ରୋହିତ ଶର୍ମା ଙ୍କର କ୍ୟାପଟେନ ସିପରେ ଦେଖା ଦେଲା ଧୋନିଙ୍କ ବୁଦ୍ଧି ପ୍ରୟୋଗ; ଏହି 3ଟି ବଡ଼ ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ଥିଲେ I ସାରା ଭାରତ ର ଲୋକେ ଧୋନୀ ଙ୍କୁ ବେଶ ଭଲ ଭାବ ରେ ଜାଣିଛନ୍ତି I ସେ ବାଂଲାଦେଶ ବିପକ୍ଷ ରେ 3 ମ୍ୟାଚ ରେ ଟି 20 ସିରିଜ ରେ ଭାରତୀୟ ଟିମ କୁ 2-1 ରେ ଜିତାଇଥିଲେ I

ଏହି ସିରିଜ ରେ ବିରାଟ କୋହଲି ଙ୍କ ର ନ ଥିବା ସମୟ ରେ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ହେଇଥିଲେ ରୋହିତ ଶର୍ମା I ଏବଂ ସେ ଭାରତୀୟ ଟିମ କୁ ବିଜେତା ମଧ୍ୟ କରାଇଛନ୍ତି I ଏବଂ ଭାରତୀୟ ଟିମ ବିଜୟ ର କାରଣ ମଧ୍ୟ ହେଉଛନ୍ତି ରୋହିତ ଶର୍ମା I ତେବେ 3 ଗୋଟି ମ୍ୟାଚ ର ଟି 20 ଶ୍ରେଣୀ ରେ ଫାଇନାଲ ମ୍ୟାଚ ନାଗପୁର ରେ ଖେଳାଯାଇଥିଲା I ଭାରତୀୟ ଟିମ ବାଂଲାଦେଶ କୁ 30 ରନ ରେ ପରାଜିତ କରିଛି I ତେବେ ଏହି ମ୍ୟାଚ ରେ ରୋହିତ ଶର୍ମା କିଛି ନିଷ୍ପତି ନେଇଥିଲେ I

ନିଷ୍ପତି 1
ରୋହିତ ଶର୍ମା ଙ୍କ ର କ୍ୟାପଟେନ ସମୟ ରେ ସେ ବଡ଼ ନିଷ୍ପତି ନେଇଛନ୍ତି I ବୋଲର ଦୀପକ ଚୋୖହାର ଙ୍କୁ ସଠିକ ସମୟ ରେ ବୋଲିଂ କରିବାକୁ ପଠାଇଛନ୍ତି I ଏବଂ ଦୀପକ ମଧ୍ୟ ସଠିକ ଖେଳ ପ୍ରଦର୍ଶନ କରିଥିଲେ I ନାଗପୁର ରେ ରୋହିତ ଙ୍କ ର ଏପରି ରଣନୀତି କୁ ନେଇ ସବୁ ଲୋକେ ବେଶ ଖୁସି ମଧ୍ୟ ହେଇଛନ୍ତି I ଦୀପକ ଙ୍କ ର ବୋଲିଂ ରେ ଲିଟିଲ ଓ ସୌମ୍ୟ ସରକାର ଙ୍କ ପରି ବଡ଼ ବଡ଼ ବ୍ୟାଟ୍ସମ୍ୟାନ କୁ ଆଉଟ କରିବା ମଧ୍ୟ ଏକ ଖୁସି ର କଥା ଥିଲା I ଦୀପକ ମାତ୍ର 7 ରନ ଦେଇ 6 ଵିକେଟ ନେଇଛନ୍ତି I

ନିଷ୍ପତି 2
ରୋହିତ ଶର୍ମା ଙ୍କ ର ଦ୍ୱିତୀୟ ବଡ଼ ନିଷ୍ପତି ହେଉଛି ଶିବମ ଦୁବେ I 16 ତମ ଓଭର ରେ ଶିବମ ଦୁବେ 3 ଓଭର ରେ 29 ରନ ଖଚ୍ଚ କରିଥିଲେ I କିନ୍ତୁ ରୋହିତ ଶର୍ମା ଙ୍କ ର ତାଙ୍କ ଉପରେ ବିଶ୍ୱାସ ଥିଲା ଏବଂ ବାଂଲାଦେଶ ଟିମ ର ମୋହମ୍ମଦ ଙ୍କୁ ସେ ଆଉଟ କରିଥିଲେ I ଏବଂ ଏହା ପରେ ମୁସ୍ଫିକୁର ରହିମ ଙ୍କୁ ମଧ୍ୟ ଆଉଟ କରିଥିଲେ I

ନିଷ୍ପତି 3
ରୋହିତ ଶର୍ମା ଙ୍କ ର ତୃତୀୟ ବଡ଼ ନିଷ୍ପତି ମଧ୍ୟ ଟିମ ଜିତିବା ର ମୁକ୍ଷ୍ୟ କାରଣ ଅଟେ I ସେ ଚାରି ଜଣ ଭଲ ଭଲ ବୋଲର ଙ୍କୁ ଚୟନ କରିଥିଲେ I ସେ କୁନାଲ ପାଣ୍ଡେ ଙ୍କୁ ବିଶ୍ରାମ ଦେଇ ମନୀଷ ପାଣ୍ଡେ ଙ୍କୁ ସୁଯୋଗ ଦେଇଥିଲେ I ରୋହିତ ଶର୍ମା ଶେଷ ଟି 20 ରେ କେବଳ 4 ବୋଲର ଓ ଜଣେ ଅଲ୍ରାଉଣ୍ଡର ଖେଳାଳି ଙ୍କ ଦ୍ୱାରା ଏହି ମ୍ୟାଚ ଜିତିଥିଲେ I କାରଣ ମନୀଷ ପାଣ୍ଡେ ଶେଷ ଓଭର ରେ 13 ବଲ ରେ 22 ରନ କରିଥିଲେ I

Share Your Comments Below