ରାତିରେ ଶୋଇବା ସମୟରେ କ୍ଷୀର ଏହି ଜିନିଷ ମିଶାଇ ପି ଦିୟନ୍ତୁ କିଛି ଦିନ ମଧ୍ୟରେ ଆସିଯିବ ଘୋଡା ପରି ଶକ୍ତି

କ୍ଷୀର ଏକ ଅପାରଦର୍ଶୀ ଧଳା ଖାଦ୍ୟ ଦ୍ରବ୍ୟ ଅଟେ I କ୍ଷୀର ରେ ଅନେକ ପୋଷକତତ୍ୱ ରହିଥାଏ I ଏକ ନବଜାତ ଶିଶୁ ମଧ୍ୟ ଯେ ପର୍ଯ୍ୟନ୍ତ ବଡ଼ ନ ହେଇଚି ସେ କ୍ଷୀର ସେବନ କରିଥାଏ I କ୍ଷୀର ରେ 85 ପ୍ରତିସଦ ଜଳ ରହିଛି I

ବର୍ତମାନ ସମୟ ରେ ଲୋକ ଙ୍କ ର ଖରାପ ଖାଦ୍ୟ ସେବନ କୁ ନେଇ ଶରୀର କମଜୋର ହେଇଯାଉଛି I ଏବଂ ଶରୀର ର ଶାରୀରିକ ଶକ୍ତି ମଧ୍ୟ କମଜୋର ହେଇଯାଉଛି I ତେଣୁ ଲୋକେ ନିଜ ଶରୀର କୁ ମଜବୁତ କରିବାକୁ ଭିଟାମିନ ଔଷଧ ର ସେବନ କରିଥାନ୍ତି I କିନ୍ତୁ ଏହା କିଛି ଲାଭପ୍ରଦ ହେଇ ନ ଥାଏ I

ଆଜି ଆମେ ଆପଣ ଙ୍କୁ କିଛି ଏପରି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ର 7 ଦିନ ବ୍ୟବହାର କରି ଆପଣ ବିଶେଷ ରୂପେ ଲାଭବାନ ହେଇପାରିବେ I

କଣ ଏହି ଜିନିଷ
ଆଜି ଆମେ ଯେଉଁ ଜିନିଷ ବିଷୟ ରେ କହିବାକୁ ଯାଉଛୁ ଏହା ହେଉଛି ମୁଲେଠି I ମୁଲେଠି ରେ ଆୟୁର୍ବେଦ ର ଅନେକ ଔଷଧୀୟ I ମୁଲେଠି ଶରୀର ର ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ I ଏବଂ ପୁରୁଷତ୍ୱ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ I ଅନେକ ପ୍ରାଚୀନ ସମୟ ରୁ ଲୋକେ ମୁଲେଠି ର ବ୍ୟବହାର କରି ଆସୁଛନ୍ତି I

ଆପଣ ରାତି ରେ ଶୋଇବା ପୂର୍ବ ରୁ ଏକ ଚାମଚ ମୁଲେଠି ପାଉଡର ରେ ଏକ ଗ୍ଲାସ କ୍ଷୀର ମିଶାଇ ସେବନ କରନ୍ତୁ I ଏପରି 7 ଦିନ ସେବନ କରିବା ଦ୍ୱାରା ଆପଣ ଙ୍କ ର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହେଇଥାଏ I