ରୋହିତ ଶର୍ମା କରିଲେ କିଛି ଅଦ୍ଭୁତ କାର୍ନାମା, ଭାରତର ୧୪ବର୍ଷର ଟି-୨୦ ଇତିହାସରେ ପ୍ରଥମ ଥର ହେଲା ଏପରି

ରୋହିତ ଶର୍ମା ଜଣେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ର ଜନ୍ମ , ନାଗପୁର , ମହାରାଷ୍ଟ୍ର ରେ ହେଇଥିଲା I ରୋହିତ ଶର୍ମା ମୁକ୍ଷ୍ୟତ୍ୱ ଜଣେ ଭଲ ବ୍ୟାଟ୍ସମ୍ୟାନ ରୂପେ ପରିଚିତ ଅଟନ୍ତି I ସେ ମୁମ୍ବାଇ ଇଣ୍ଡିଆନ ଟିମ ର କ୍ୟାପଟେନ ମଧ୍ୟ ଅଟନ୍ତି I ବର୍ତମାନ ସେ ଭାରତୀୟ ୱାନଡେ ଟିମ ର ଉପ କ୍ୟାପଟେନ ମଧ୍ୟ ଅଟନ୍ତି I

ବାଂଲାଦେଶ ବିପକ୍ଷ ରେ ରାଜକୋଟ ରେ ଦ୍ୱିତୀୟ ଟି 20 ସମୟ ରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଙ୍କ ର କ୍ରିକେଟ ର ରେକର୍ଡ ବେଶ ସଫଳ ରହିଛି I

ଦିଲ୍ଲୀ ରେ ଆୟୋଜିତ ହେଇଥିବା ପ୍ରଥମ ଟି 20 ମ୍ୟାଚ ରେ ରୋହିତ ଶର୍ମା ଙ୍କ ର ଏହା 99 ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଅଟେ I ଏହା ପରେ ଆଗାମୀ ମ୍ୟାଚ ତାଙ୍କ ର 100 ତମ ମ୍ୟାଚ I କିନ୍ତୁ ପାକିସ୍ତାନ ର କ୍ରିକେଟର ସୋଏବ ମାଲିକ ଙ୍କ ପରେ ଦ୍ୱିତୀୟ ନମ୍ବର ରେ ଅଛନ୍ତି ରୋହିତ ଶର୍ମା I

ଏହି ଶୁଚି ରେ ତୃତୀୟ ନମ୍ବର ରେ ଅଛନ୍ତି ହମବତନ ସହିଦ ଆଫ୍ରିଦି I ଭାରତ ର ବରିଷ୍ଠ ଵିକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି 98 ଟି 20 ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ 4 ନମ୍ବର ରେ ଅଛନ୍ତି I ଏବଂ ତାଙ୍କ ପରେ ଅଛନ୍ତି ଭାରତୀୟ କ୍ରିକେଟର ସୁରେଶ ରାଇନା I ରାଇନା 78 ଟି 20 ମ୍ୟାଚ ଖେଳି 18 ନମ୍ବର ରେ ଅଛନ୍ତି I

ଭାରତ ର ପ୍ଲେଇଂ ଇଲେଭେନ
ରୋହିତ ଶର୍ମା , ଶିଖର ଧାୱନ ,କେଏଲ ରାହୁଲ , ଶ୍ରେୟସ ଅୟର , ଋଷବ ପଂତ , କୁନାଲ ପାଣ୍ଡିଆ , ଶିବମ ଦୁବେ , ୱାସିଂଟନ ସୁନ୍ଦର , ୟୁଜବେନ୍ଦ୍ର ଚହଳ , ଦୀପକ ଚହାର , ଖାଲିଲ ଅହମଦ I

Share Your Comments Below