ହିଟମ୍ୟାନ ରୋହିତ ଙ୍କୁ ପଚରାଗଲା କି ତମେ ଦୁନିଆର କେଉଁ ବୋଲରକୁ ସବୁଠୁ ଅଧିକ ଡର, ରୋହିତ ଶର୍ମା ଦେଲେ ଏପରି ଉତ୍ତର

ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମ ର ଉପ କ୍ୟାପଟେନ ଅଟନ୍ତି I ରୋହିତ ଶର୍ମା ନିଜ ର ଆକ୍ରମକ ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I ରୋହିତ ଶର୍ମା ନିଜ ର କ୍ରିକେଟ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ ମଧ୍ୟ ପୁରା କରିଛନ୍ତି I

ରୋହିତ ଶର୍ମା ଙ୍କୁ ଏକ ଇଣ୍ଟରଭିୟୁ ରେ ପଚରାଯାଇଥିଲା କି ସେ କେଉଁ ବୋଲର ଙ୍କୁ ଡରନ୍ତି I ଏବଂ ତାଙ୍କ ର ପ୍ରତିଉତ୍ତର ଶୁଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I ଏହି ପ୍ରଶ୍ନ ର ଉତ୍ତର ରେ ରୋହିତ ଶର୍ମା ହସିଦେଇଥିଲେ ଏବଂ କହିଥିଲେ ଏପରି କେଉଁ ବୋଲର ନାହିଁ ଯାହା ଙ୍କୁ ଦେଖିଲେ ଡର ଲାଗେ I

ରୋହିତ ଶର୍ମା କହିଲେ ଯେତେବେଳେ ସେ ମୈଦାନ କୁ ଆସିଥାନ୍ତି ତାଙ୍କ ମନ ରେ କୌଣସି ପ୍ରକାର ର କିଛି ଡର ନ ଥାଏ I ଯେତେ ବଡ଼ ଆକ୍ରମକ ବୋଲର ହେଲେ ମଧ୍ୟ ରୋହିତ ଶର୍ମା କାହାରି କୁ ଡରନ୍ତି ନାହିଁ I କୌଣସି ବି ପରିସ୍ଥିତି ରେ ସେ କୌଣସି ବି ଘଟଣା କୁ ଡରନ୍ତି ନାହିଁ I

ଏହି ଇଣ୍ଟରଭିୟୁ ସମୟ ରେ ରୋହିତ ଶର୍ମା ଭାରତୀୟ ବୋଲର ମୋହମ୍ମଦ ସାମୀ ସବୁଠାରୁ ଭଲ ବୋଲର ଅଟନ୍ତି I ଭାରତୀୟ କ୍ରିକେଟ ଟିମ ର ସେ ଜଣେ ମହାନ ବୋଲର ଅଟନ୍ତି I

ରୋହିତ ଶର୍ମା ବର୍ତମାନ ସୁଦ୍ଧା ଅନେକ ରେକର୍ଡ କରିସାରିଛନ୍ତି I ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ ୱାନଡେ କ୍ରିକେଟ ରେ ତିନି ଶତକ ଓ ଟି 20 କ୍ରିକେଟ ରେ 4 ଶତକ କରିବା ର ରେକର୍ଡ କରିଛନ୍ତି I