ଭାରତ ଏକ ଏପରି ଦେଶ ଯେଉଁଠାରେ ପତି ପତ୍ନୀ ଙ୍କ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ I ଏହିପରି ରୁଷ ରେ ଜଣେ ମଡେଲ ମଧ୍ୟ କୌଣସି ଜଣେ ଭାରତୀୟ ଯୁବକ ଙ୍କ ସହ ବିବାହ କରିବା କୁ ଇଚ୍ଛା କରିଛନ୍ତି I କିନ୍ତୁ ରୁଷ ର ଏହି ସୁନ୍ଦରୀ ଯୁବତୀ ବିବାହ ପାଁଇ କିଛି ସର୍ତ୍ତ ରଖିଛନ୍ତି i
ବିଗତ ଦିନ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବେଶ ଭାଇରଲ ହେଇଚି I ଏହି ଭିଡିଓ ରେ ରୁଷ ର ଜଣେ ମଡେଲ ଜଣେ ଭାରତୀୟ ଯୁବକ ଙ୍କୁ ବିବାହ କରିବା କୁ ଇଚ୍ଛା କରିଛନ୍ତି I ଏହି ରୁଷ ର ଯୁବତୀ ଙ୍କୁ କୌଣସି ସାଧାରଣ ମଡେଲ ନୁହନ୍ତି ସେ ଜଣେ ଫେମସ ମଡେଲ ଅଟନ୍ତି I ତାଙ୍କ ନାମ ଏନା ଅଟେ I
ଏନା ରୁଷ ର ଏପରି ମଡେଲ ଅଟନ୍ତି ଯିଏ କି ସୁନ୍ଦର ତ ଅଟନ୍ତି କିନ୍ତୁ ବହୁତ ସ୍ମାର୍ଟ ଅଟନ୍ତି I ଏବଂ ସେ 70 କୋଟି ଟଙ୍କା ର ମାଲିକାଣି ଅଟନ୍ତି I ତାଙ୍କୁ ଯେଉଁ ଭାରତୀୟ ଯୁବକ ବିବାହ କରିବ ସେ ତାଙ୍କ ର ସବୁ ସମ୍ପତି ସେହି ଯୁବକ ଙ୍କୁ ଦାନ କରି ଦେବେ I
ମିଡ଼ିଆ ତରଫରୁ ଏନା ଙ୍କୁ ପଚରାଯାଇଥିଲା ସେ କାହିଁକି ଜଣେ ଭାରତୀୟ ଯୁବକ ଙ୍କୁ ବିବାହ କରିବା କୁ ଚାହୁଁଛନ୍ତି ତ ଏନା ଉତ୍ତର ଦେଇଥିଲେ ସଭ୍ୟତା ଓ ସଂସ୍କୃତି ସବୁ ଦେଶ ରେ ଅଲଗା ଅଟେ I ତେଣୁ ଭାରତ ର ଯୁବକ ଥରେ ଯାହା ଙ୍କୁ ପ୍ରେମ କରନ୍ତି ସାରା ଜୀବନ ତାଙ୍କ ର ଜୀବନସାଥୀ ହେଇ ରହିଥାନ୍ତି I ଏହି ଭାରତୀୟ ଯୁବକ ମାନେ ସାରା ଜୀବନ ଖୁସି ରେ ତାଙ୍କ ବୈବାହିକ ଜୀବନ ଅତିବାହିତ କରିଥାନ୍ତି I
କିନ୍ତୁ ରସିୟା ର ପୁରୁଷ ମାନେ ବିବାହ କୁ ଏକ ଆବଶ୍ୟକ ମାତ୍ର ହିଁ ଭାବିଥାନ୍ତି I ନିଜ ର ଯୌନ ଇଚ୍ଛା ର ପ୍ରତି ପରେ ଏହି ରସିୟା ର ପୁରୁଷ ମାନେ ଝିଅ ଙ୍କ ଠାରୁ ଦୁରେଇ ଯାଇଥାନ୍ତି I କିନ୍ତୁ ଭାରତୀୟ ପୁରୁଷ ମାନେ ବିଶ୍ୱସ୍ତ ହେଇଥାନ୍ତି ଏବଂ ସଚୋଟ ପ୍ରେମ କରିଥାନ୍ତି I
ତେଣୁ ଏହିପରି ଭାରତୀୟ ଯୁବକ ଙ୍କୁ ହିଁ ବିବାହ କରିବା ଉଚିତ I ତେଣୁ ଯେଉଁ ଭାରତୀୟ ଯୁବକ ତାଙ୍କ ର ପୁରା ଜୀବନ ବିଶ୍ୱସ୍ତ ହେଇ ରହିବ ସେ ତାଙ୍କୁ ବିବାହ କରିବେ I ଅନେକ ଭାରତୀୟ ଯୁବକ ତାଙ୍କୁ ଯୋଗାଯୋଗ କରିବା କୁ ପ୍ରୟାସ କରିଛନ୍ତି I ଦେଖିବା କୁ ଗଲେ ଏନା ସୁନ୍ଦରତା ମାମଲା ରେ ଯେପରି ଲୋକପ୍ରିୟ ସେହିପରି 60 – 70 କୋଟି ଟଙ୍କା ର ମାଲିକ ମଧ୍ୟ ଅଟନ୍ତି I