ରୋହିତ ଶର୍ମା କହିଲେ ରବୀନ୍ଦ୍ର ଜାଡେଜା ତ ପାଗଳ,ତା ସହ କୋଉଠିକି ଯାଆନ୍ତୁ ନାହିଁ, ଜାଣନ୍ତୁ ପୁରା ଘଟଣା ସମ୍ପର୍କରେ

ଯେପରି କି ଆପଣ ଜାଣିଥିବେ ଭାରତ ରେ ଅନେକ କ୍ରିକେଟ ଖେଳାଳି ନିଜ ର ବଦମାସୀ ହରକତ କୁ ନେଇ ମଧ୍ୟ ଚର୍ଚା ରେ ରହିଥାନ୍ତି I ଆଜି ରବୀନ୍ଦ୍ର ଜାଡେଜା ମଧ୍ୟ ଏହିପରି ଏକ ହରକତ କୁ ନେଇ ଚର୍ଚା ରେ ରହିଛନ୍ତି I ଏବଂ ତାଙ୍କ ର ଏହି ବୟାନ ବାଜି କୁ ନେଇ ରୋହିତ ଶର୍ମା ଓ ଅଜୀଙ୍କିଆ ଙ୍କ ର ସମସ୍ୟା ବଢିଯାଇଛି I

ରୋହିତ ଶର୍ମା ଓ ଅଝିଙ୍କିଆ ରାହାଣେ ଏକ ଇଣ୍ଟରଭିୟୁ ରେ ରବୀନ୍ଦ୍ର ଜାଡେଜା ଙ୍କ ର ଏକ କଥା କହିଥିଲେ I ରୋହିତ ଶର୍ମା କହିଥିଲେ ଯେତେବେଳେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ ରେ ଯାଇଥିଲା ସେହି ସମୟ ରେ ରୋହିତ ଶର୍ମା ଓ ଅଝିଙ୍କିଆ ରାହାଣେ ଚିତା ବାକିଙ୍ଗ ପାଁଇ ଯାଉଥିଲେ I ସେହି ସମୟ ରେ ତାଙ୍କ ସହ ତାଙ୍କ ପତ୍ନୀମାନେ ମଧ୍ୟ ଥିଲେ I ସେଠାରେ ତାଙ୍କ ସହ ରବୀନ୍ଦ୍ର ଜାଡେଜା ମଧ୍ୟ ଥିଲେ I ସେଠାରେ ରୋହିତ ଶ୍ରମକହିଲେ କି ତାଙ୍କୁ ଜଣା ନାହିଁ କି ଚିତା ବାକିଙ୍ଗ କଣ ?ଏବଂ ଏହା ପରେ ସେ କହିଲେ କି ସେ ଚାଲୁ ଚାଲୁ ସାଉଥ ଆଫ୍ରିକା ର ଜଙ୍ଗଲ ରେ ପହଂଚିଥିଲେ I 20-25 ମିଟର ଦୂର ରେ ଦୁଇ ତିନି ଚିତା ବସିଥିଲା ଓ ନିଜ ର ଖାଦ୍ୟ ଖାଉଥିଲେ I

ଏହା ଦେଖି ସେ ଖୁବ ଡରିଯାଇଥିଲେ କିନ୍ତୁ ତାଙ୍କ ସହ ରବୀନ୍ଦ୍ର ଜାଡେଜା ଏକ ଏପରି ହରକତ କରିଥିଲେ ଯାହା କୁ ନେଇ ସେ ଚର୍ଚା ରେ ରହିଛନ୍ତି I ଚିତା କୁ ଦେଖି ସେଠାରେ ସବୁ ଡରିଯାଇଥିଲେ I ଏବଂ ତାଙ୍କୁ ରବୀନ୍ଦ୍ର ଜାଡେଜା ଙ୍କ ଉପରେ ଅଧିକ କ୍ରୋଧ ଆସିଥିଲା I ରୋହିତ ଶର୍ମା କହିଲେ ମୋତେ ଏପରି ଲାଗୁଥିଲା ଯେପରି ରବୀନ୍ଦ୍ର ଜାଡେଜା ଙ୍କୁ ଏକ ମାଡ଼ ମରିଥାନ୍ତି I କିନ୍ତୁ ସେହି ସମୟ ରେ ନିଜ ର ଜ୍ଞାନ କୌଶଳ ରେ ହିଁ ସେଠାରୁ ଆସିବା ର ଥିଲା I ଏବଂ ଶେଷ ରେ କହିଥିଲେ ରବୀନ୍ଦ୍ର ଜାଡେଜା ଏକ ପାଗଳ ସ୍ଵଭାଵ ର ଅଟନ୍ତି I ତାଙ୍କ ସହ କୁଆଡେ ମଧ୍ୟ ଯିବା ଉଚିତ ନୁହେଁ

Share Your Comments Below