ଆଜିକା ସମୟ ରେ ପ୍ରତୋକ ଲୋକେ ଗୋରା ହେବାକୁ ଇଚ୍ଛା କରିଥାନ୍ତି I ଆଜିକା ସମୟ ରେ ପ୍ରତୋକ ଲୋକେ ଗୋରା ଓ ସୁନ୍ଦର ହେବା ର ଆଶା ନେଇ ଅନେକ ବ୍ୟୁଟି ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି I ସୁନ୍ଦରତା କୁ ନେଇ ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ରେ ପରିବର୍ତନ ଆସିଥାଏ I କିନ୍ତୁ ବଜାର ରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟ ଶରୀର ପାଁଇ ବିଶେଷ ରୂପେ ହାନିକାରକ ହେଇଥାଏ I ଆଜି ଆମେ ଆପଣ ଙ୍କୁ ଏହିପରି କିଛି ଜିନିଷ ବିଷୟ ରେ କହିବା କୁ ଯାଉଛୁ I ଯାହା ର ବ୍ୟବହାର ରେ ଆପଣ ନିଜ ତ୍ୱଚା କୁ ଗୋରା ଓ ସୁନ୍ଦର କରିପାରିବେ I
ଚେହେରା ର କଳା ରଙ୍ଗ ଓ ଚେହେରା ରେ ଥିବା ଦାଗ କୁ ଦୂର କରିବା କୁ ହେଲେ ଆମେ ଆପଣ ଙ୍କୁ କିଛି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ I ଏହି ଘରୋଇ ଉପଚାର ଆପଣ ଙ୍କ ପାଁଇ ବିଶେଷ ରୂପେ ଲାଭକାରୀ ହେଇପାରେ I ଏବଂ ଆପଣ ଅନ୍ୟ ଲୋକ ଙ୍କ ସମୁଖ ରେ ନିଜ ର କଳା ରଙ୍ଗ କୁ ନେଇ ଆଉ ଖରାପ ଅନୁଭବ କରିବେ ନାହିଁ I
ଆଜି ର ଏହି ଉପାୟ ରେ ମାତ୍ର 2 ବୁନ୍ଦା ର ବ୍ୟବହାର କରି ଆପଣ ନିଜ କୁ ଗୋରା କରିପାରିବେ I ଆପଣ ଡାଲଚିନି ର ବ୍ୟବହାର ତ କରିଥିଲେ I ଅଧିକାଂଶ ଖାଦ୍ୟ ଆଦି ରୋଷେଇ ସମୟ ରେ ଆପଣ ଡାଲଚିନି ର ବ୍ୟବହାର କରିଥିଲେ I
ପ୍ରଥମେ ଡାଲଚିନି କୁ ପାଉଡର କରନ୍ତୁ ସେଥିରେ ମହୁ ମିଶାନ୍ତୁ ଏବଂ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ I ଏବଂ ରାତି ରେ ଏଥିରେ 2 ବୁନ୍ଦା ନେଇ ଶରୀର ରେ ଥିବା କଳା ଦାଗ ରେ ଲଗାଇ ଦିଅନ୍ତୁ I ଏହା କୁ ଲଗାଇବା ର 20 ମିନିଟ ପରେ ପାଣି ରେ ଧୋଇ ଦିଅନ୍ତୁ I କିଛି ଦିନ ର ବ୍ୟବହାର ପରେ ଦେଖିବେ ଆପଣ ଙ୍କ ର ଚେହେରାର ସବୁ ଦାଗ ସମସ୍ୟା ଦୂର ହେଇଯିବ I