ବଲିଉଡ ଡ଼ାଇରେକ୍ଟର ରୋହିତ ସେଠୀ କିଣିଲେ ଭାରତର ସବୁଠାରୁ ଦାମୀ କାର; ଗାଡିର ଦାମ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

ବଲିଉଡ ର ସଫଳ ନିର୍ଦେଶକ ରୂପେ ପରିଚିତ ରୋହିତ ସେଠୀ ଙ୍କୁ କିଏ ବା ନ ଜାଣିଚି I ରୋହିତ ସେଠୀ ବିଗତ ଦିନ ରେ ଏକ ଏସୟୁବି ମଡେଲ ର କାର କିଣିଛନ୍ତି ଯାହା ର ନାମ ଲମ୍ଵାରଗିନୀ ଅଟେ I ଏହା ଭାରତ ର ସବୁଠାରୁ ଅଧିକ ଦାମୀ କାର ଅଟେ I ଏହା ର ମୂଲ୍ୟ 3.10 କୋଟି ଟଙ୍କା ଅଟେ I ଏହି କାର ଟି ଭାରତ ରେ 100 ରୁ ମଧ୍ୟ କମ ଲୋକ ଙ୍କ ପାଖ ରେ ରହିଛି I ଏହି କାର ଟି ର 4 ଲିଟର ର ବହୁତ ପାୱାର ଫୁଲ ଇଂଜିନ ରହିଛି I ଏହା 650 ହ୍ରସ ପାୱାର ର ଅଟେ I ଏହା 850 ନ୍ୟୁଟନ ମିଟର ର ଟର୍କ ଉତ୍ପରଃନ କରିଥାଏ I

ଏହା ଏକ ଆଲ ୱାଇଲ ଡ୍ରଇଭ ଏସୟୁବି ଯାହା କି 3.6 ସେକେଣ୍ଡ ସମୟ ନେଇଥାଏ I ଏହି କାର ର ଟପ ସ୍ପିଡ଼ 350 କିମି ପ୍ରତି ଘଣ୍ଟା ଅଟେ I

ରୋହିତ ସେଠୀ ଙ୍କ ପାଖ ରେ ବିଏମଡବ୍ଲ୍ୟୁ 7 ସିରିଜ ଓ ମଂଡୀଫି ଫୋର୍ଡ଼ କାର ମଧ୍ୟ ରହିଛି I ତେବେ ରୋହିତ ସେଠୀ ଙ୍କ ର ଏହି ନୂଆ ମଡେଲ କାର କିଣିବାକୁ ନେଇ ସେ ବେଶ ଚର୍ଚା ରେ ଅଛନ୍ତି I

Share Your Comments Below