ ରେ ମଧ୍ୟ ସ୍ଥାନ ଦିଆ ଯାଇଛି I ତେବେ ଏହି ତୁଳସୀ ପତ୍ର ର ବ୍ୟବହାର ରେ ଆପଣ ଙ୍କ ର ଭାଗ୍ୟ ରେ ମଧ୍ୟ ଅନେକ ପରିବର୍ତନ ଆସିଥାଏ I
ତେବେ ଚାଲନ୍ତୁ ଜାଣିବା ଏହି ତୁଳସୀପତ୍ର ର ବ୍ୟବହାର I ଯଦି ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି , ବ୍ୟବସାୟ ରେ କ୍ଷତି ସହିବାକୁ ପଡୁଛି , ତେବେ ରାତି ରେ ଶୋଇବା ସମୟ ରେ ତକିଆ ତଳେ ଚାରି ଗୋଟି ପତ୍ର ରଖି ଦିଅନ୍ତୁ I
ସକାଳୁ ଏହି ଚାରି ଗୋଟି ପତ୍ର ରୁ ଦୁଇଟି ପତ୍ର ଚୋବାଇ ଖାଇ ଦିଅନ୍ତୁ ଓ ଆଉ ଦୁଇଟି ପତ୍ର କୁ ଦାଇତ୍ୱ ରେ ରଖନ୍ତୁ I ଏପରି ମାନ୍ୟତା ରହିଛି କି ତୁଳସୀପତ୍ର ରୁ ସର୍ବଦା ସକାରାତ୍ମକ ଉର୍ଜା ପ୍ରଭାବିତ ହେଇଥାଏ I