ଆଜି ଆମେ ଆପଣାଙ୍କୁ ଜଣେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏକି ରୋମାଣ୍ଟିକ ସିନ ଦେବା ସମୟରେ ନିଜକୁ କଣ୍ଟ୍ରୋଲ କରିପାରିଲେ ନଥିଲେ-
ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କର ସମ୍ପର୍କରେ
ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ର ବିଷୟ ରେ କହିବା କୁ ଯାଉଛେ ସେ ଟିଭି ଜଗତ ର ଜଣେ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I ଏହି ଅଭିନେତ୍ରୀ ଙ୍କ ର ନାମ ଡୋନଲ ବିଷ୍ଟ ଅଟେ I ତାଙ୍କ ର ଜନ୍ମ 27 ଅଗଷ୍ଟ 1994 ରେ ହେଇଥିଲା I ଡୋନଲ ଜଣେ ଅଭିନେତ୍ରୀ ହେବା ସହ ଜଣେ ମଡେଲ ମଧ୍ୟ ଅଟନ୍ତି I
ଆଜିକା ସମୟ ରେ ଟେଲିଭିଜର ର ସିରିଏଲ ରେ ମଧ୍ୟ ଅନେକ ରୋମାଣ୍ଟିକ ସିନ ଦେଖିବା କୁ ପାଉଛେ I ଏବଂ ଏହିପରି ସିନ ଦର୍ଶକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥାଏ I ତେବେ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ସିରିଏଲ “ଦିଲ ତୋ ଖୁଶ ହେ ” ରେ ଅଭିନେତ୍ରୀ ଡୋନଲ ଓ ଅଂଶ ବାଙ୍ଗରି ମୁକ୍ଷ୍ୟ ଭୂମିକା ରେ ରହିଛନ୍ତି I
ତେବେ ସିରିଏଲ ର ସୁଟିଂ ସମୟ ରେ ଦୁହେଁ ଏକ ରୋମାଣ୍ଟିକ ସିନ ଦେଇଥିଲେ I ଯେଉଁଥିରେ ଡୋନାଲ ନିଜ କୁ ଆୟତ୍ତ କରିପାରି ନ ଥିଲେ I ଏହି ବିଷୟ ରେ ନିଜେ ଡୋନାଲ ନିଜ ର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣାଇଥିଲେ I
ଡୋନଲ ବିଷ୍ଟ ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି I ଏହି ଫୋଟୋ ରେ ଆପଣ ତାଙ୍କ ର ସୁନ୍ଦରତା ର ସ୍ପଷ୍ଟ ଅନୁମାନ କରିପାରୁଥିବେ I ସୋସିଆଲ ମିଡ଼ିଆ ରେ ମଧ୍ୟ ଡୋନାଲ ସର୍ବଦା ସକ୍ରିୟ ରହିଥାନ୍ତି I