ଫିଲ୍ମ ଅଗ୍ନିପଥ ରେ ରିତୀକ ରୋଶନ ଙ୍କର ଭଉଣୀ ଭୂମିକାରେ ଅଭିନୟ କରିଥିଲେ କନିକା, ଏବେ ଦେଖାଯାଉଛନ୍ତି ଏପରି

ଆପଣ 1990 ରେ ରିଲିଜ ହେଇଥିବା ଫିଲ୍ମ ଅଗ୍ନିପଥ ଦେଖିଥିବେ I ଏଥିରେ ଅମିତାଭ ବଚ୍ଛନ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏହା ପରେ 2012 ରେ ହେଇଥିବା ଅଗ୍ନିପଥ ଯାହା କୁ କରଣ ଜୋହର ନିର୍ମାଣ କରିଥିଲେ I ଏହି ଫିଲ୍ମ ଟି 1990 ମସିହା ର ରିମିକ ଅଟେ I

ଏହି ଫିଲ୍ମ ରେ ରୀତିକ ରୋଶନ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏଥିରେ ଦୀନାନାଥ ଚୌହାନ ମଧ୍ୟ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ ଏବଂ ପୂର୍ବ ଫିଲ୍ମ ରେ ତାଙ୍କ ସ୍ଥାନ ରେ ଅମିତାଭ ବଚ୍ଛନ ଥିଲେ I

ଏହି ଫିଲ୍ମ ରେ ସଞ୍ଜୟ ଦତ୍ତ ମୁକ୍ଷ୍ୟ ଭୂମିକା ରେ ଥିଲେ I ଏହି ଫିଲ୍ମ ରେ ଜଣେ ଯୁବତୀ ରୀତିକ ରୋଶନ ଙ୍କ ର ଭଉଣୀ ସିଖା ଭୂମିକା ରେ ଅଭିନୟ କରିଥିଲେ I ତାଙ୍କ ର ଅସଲି ନାମ କନିକା ଅଟେ I କିନ୍ତୁ ଶିଖା ବର୍ତମାନ ବହୁତ ବଦଳିଯାଇଛି I ଯେତେବେଳେ କନିକା ଅଗ୍ନିପଥ ରେ ନିଜ ର ଅଭିନୟ କରିଥିଲେ ତ ବହୁତ ସାନ ଥିଲେ I କିନ୍ତୁ ବର୍ତମାନ ବହୁତ ବଡ଼ ହେଇଯାଇଛନ୍ତି ଏବଂ ଦେଖିବାକୁ ମଧ୍ୟ ସେ ଖୁବ ସୁନ୍ଦର ଅଟନ୍ତି I

ସେହି ସମୟ ରେ 7000 ଯୁବତୀ ଙ୍କ ର ମଧ୍ୟ ରେ କନିକା ଙ୍କ ର ଚୟନ ହେଇଥିଲା I ତେବେ ଏହି ଫିଲ୍ମ କୁ ନେଇ କନିକା ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଥିଲେ Iସେହି ସମୟ ରେ ସେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ କିନ୍ତୁ ବର୍ତମାନ ସେ ଖୁବ ବଡ଼ ହେଇଯାଇଛନ୍ତି I ତାଙ୍କ ର ଜନ୍ମ ଭୋପାଲ ରେ ହେଇଥିଲା ଏବଂ ବର୍ତମାନ ସେ 21 ବର୍ଷ ବୟସ ର ହେଇଯାଇଛନ୍ତି I ଯେତେବେଳେ ଫିଲ୍ମ ଅଗ୍ନିପଥ ରେ କାମ କରିଥିଲେ ସେତେବେଳେ ସେ ମାତ୍ର 15 ବର୍ଷ ବୟସ ର ଥିଲେ I

2012 ମସିହା ରେ ଅଗ୍ନିପଥ ରେ କନିକା କାମ କରିବା ପରେ ତେଲୁଗୁ ଫିଲ୍ମ BOY MEETS GIRL 2014 ରେ ମଧ୍ୟ ଅଭିନୟ କରିଥିଲେ ଫିଲ୍ମ RANGAN STYLE 2014 ରେ ମଧ୍ୟ ସେ ଅଭିନୟ କରିଥିଲେ I ତାମିଲ ଫିଲ୍ମ AVI KUMAR 2015 ରେ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I

Share Your Comments Below